Odia News Portal
Browsing Tag

cuttack

ଜମି ବାଡି ବିବାଦକୁ ନେଇ ମାଆକୁ ହତ୍ୟା କଲା ପୁଅ

ରାକ୍ଷାସ ସାଜିଲା ପୁଅ । ସମ୍ପତ୍ତି ପାଇଁ ବୃଦ୍ଧା ମାଆକୁ କଟୁରୀରେ ହାଣି ମାରିଦେଲା ପୁଅ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଶ୍ରୀବିହାର କଲୋନୀରେ । ମୃତକ ହେଲେ ପରେଶ କୁମାରୀ ଦେବୀ । ସେ କନିକା ରାଜାଙ୍କ ନାତୁଣି ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅ ଗୋପାଳ…

ନାବାଳିକା କୁ ଦୁଷ୍କର୍ମ କରିବାକୁ ସହଯୋଗ କରୁଥିଲା ସ୍ତ୍ରୀ

କଟକ: କଟକ ବିଡାନାସୀ ଥାନା ସତୀଚୌରା ଅଞ୍ଚଳରୁ ନାବାଳିକାକୁ ଅପହରଣ କରି ନେଇ ରାଜ୍ୟ ବାହାରେ ରଖି ଦୁଷ୍କର୍ମ କରିବା ଘଟଣାରେ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ଅମିତ ବିନ୍ଧାଣିକୁ ଆଜୀବନ କାରାଦଣ୍ଡ ଅର୍ଥାତ୍ ମୃତ୍ୟୁ ପର୍ୟ୍ୟନ୍ତ ଜେଲରେ…

ଓଡିଶାରେ ମୁଖ୍ୟମନ୍ତ୍ରୀ ଆୟେଜିତ କରିବେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ପ୍ରଥମ ଥର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଆସନ୍ତା ୨୫ରୁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ ଟୁର୍ଣ୍ଣାମେଣ୍ଟ । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ସାରା…

କଟକରୁ ନକଲି ଟମାଟୋ ସସ୍ ଜବତ

ଲୋକଙ୍କ ଜୀବନ ସହ ଚାଲିଛି ଖେଳ । ବିନା ଫୁଡ୍ ଟ୍ରେଡ୍ ଲାଇଲେନ୍ସରେ ନକଲି ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଚାଲିଛି । ମାଲଗୋଦାମ ବଜାରରୁ ଆଜି ଏକ ଦୋକାନ ଉପରେ ଚଢଉ କରି କଟକ ପୋଲିସ ନକଲି ଟମାଟୋ ସସ୍ ଜବତ କରିଛି । ଦୋକାନ ମାଲିକଙ୍କୁ ପୋଲିସ ଗିରଫ କରିଛି । ତେବେ କଟକ ମାଲଗୋଦାମ ଓ ଅନ୍ୟାନ୍ୟ…

ମହାନଦୀ ପଠାରୁ ଡାକ୍ତର ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ ସିଡିଏ ନିକଟରେ ଥିବା ମହାନଦୀ ଫାଶୀଦିଆ ନଦୀପଠାରୁ ଏସ୍ସିବିର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଡାକ୍ତରଙ୍କ ନାଁ ଜଗମୋହନ ସେଠୀ । ସେ ଏସ୍ସିବି ସର୍ଜରୀ ବିଭାଗ ପିଜି ଶେଷ ବର୍ଷର ଛାତ୍ର। ସିଡିଏ ଫେଜ-୨ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ…

କଟକରେ ସବୁ ପରିବାରକୁ ୨୪ ଘଣ୍ଟା ପାଣି ବ୍ୟବସ୍ଥା କଲେ ନବୀନ ପଟ୍ଟନାୟକ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ପାନୀୟ ଜଳ କାର୍ୟ୍ୟକ୍ରମ ଦ୍ୱାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା…

କଟକରୁ ଡୁପ୍ଲିକେଟ ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ଡୁପ୍ଲିକେଟ ସାମଗ୍ରୀ ଜବତ। ଲୋଗୋ ଅସଲି କିନ୍ତୁ ଜିନିଷ ନକଲି । ପୀରବଜାର ଅଞ୍ଚଳରୁ ନକଲି ସିମେଣ୍ଟ ତିଆରି କାରଖାନା ଠାବ କରିଛି ପୋଲିସ। ଜବତ ହୋଇଛି ବସ୍ତା ବସ୍ତା ସିମେଣ୍ଟ। ବିଭିନ୍ନ କମ୍ପାନୀ ନାଁରେ ଅପମିଶ୍ରଣ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।

ବାଘ ପୋଷି ଚର୍ଚ୍ଚାରେ ଥିବା ମହିଳାଙ୍କ ମୃତ୍ୟୁ

କଟକ: ମହାବଳ ବାଘ କୁ ଘରେ ପାଳି ଚର୍ଚ୍ଚା ରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁ ଙ୍କ ର ଦେହାନ୍ତ ହୋଇଛି। କଟକ ସିଦ୍ଧେଶ୍ୱର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୭୪ ମସିହାରେ…

ବେଆଇନ୍ ମାଞ୍ଜା ସୂତା ବିକ୍ରି କରି ୧୪ ଅଟକ

କଟକ : ଅଘଟଣ ଘଟିବା ପରେ ପୋଲିସ ନେଲା ଆକ୍ସନ। ବେଆଇନ୍ ମାଞ୍ଜା ସୂତା ବିକ୍ରି ଘଟଣାରେ ୧୪ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ବେଆଇନ୍ ମାଞ୍ଜା ସୂତା ବିକ୍ରି ବାବଦରେ ୪ଟି ମାମଲା ମଧ୍ୟ ରୁଜୁ କରିଛି ପୋଲିସ । ଏନେଇ କଟକ ଡିସିପି ପ୍ରତୀପ ସିଂ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ବ୍ୟାନ୍…

ଆଜି କଟକ ଓ ଖୋର୍ଦ୍ଧା ଗସ୍ତରେ ମୁଖ୍ୟମନ୍ତ୍ରୀ

BSKY ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମର ଲୋକାର୍ପଣ କରିବା ପାଇଁ ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ । ଏହାସହ ବିଶ୍ୱସ୍ତରୀୟ ଏସସିବି ଏମ୍ସ ପ୍ଲସର ଶୁଭାରମ୍ଭ କରିବେ । ୧ହଜାର ୫୬୮ କୋଟି ଟଙ୍କାର…