Odia News Portal
Browsing Tag

cyclone-fani

ଫନିରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ

ବାତ୍ୟା ଫନିର ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିଛି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ପ୍ରଳୟଙ୍କାରୀ ବାତ୍ୟାରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି । ୫୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଏହାକୁ ଭରଣା କରିବା ଲାଗି ଆହୁରି ପାଖାପାଖି ୨୦…

ଶକ୍ତି ବିଭାଗର ବଡ ନିଷ୍ପତ୍ତି,ଜାଣନ୍ତୁ …

ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ଏହାସହ ଦିନ ୧୨ଟା ଯାଏଁ ବାତ୍ୟାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୁତ ହେବ । ଏବେ ପୁରୀ ଠାରୁ ୩୨୦ କିଲୋମିଟର ଦୂରରେ ଏବଂ ବିଶାଖାପାଟଣା ଠାରୁ ୧୭୦ କିଲୋମିଟର ଦୂରରେ ବାତ୍ୟାର ଅବସ୍ଥିତି ରହିଛି । ବାତ୍ୟା…

‘ଫନି’ ପାଇଁ ୨ ଏବଂ ୩ ତାରିଖ ବିମାନ ସେବା ବନ୍ଦ

ଆସନ୍ତାକାଲି ସକାଳ ୮ଟାରୁ ୧୦ ଭିତରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ଫନି’। ଦିନ ୧୨ ଯାଏଁ ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବ । ସମ୍ଭାବ୍ୟ ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ସତର୍କତା ଦୃଷ୍ଟିରୁ ବିମାନ ସେବାକୁ ବନ୍ଦ ରଖାଯାଇଛି । ଭିସ୍ତାରା ପକ୍ଷରୁ ୨ ଏବଂ ୩ ତାରିଖ ପାଇଁ ବାତ୍ୟା…

ଫୋନି’ ପାଇଁ +୨ ମୂଲ୍ୟାୟନ ବନ୍ଦ ରହିବ

ବାତ୍ୟା ‘ଫୋନି’ ପାଇଁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କାଲିଠୁ +୨ ମୂଲ୍ୟାୟନ ବନ୍ଦ ରହିବ। କିନ୍ତୁ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ। ୪ ତାରିଖ ପରେ ବାତ୍ୟା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏ ନେଇ ସୂଚନା ଦେଇଛନ୍ତି CHSE ଉପପରୀକ୍ଷା…

ଫୋନି ପାଇଁ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରଣ

ଭୁବନେଶ୍ବର()   ସାରା ବିଶ୍ୱର ନଜର ବାତ୍ୟା ଫୋନି ଉପରେ ରହିଛି । ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଛି । ତେବେ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶାଳୟରେ ୨୪ ଘଂଟିଆ କଣ୍ଟ୍ରୋଲ ରୁମ ଚାଲିଛି । ଲୋକଙ୍କ…

‘ଫୋନି’ ପାଇଁ ୯ ଜିଲ୍ଲା ପାଇଁ ୧୨ ଆଇଏଏସଙ୍କୁ ଦାୟିତ୍ୱ

‘ଫୋନି’ ପାଇଁ ୯ ଜିଲ୍ଲା ପାଇଁ ୧୨ ଆଇଏଏସଙ୍କୁ ଦାୟିତ୍ୱ । ପୁରୀଠାରୁ ୬୨୦ କି.ମି. ଦୂରରେ ଥିବା ବେଳେ ୩ ତାରିଖ ଅପରାହ୍ଣରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ସମ୍ଭାବ୍ୟ ‘ଫୋନି’ର ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫୋନିର…

ଆସୁଛି ‘ଫୋନି’ , ବଢୁଛି ଇଭିଏମ ସୁରକ୍ଷା ଚିନ୍ତା

ଭୁବନେଶ୍ବର() ଇଭିଏମରେ ସୁରକ୍ଷା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦ୍ଖଳ ସମ୍ମିଳନୀ । କିଭଳି ସୁରକ୍ଷିତ ରଖାଯିବ ଇଭିଏମ ସେନେଇ ସିଇଓ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଥିବା ଜିଲ୍ଲା ଗୁଡ଼ିର କିଛି ସ୍ଥାନରେ ଇଭିଏମକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଆସିଛି । ଏନେଇ ମୁଖ୍ୟ…

ମାଡିଆସୁଛି ‘ଫୋନି’ , ଆଶଙ୍କାରେ ଓଡିଶା

ଭୁବନେଶ୍ବର() ସାମୁଦ୍ରିକ ଝଡ ‘ଫୋନି’ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟ୍ରମରେ ପରିଣତ ହୋଇ ଏବେ ପୁରୀ ମୁହାଁ ହୋଇଛି ।ପୁରୀଠାରୁ ୬୬୦ କିଲୋମିଟର ଦୂରରେ ରହିଛି ‘ଫୋନି’ । ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ । ଏହି ସମୟରେ…

ଓଡିଶା ପାଇଁ ବିପଦ, ମାଡିଆସୁଛି ଫୋନୀ

ଓ଼ଡିଶା ମୁହାଁ ବାତ୍ୟା ଫୋନୀ ।ତିନି ତାରିଖ ରାତି କିମ୍ବା ୪ ତାରିଖ ସକାଳେ ଏହା ପୁରୀର ସାତପଡ଼ା-ଚନ୍ଦ୍ରଭାଗା ମଧ୍ୟରେ ମାଡ଼ ହେବାର ସମ୍ଭାବନା ରହିଛି । ମେ’ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ରାତି…