Odia News Portal
Browsing Tag

crime news

ଅନ୍ଧବିଶ୍ବାସରୁ ନୃଶଂସ କାଣ୍ଡ

ଅନ୍ଧବିଶ୍ବାସରୁ ନୃଶଂସ କାଣ୍ଡ । ପୁତ୍ର ସନ୍ତାନ ମୋହରେ ୩ ବର୍ଷର ନିରୀହ ଶିଶୁକୁ ବଳି ଦେଲା ପିଉସା । ତାନ୍ତ୍ରିକ କଥାରେ ପଡି ପୁତ୍ରଲାଭ ପାଇଁ ନିଜ ଶଳାର ପୁଅକୁ ବଳି ଚଢାଇ ଦେଲା । ଉତ୍ତରପ୍ରଦେଶ ଅଲିଗଡ ଜିଲ୍ଲାରୁ ଏଭଳି ଛାତିଥରା ବର୍ବରୋଚିତ କାଣ୍ଡ ସାମ୍ନାକୁ ଆସିଛି । ମୃତ ଶିଶୁର ବାପା…

ସ୍ୱାମୀଙ୍କ ବର୍ବର କାଣ୍ଡ, ସ୍ତ୍ରୀଙ୍କ ହାତରେ ଗଲା ପ୍ରାଣ

ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି | ତେବେ ହତ୍ୟା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ହତ୍ୟା ପଛର କାରଣ ବାବଦରେ ମହିଳା ଜଣକ କହିଥଲେ ଯେ ତାଙ୍କ…

ଦିଲ୍ଲୀରେ ପୁଣି ହେଲା ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି

ଶ୍ରଦ୍ଧା ୱାକରଙ୍କ ପରେ ବର୍ତ୍ତମାନ ନିକ୍କି ଯାଦବ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ଦ୍ୱାରକା କୋର୍ଟରେ ହାଜର କରାଯାଇଥିଲା। ଏହା ପରେ କୋର୍ଟ ଅଭିଯୁକ୍ତ ସାହିଲଙ୍କୁ ୫ଦିନିଆ ରିମାଣ୍ଡରେ ପଠାଇଥିଲେ। ସାହିଲ ନାମକ ଜଣେ ବ୍ୟକ୍ତି…

ସପ୍ତାହାନ୍ତ ସଟଡାଉନ୍: ଚେକ୍‌ ପୋଷ୍ଟରେ ଜୋରଦାର ଚେକିଂ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଶୁକ୍ରବାର ରାତି ୯ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ସଟଡାଉନ୍ । ଏହା ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଉଛି । ଟ୍ୱିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ସଟ୍‌ଡାଉନ୍‌ କଡାକଡି ଯାଞ୍ଚ କରାଯାଉଛି |…

ସଂକ୍ରମଣ ବୃଦ୍ଧିକୁ ଦେଖି ଘରମୁହାଁ ପ୍ରବାସୀ ଶ୍ରମିକ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଇ ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୨୮୨ରେ ପହଞ୍ଚି ଥିବା ସମୟରେ ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସାପ୍ତାହିକ ଲକ୍‌ଡାଉନ୍‌ ପରି କଟକଣା ଆରମ୍ଭ ହୋଇଯାଇଛି। ତେବେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରବାସୀ…

କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି କରୋନା ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ ଏମ୍ସରେ କୋଭାକ୍ସିନ ଟିକା ନେବା ସହ ଲୋକଙ୍କୁ ଭ୍ୟାକ୍ସିନ ନେବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି ଭୂତାଣୁକୁ ହରାଇବା ପାଇଁ ଟିକାକରଣ ଆମ ପାଖରେ ଏକ…

ସୋଆରେ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ  ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନଷ୍ଟିଚ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍ ଫାର୍ମସୁ୍ୟଟିକାଲ୍ ସାଇନ୍ସେସ୍ ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର…

ଧୂପକାଠିର ଧୂଆଁ ହୋଇପାରେ କ୍ୟାନ୍ସରର କାରଣ..

ଭୁବନେଶ୍ବର: ଅଗରବତୀ ବା ଧୂପକାଠି ଗୃହରେ ଆଧ୍ୟାତ୍ମିକତାକୁ ସୂଚାଇବା ସହ ଏହା ଶାନ୍ତି ଏବଂ ସମୃଦ୍ଧିକୁ ମଧ୍ୟ ବୃଦ୍ଧି କରିଥାଏ। କିନ୍ତୁ ଧୂପକାଠିର ଧୂଆଁ ଆମ ଶରୀରର ପାଇଁ କେତେ କ୍ଷତିକାରକ ଆପଣ ସେ ବିଷୟରେ ଜାଣିଛନ୍ତି କି ?ତେବେ ଆସନ୍ତୁ ଜାଣିବା ଧୂପକାଠିର ଧୂଆଁ ଆମ ଶରୀରର କଣ କ୍ଷତି…

ହାଟ ବନ୍ଦ ପରେ ରାସ୍ତାରେ ପରିବା ଢ଼ାଳି ବ୍ୟବସାୟୀଙ୍କ ପ୍ରତିବାଦ

ଝାରସୁଗୁଡା: ପରିବା ବିକ୍ରି ନ କରିପାରି ହନ୍ତସନ୍ତ ଚାଷୀ ।କଟକଣା ଯୋଗୁଁ ପରିବା ବିକ୍ରି କରିନପାରି ରାସ୍ତାରେ ପରିବା ଢ଼ାଳି ପରିବା ବିକାଳିଙ୍କ ପ୍ରତିବାଦ । ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ସାପ୍ତାହିକ ହାଟ ଓ ଦୈନିକ ହାଟକୁ ପ୍ରଶାସନ ପକ୍ଷରୁ କରୋନା କଟକଣା ଯୋଗୁଁ ବନ୍ଦ…