ଏଣିକି ବଜାରରେ ମିଳିବ କରୋନା ଔଷଧ
ଭୁବନେଶ୍ୱର() ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ଔଷଧ ସାଧାରଣରେ ବିକ୍ରି ପାଇଁ ଡ଼ିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଅନୁମତି ମିଳିବା ପରେ ଏଣିକି ବଜାରରେ କରୋନା ଔଷଧ ଉପଲବ୍ଧ ହେବ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ୍…