Odia News Portal
Browsing Tag

covid vaccine

‘ଭାରତ ବାୟୋଟେକ୍’ର ନାଜାଲ୍ କୋଭିଡ୍ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି

ଭାରତ ବାୟୋଟେକର ‘ଇଣ୍ଟ୍ରାନାଜାଲ କୋଭିଡ’ ଟିକାକୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ‘ବୁଷ୍ଟର’ ଡୋଜ୍ ଭାବରେ ବ୍ୟବହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟିକା ପାଇଁ କୌଣସି ସିରିଞ୍ଜ୍ ବ୍ୟବହାର…

ଖୁବ୍ ଶୀଘ୍ର ୫ ରୁ ୧୧ ବର୍ଷ ପିଲାମାନଙ୍କୁ ଦିଆଯିବ କୋଭିଡ୍ ଟିକା

ଦେଶରେ ଖୁବ୍ ଶୀଘ୍ର ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ଟିକା ଦିଆଯିବ । ଏହି ବୟସ ବର୍ଗର ପିଲାମାନଙ୍କ ସକାଶେ ବାୟୋଲୋଜିକାଲ-ଇ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ସୁପାରିଶ କରିଛି। …

ଆସନ୍ତାକାଲିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାକରଣ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ। ଯେଉଁମାନେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା। କିନ୍ତୁ ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ। ଟିକା ନେବା ଲାଗି…

ଓଡିଶାରେ ୨୧ ଲକ୍ଷ ଲୋକ ନେଇନାହାଁନ୍ତି ଟିକା

ଓଡିଶାରେ ଜାରି ରହିଛି କରୋନା ଟିକାକରଣ । ଏବେ ସୁଦ୍ଧା ରାଜ୍ୟରେ ୫ କୋଟି ୬୨ ଲକ୍ଷ ଡୋଜ୍ ଦିଆସରିଛି । ପ୍ରଥମ ଡୋଜ୍ ଟିକା ୯୩.୫ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ୭୪ ପ୍ରତିଶତ ଲୋକ । ଏବେ ସୁଦ୍ଧା ରାଜ୍ୟରେ ୨୧ଲକ୍ଷ ଲୋକ ଟିକା ନେଇ ନଥିବା ପରିବାର…

ଜାନୁଆରୀ ୩ ରୁ ଦିଆଯିବ ଟିକା

୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଆଜିଠାରୁ କୋ-ଓ୍ଵିନ୍ ଆପ୍‌ରେ କରିପାରିବେ ପଞ୍ଜିକରଣ । ଦଶମ ଶ୍ରେଣୀର ପରିଚୟ ପତ୍ରକୁ ଏକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । ଯେଉଁ ଛାତ୍ରଛାତ୍ରୀଙ୍କ ଆଧାର ଏବଂ ଅନ୍ୟ ପରିଚୟ ପତ୍ର ନଥିବ ସେମାନେ ଆଇଡେଣ୍ଟି…

ନୂଆ ବର୍ଷ ଠାରୁ ମିଳିବ ଛୋଟ ପିଲାଙ୍କୁ ଟିକା

ନୂଆବର୍ଷରୁ ୧୮ରୁ କମ ବୟସ ପିଲାଙ୍କୁ ଦିଆଯିବ କରୋନା ଟିକା । ପ୍ରଥମ ପର୍ୟ୍ୟାୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପାଇଁ ନାଁ ପଞ୍ଜିକରଣ କରିପାରିବେ। ପ୍ରାପ୍ତ ବୟସ୍କଙ୍କ ନାଁ ପଂଜିକରଣ ଭଳି କିଶୋରକିଶୋରୀମାନେ ମଧ୍ୟ କୋଓ୍ବିନ ପ୍ଲାଟଫର୍ମରେ ନାଁ ପଞ୍ଜିକରଣ କରିପାରିବେ । ୨୦୨୨…

ଡବଲ ଡୋଜ୍ ନେଇଥିଲେ ପ୍ରବେଶ କରିପାରିବେ ଚର୍ଚ୍ଚରେ

ଦୁଇଟି ଟିକା ନେଇଥିଲେ ଚର୍ଚ୍ଚକୁ ପ୍ରବେଶ ପାଇଁ ମିଳିବ ଅନୁମତି । କୋଭିଡ ଲକ୍ଷଣଯୁକ୍ତ ଲୋକଙ୍କୁ ଚର୍ଚ୍ଚ ଭିତରକୁ ପ୍ରବେଶ ପାଇଁ କଟକଣା ଜାରି କରିଛନ୍ତି ବିଏମସି । ଏହାଛଡ଼ା ପ୍ରତି ଚର୍ଚ୍ଚ ନିକଟରେ ବିଏମସି ପକ୍ଷରୁ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟିଂ କରିବା ପାଇଁ ଯୋଜନା କରାଯାଉଛି । ଯେଉଁମାନଙ୍କ…

କୋଭିଡ୍ ଟିକା ନନେଲେ ଚାକିରିରୁ ବିଦା

କରୋନା ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। କେତେକ କମ୍ପାନୀ ଆଉ ଥରେ ୱାର୍କ ଫ୍ରମ ହୋମ ଆରମ୍ଭ କରିବାକୁ ମଧ୍ୟ ଯୋଜନା କରୁଛନ୍ତି ଓ ଟିକାକରଣ ଉପରେ ଜୋର ଦେଉଛନ୍ତି। ଏ ନେଇ ଏବେ ଗୁଗଲ ମଧ୍ୟ ଶକ୍ତ ହୋଇଛି। Google ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି ଯେ ଯଦି ସେମାନେ COVID ୧୯…

କୋଭିଡ ଟିକା ଓମିକ୍ରନ ଭାଇରସ ର ସୁରକ୍ଷା କବଚ

କୋଭିଡ ଟିକା କୋରୋନାର ନୂଆ ଭାରିଆଂଟ ଓମିକ୍ରନରୁ ମଧ୍ୟ ସୁରକ୍ଷା ଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ କୁହାଯାଇଛି । ସମସ୍ତେ ଯଥା ଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକସନ ଦେବ ଟିକା । ଟିକା ନେଲେ…

ରାଜ୍ୟରେ ଆଉ ୧୫୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୦୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…