Odia News Portal
Browsing Tag

brown-sugar

ସୋରରୁ ବ୍ରାଉନ ସୁଗାର ବେପାରୀ ଗିରଫ

STF କବଜାରେ ବ୍ରାଉନସୁଗର ବେପାରୀ । ବାଲେଶ୍ୱର ଜିଲ୍ଲା ସୋରରୁ ବ୍ରାଉନସୁଗର ବେପାରୀ ଗିରଫ। ଏନଏଚ୍ କଡ଼ରେ  ଡିଲବେଳେ ମାଡି ବସିଥିଲା STF । ୧ କେଜି ୧୦୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। କଲିମ୍ ନାମକ ବ୍ୟବସାୟୀକୁ ଗିରଫ କଲା ଏସ୍ଟିଏଫ୍। ଗତ ଏକ ବର୍ଷ ଭିତରେ ଏସ୍ଟିଏଫ୍ ୪୮ କେଜି…

ଜବତ ହୋଇଛି ୪୦ ଲକ୍ଷ ଟଙ୍କାର ଧଳା ଜହର

ଜଳେଶ୍ୱର:୪୦ ଲକ୍ଷର ଧଳା ଜହର ଜବତ । ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୪୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏସଟିଏଫ୍, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉରେ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଏହାସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ । ଗତ ୫ ମାସ…

ପୁଣି ଜଳେଶ୍ୱରରୁ ବ୍ରାଉନସୁଗାର ଜବତ କଲା ପୋଲିସ

ପୁଣି ଜଳେଶ୍ବରରୁ ୩୫୦ ଗ୍ରାମର ବ୍ରାଉନସୁଗାର ଜବତ। ଦିନକୁ ଦିନ ଜଳେଶ୍ଵର ଅଞ୍ଚଳରେ ଧଳା ଜହର ବେପାରୀଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ଏହାକୁ ରୋକ ଦେବା ପାଇଁ ବିଭିନ୍ନ ସମୟରେ ଏସ ଟି ଏଫ , ଅବକାରୀ ବିଭାଗ ଏବଂ ଜଳେଶ୍ବର ପୋଲିସ ଚଢାଉ କରି ବ୍ରାଉନସୁଗାର ଜବତ କରୁଛି। ତଥାପି ଏହା ଉପରେ…

କଟକରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୋଲିସ

କଟକ ଲାଲବାଗ ଥାନା ଅଞ୍ଚଳରୁ ପୁଣି ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ୧୦୬ ଗ୍ରାମ୍ର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଅଭିମନ୍ୟୁ ପଣ୍ଡା ଓ ଜ୍ୟାକି । ଅଭିଯୁକ୍ତମାନଙ୍କ ଠାରୁ ୨ ଲକ୍ଷ ୮୦ ହଜାର…

ପୁରୀ ଜିଲ୍ଳାରୁ ଧଳା ଜହର ଜବତ

ପୁରୀ ଜିଲା ଅନ୍ତର୍ଗତ ପିପିଲି କାକୁଡିଆ ଛକରେ ଧଳା ଜହର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। କାକୁଡିଆ ଛକରୁ ପ୍ରାୟ ୩୨୫ ଗ୍ରାମ ଧଳାଜହର ଜବତ କରାଯାଇଛି। ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଚଢାଉ କରି ଜବତ କରିବା ସହ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ଧଳାଜହରର ଆନୁମାନିକ…

ଭୁବନେଶ୍ୱର ଭରତପୁର ବସ୍ତିରୁ ଧଳା ଜହର ଜବତ

ରାଜଧାନୀରେ ବେଧଡକ୍ ଚାଲିଛି ନିଶା କାରବାର । ଗଞ୍ଜେଇ ଠାରୁ ନେଇ ବ୍ରାଉନସୁଗାର ପର୍ଯ୍ୟନ୍ତ ସୁବ ପ୍ରକାର ବେଆଇନ୍ ନିଶା ଦ୍ରବ୍ୟର ହବ୍ ପାଲଟିଛି ଭୁବନେଶ୍ୱର । ଏମିତି କି ଏବେ ଭୁବନେଶ୍ୱର ବସ୍ତି ଗୁଡିକ ନିଶା ଦ୍ରବ୍ୟ ଗୁଡିକର ମିନି ମାର୍କେଟ ପାଲଟିଛନ୍ତି । କାରଗିଲ ବସ୍ତି, ଭରତପୁର…

୨ କୋଟି ଟଙ୍କାର ଧଳାଜହର ଜବତ

ଜଳେଶ୍ୱର : ୨ କୋଟି ଟଙ୍କାର ଧଳାଜହର ଜବତ । ଜଣେ ମହିଳାଙ୍କ ସମେତ ୨ଜଣ ମାଫିଆ ଗିରଫ । ଜଳେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ୨ କେଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ମହିଳାଙ୍କ ସହ…

କେଜିଏରୁ ଅଧିକ ବ୍ରାଉନସୁଗାର ଜବତ, ଦଲାଲ ଗିରଫ

ଖୋର୍ଦ୍ଧା: ରାଜ୍ୟରେ ବଢ଼ି ଚାଲିଛି ବ୍ରାଉନସୁଗର ବେପାର। ପ୍ରତିଦିନ ଗିରଫ ହେଉଛନ୍ତି ଦଲାଲ। ପୋଲିସ୍‌ର ବାରମ୍ବାର କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ବ୍ରାଉନସୁଗର ଦଲାଲ। ଯଦି ଦେଖିବା ଘନ ଅନ୍ଧାରରେ ବଢ଼ିଚାଲିଛି ଏହରି ବେପାର। ତେବେ ବ୍ରାଉନସୁଗର ବେପାରୀଙ୍କ ଉପରେ…

ପୁଣି ଜଳେଶ୍ୱରରୁ ଉଦ୍ଧାର ହେଲା ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ବାଲେଶ୍ୱର: ନିଶା କାରବାରର ପେନ୍ଥସ୍ଥଳୀ ପାଲଟିଛି ଜଳେଶ୍ୱର । ପ୍ରତିଦିନ ଏଠାରୁ ଧରା ପଡ଼ୁଛନ୍ତି ନିଶା ବେପାରୀ । ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି ପୁଲିସ ଓ ଅବକାରୀ ବିଭାଗ ଏହି ବ୍ରାଉନସୁଗାର ଜବତ…

ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ପୁରୁଣାବଜାର ପୁଲିସ ୧୨୨ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୨ ଜଣ ବେପାରୀରୁ ଗିରଫ କରିଛି। ପୁରୁଣା ବଜାର ପୁଲିସ ପକ୍ଷରୁ ଚେକିଂ ସମୟରେ ଭଦ୍ରକ – ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରୁ ଉକ୍ତ ବ୍ରାଉନସୁଗର ବେପାରୀମାନେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ପୁଡ଼ିଆ…