Odia News Portal
Browsing Tag

CM naveen pattnaik

ଘର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଜାଗା ମିଶନରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଘର ପ୍ରଦାନ କରିବେ ରାଜ୍ୟ ସରକାର । ଏହାଦ୍ୱାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ଟି ବସ୍ତିର ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି…

ସାଇବର ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ୧୪ ଟି ସାଇବର ଥାନା ଖୋଲିବ । ଥାନାର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ସ୍ଥାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଥାନାରେ ୧୫୪ ପୋଲିସ କର୍ମଚାରୀ ଓ ୯୦ଜଣ ବିଶେଷଜ୍ଞ ନିୟୋଜିତ ହେବେ। ରାଉରକେଲା,ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ୟ୍ୟ…

ଖବର କାଗଜ ହକରଙ୍କୁ କୋଭିଡ ସହାୟତା

ରାୟଗଡ:- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ…

ସମ୍ବାଦପତ୍ର ହକରଙ୍କୁ ପରିଚୟ ପ୍ରଦାନ ଓ ସାମାଜିକ ସୁରକ୍ଷା ଦେବେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଂଜିକୃତ ସମ୍ବାଦପତ୍ର ହକରମାନଙ୍କୁ ସରକାରୀ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ । ଏହା ଗତ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ରୋଗୀ ସେବାର ନୂଆ ଯୋଜନା କଲେ ମୁଖ୍ୟମନ୍ତ୍ରୀ

ଦୂର୍ଗମ ଅଞ୍ଚଳରେ ରହିବ ନାହିଁ ସ୍ବାସ୍ଥ୍ୟସେବା ଜନିତ ଅସୁବିଧା। କିଛି ବି ଅସୁବିଧା ହେଲେ ରୋଗୀ ନିକଟରେ ଏୟାର ଲିଫ୍ଟରେ ପହଞ୍ଚିବେ ଡାକ୍ତର । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ ।…

୩୧୦୦ ମିଟରରୁ ଅଧିକ Tସେତୁର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଦୀର୍ଘ ବର୍ଷ ପରେ ଗ୍ରାମାଞ୍ଚଳରୁ ସହରାଞ୍ଚଳରୁ ସଂଯୋଗ ପାଇଁ ଆସନ୍ତାକାଲି ସର୍ବବୃହତ ସମ୍ପର୍କ T ସେତୁର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହି କାର୍ୟ୍ୟର ତଦାରଖ କରିଛନ୍ତି। ଏହି…

ପାଠ ପଢାକୁ ନେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଆସନ୍ତା ବର୍ଷ ଦୀର୍ଘ ୧୩ ଦଶନ୍ଧି ଅର୍ଥାତ ୧୩୦ ବର୍ଷ ପୂରଣ କରିବ ଗୋପାଳପୁରସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏତେ ପୁରୁଣା ଓ ଭବ୍ୟ ଶିକ୍ଷାନୁଷ୍ଠାନକୁ ଆଜି ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ। ସେଠି ବିଦ୍ୟାଳୟର ସୁନ୍ଦର ପରିବେଶ…

କଟକ ସଦର ବିଧାୟକ ବାଣ୍ଟିଲେ ‘ସ୍ମାର୍ଟ କାର୍ଡ’,ଉପକୃତ ହେବେ ହିତାଧିକାରୀ

କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ । କଟକ କିଲ୍ଲା ପଡିଆରେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରିଥିଲେ । ଏବେ ଜିଲ୍ଲାର ସାଲେପୁରରେ କାର୍ଡ ବଣ୍ଟନ କରିଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା । କଟକସଦର ବ୍ଲକର…

ଆଜି ଠାରୁ ୭ଟି ସ୍ଥାନରେ ଆରମ୍ଭ ଇକୋ ରିଟ୍ରିଟ

ଆଜି ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ । ଭିିସି ଜରିଆରେ ଇକୋ ରିଟ୍ରିଟ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ, ଭିତରକନିକା, ସାତକୋଶିଆ,ହୀରାକୁଦ, ପାତି ସୋନପୁର ଓ କୋରାପୁଟରେ ହେବ ଇକୋ ରିଟ୍ରିଟ୍ ।

ଜିଲ୍ଳାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । BSKY କାର୍ଡ ବଣ୍ଟନ ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।…