Odia News Portal
Browsing Tag

child

ରାଜ୍ୟରେ କରୋନାରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ

ଭୁବନେଶ୍ୱର: ତୃତୀୟ ଲହର ଆସି ନଥିବା ବେଳେ ଶିଶୁଙ୍କ ଲାଗି ଆରମ୍ଭ ହୋଇଗଲାଣି ଭୟାବହତା । ଆଜି ରାଜ୍ୟରେ ୨ଜଣ ଶିଶୁଙ୍କ ଜୀବନ ଜୀବନ ନେଇଛି ମହାମାରୀ । ମୃତ ଶିଶୁଙ୍କ ମଧ୍ୟରେ ମଞୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର କନ୍ୟା ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଝିଅଟିର ହୃଦରୋଗ ଆକ୍ରାନ୍ତ ଥିବା ସୂଚନା…

ସେପ୍ଟେମ୍ବରରୁ ଛୋଟ ଛୁଆଙ୍କୁ ଟିକା!

ନୂଆଦିଲ୍ଲୀ: ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କୁ ଟିକାକରଣ ହୋଇପାରେ । ପିଲାଙ୍କୁ ଟିକା ନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ପ୍ରଦାନ କରିଛନ୍ତି । ଜାଇଡସ ପିଲାଙ୍କ ଉପରେ ଟ୍ରାଏଲ ସାରିଛି, ଅନୁମତିକୁ ଅପେକ୍ଷା । କୋଭାକ୍ସିନ ଟ୍ରାଏଲ ଅଗଷ୍ଟ ବା ସେପ୍ଟେମ୍ବରରେ ଶେଷ ହୋଇଯିବ ।…

ଜାଣନ୍ତୁ ବାବାଙ୍କ ଛୋଟ ଛୁଆଙ୍କ ପ୍ରତି କେମିତି ରହୁଥିଲା ଭାବ

ଭୁବନେଶ୍ୱର: ଶିରିଡ଼ିରେ ବାବା ଛୋଟ ପିଙ୍ମାନଙ୍କୁ ବହୁତ ଭଲ ପାଉଥିଲେ । ଯେଉଁ କାରଣରୁ ପିଲାମାନେ ସବୁବେଳେ ବାବାଙ୍କ ପାଖକୁ ଯାଉଥିଲେ । ବାବା ସେମାନଙ୍କୁ ମିଠାନ୍ନ ଦେଉଥିଲେ । କେତେ ପିଲାଙ୍କୁ ଟଙ୍କା ବି ଦେଉଥିଲେ । ପିତା ମାତା ଏବଂ ଗୁରୁଜନମାନଙ୍କୁ ଖରାପ ବ୍ୟବହାର ନ କରିବାକୁ ବାବା ଉପଦେଶ…

୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଶିଶୁ ବିକ୍ରି କରୁଥିବାର ଚିତ୍ର । ଜଣେ ୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା । ସୋସିଆଲ ମିଡିଆରେ ପ୍ରଥମେ ଏହି ଖବର ଭାଇରାଲ ହୋଇଥିଲା । ଏହାପରେ ତତ୍ପର ହୋଇଥିଲା ଚାଇଲ୍ଡ ଲାଇନ୍ । ସନ୍ତାନ ସନ୍ତତି ହେଉନଥିବା ଜଣେ ମହିଳା…

କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରକୁ ନେଇ ଆସିଛି ବଡ଼ ଖବର । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଥମ ଲହରରେ ମଧ୍ୟ ଶିଶୁମାନେ କରୋନାରେ ପୀଡିତ ଥିଲେ । ଦ୍ୱିତୀୟ ଲହରେ ଶିଶୁମାନେ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭବିଷ୍ୟତରେ…

ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ…