Odia News Portal
Browsing Tag

corona

ଜାଣନ୍ତୁ ଓମିକ୍ରନର ପ୍ରାଥମିକ ଲକ୍ଷଣ

ଦେଶରେ କରୋନା ଭାଇରସ ଯୋଗୁ ଆତଙ୍କ ବଢି ବଢି ଲାଗିଛି । ପ୍ରତିଦିନ କରୋନାର ନୂଆ ମାମଲା ଦେଖିବାକୁ ମିଳୁଛି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ମଧ୍ୟ ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି । ତେବେ ଆପଣ ଓମିକ୍ରନ ସଂକ୍ରମଣରେ ଅଛନ୍ତି କି ନାହିଁ ଜାଣି ପାରିବେ ଏହି ଲକ୍ଷଣରୁ କରୋନା…

ଆଜି ରାଜ୍ୟରେ ୧୦ ହଜାର ୪୮୯ ଅକ୍ରାନ୍ତ ଚିହ୍ନଟ

ଓଡିଶାରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୪୪୭, କଟକରୁ ୭୮୬ ଓ…

ଆଜି ରାଜ୍ୟରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ୨୪ ଘଂଟାରେ ୧୦ ହଜାର ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୪୮ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୩ ହଜାର ୮୭ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୮.୪୩ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୯୪୩, କଟକରୁ…

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୬୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ସାରା ଦେଶରେ କରୋନା ଆତଙ୍କ ଖେଳାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଭାରତରେ ଦୈନିକ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ୫ ହଜାର ୭୫୩ ଓମିକ୍ରନ…

ଆଜି ରାଜ୍ୟରେ ୧୦ ହଜାର ୨୭୩ କରୋନା ଆକ୍ରନ୍ତ ଚିହ୍ନଟ

ଓଡିଶାରେ ୨୪ ଘଣ୍ଟାରେ ଆଉ ୧୦ହଜାର ୨୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ । ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୯୬ ନୂଆ କେସ୍ ରହିଛି । ସେଥି ମଧ୍ୟରୁ ସଙ୍ଗରୋଧରୁ ୫୯୬୨ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୧୧ ଜଣ । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ…

ଆଜି ରାଜ୍ୟରେ ୭୦୭୧ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି କରୋନାର ଲମ୍ବା ଆତଙ୍କ । ଗତ ୨୪ଘଣ୍ଟାରେ ଆଉ ୭୦୭୧କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ନୂଆ କେସ ରହିଛି। ସୁନ୍ଦରଗଡରୁ ୧୧୪୭, ସମ୍ବଲପୁରରୁ ୬୦୯ , କଟକରୁ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨୭ହଜାର ୨୧୬।…

୧୭ ଲକ୍ଷରୁ ଅଧିକ ଲୋକ ନେବେ ବୁଷ୍ଟର ଡୋଜ୍

ସମସ୍ତ ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକା କରଣ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ, ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଦିଆଯାଉଛି ଏହି ପ୍ରିକସନ ଟୀକା । ଓଡିଶାରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକେ ପ୍ରିକସନ ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ…

ରାଜ୍ୟରେ ୨୪ ଘଣ୍ଟାରେ ୨୭୦୩ କରୋନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ଆତଙ୍କ ଖେଳାଉଛି କରୋନା ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ ପଜିଟିଭ୍ ବାହାରିଛନ୍ତି। କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୧୨୪…

ଆଜି ଓଡିଶାରେ ୬୮୦ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୧ ପ୍ରତିଶତ ଉପରେ ସଂକ୍ରମଣ । ୨୪ ଘଣ୍ଟାରେ ୬୮୦ କରୋନା ପଜିଟିଭ୍ ଚିହ୍ନଟ । ଆଜି ପଜିଟିଭ୍ ରେଟ୍ ରହିଛି ୧.୩୧ ପ୍ରତିଶତ । ଯାହାକି ଗତକାଲି ଥିଲା ୦.୭୭ ପ୍ରତିଶତ । ଗତ ୨୪ ଘଣ୍ଟାରେ ୫୧ ହଜାର ୭୪୫ ଟେଷ୍ଟିଂ ହୋଇଛି । ଯାହା ଗତକାଲିଠାରୁ ୩ ହଜାର ୪୮ କମ୍ । ଗତକାଲି ୫୪ହଜାର ୭୯୩…

ରାଜ୍ୟରେ ୪୨୪ କରୋନା ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ହୁ ହୁ ହୋଇ ବଢ଼ିଲା କରୋନା ସଂକ୍ରମଣ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ସଂକ୍ରମିତ । ୧ ରୁ ୧୮ ବର୍ଷ ବୟସର ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୨୪୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୭୮ । ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ ଆକ୍ରାନ୍ତ…