Odia News Portal
Browsing Tag

bollywood news

ସୁପରଷ୍ଟାର ଶ୍ରୀଦେବୀଙ୍କ ଅଫିସିଆଲ୍ ଜୀବନୀ ପ୍ରକାଶ କରିବ ୱେଷ୍ଟଲ୍ୟାଣ୍ଡ ବୁକ୍

ଲାଇଫ୍ ଅଫ୍ କିମ୍ବଦନ୍ତୀ, ଏହି ପୁସ୍ତକ ଅଭିନେତ୍ରୀଙ୍କର ସମ୍ପୂର୍ଣ୍ଣ ଜୀବନ ଚିତ୍ର ଆଙ୍କିଛି, ଯିଏ କି ୮୦ ଦଶକ ଏବଂ ୯୦ ଦଶକରେ ସିନେମା ଜଗତର ହାଓା୍ୱ ହାଓା୍ୱଇ ଗର୍ଲ ଭାବେ ସାରା ଭାରତର ହୃଦୟରେ ରାଜ କରିଥିଲେ । ଏହା ଡେବ୍ୟୁଟାଣ୍ଟ ଲେଖକ ଧୀରଜ କୁମାରଙ୍କ ଦ୍ୱାରା ଲିଖିତ ଏବଂ ଚଳିତ ବର୍ଷ…

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଚହିତେଦାର ସେଲିବ୍ରିଟିଙ୍କ ଶିକ୍ଷାଗତ ଯୋଗ୍ୟତା?

ବଲିଉଡର କ୍ୟୁଟ କପଲ କୁହାଯାଉଥିବା କିଆରା ଅଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଫାଇନାଲି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଦୁଇଜଣ ଅଗ୍ନିକୁ ସାକ୍ଷୀ ରଖି ୭ ଫେବୃୟାରୀ ରେ ରାଜସ୍ଥାନ ସ୍ଥିତ ଜୟସାଲମେରର ସୂର୍ଯ୍ୟଗଡ ପ୍ୟାଲେସଠାରେ ଦୁହେଁ ଦୁହିଁଙ୍କର ହୋଇସାରିଛନ୍ତି । ହେଲେ ଆପଣ…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ

ମୁମ୍ବାଇ: ଜୁନ୍ ୧୪ । ଗତବର୍ଷ ଆଜିର ଦିନ କଥା ମନେ ପଡ଼ିଗଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସେ । କାହିଁକି ନାଁ ଆଜିର ଦିନରେ ସିନେ ପ୍ରେମୀଙ୍କ ମନକୁ ଲାଗିଥିଲା ଶକ୍ତ ଝଟକା । ଖବର ଆସିଥିଲା କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ଯାହାକି ପ୍ରଥମେ ସମସ୍ତଙ୍କ ମିଛ ଲାଗିଥିଲା…

ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଦିଲ୍ଲୀପ…

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର…

ଭାରତରେ ବହୁତ କିଛି ଶିଖିଛି : ଏଲି ଅଭ୍ରାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଅଳ୍ପ ବୟସରେ ଭାରତ ଯାଇଥିବା ଅଭିନେତ୍ରୀ ଏଲି ଅଭ୍ରାମ କହିଛନ୍ତି ଯେ ଏଠାରେ ରହିବା ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି।ଏହି ଅଭିନେତ୍ରୀ ମୂଳତ ସ୍ୱିଡେନର ଷ୍ଟକହୋମରୁ ଆସିଛନ୍ତି ଏବଂ କହିଛନ୍ତି ଯେ ଭାରତରେ ତାଙ୍କର…

କରୋନା ଲଢ଼େଇ ଜିତିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ କିଛି ଦିନ ତଳେ କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଫ୍ୟାନ୍ ବହୁତ ଚିନ୍ତିତ ହୋଇପଡ଼ିଥିଲେ । କଙ୍ଗନା କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ଜିତି ନେଇଛନ୍ତି । ନିଜେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା କଙ୍ଗନା ସୋଶାଲ…

ବଲିଉଡ କୁଇନ୍ କଙ୍ଗନାଙ୍କୁ ହେଲା କରୋନା

ମୁମ୍ବାଇ: ଦେଶରେ ଏବେ ସଂକ୍ରମଣ ଦୃତଗତି ମାଡ଼ି ଚାଲିଛି ।ଆଉ ଏହା ମଧ୍ୟରେ କରୋନା କାୟା ବଲିଉଡ୍ ଜଗତକୁ ମଧ୍ୟ ଆକ୍ରାନ୍ତ କରିଛି । ଆଜି ବଲିଉଡ ଅଭିନେତ୍ରୀ କୁଇନ୍ କଙ୍ଗନା ରାଣାୱତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏହାସହ…

କରୋନା କାଳରେ ସାହାଯ୍ୟର ହାତ ବଢ଼ାଇଲେ ଫରହାନ

ମୁମ୍ବାଇ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଥିବା ଦେଖି ସମସ୍ତେ ଚିନ୍ତିତ ଅଛନ୍ତି। ଏହି କାରଣରୁ, ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି, କେତେ ଲୋକଙ୍କ ପରିବାର ଭାଙ୍ଗି ଯାଇଛି। ଲୋକମାନେ ଡାକ୍ତରଖାନାରେ ଶଯ୍ୟା ଏବଂ ଅମ୍ଳଜାନ ପାଉନାହାଁନ୍ତି | ଏଭଳି ପରିସ୍ଥିତିରେ ଅନେକ…