Odia News Portal
Browsing Tag

drugs

ନିଶା କାରବାର ଉପରେ ଲଗିଲା ରୋକ୍

ରାଜ୍ୟରେ ବୃଦ୍ଧି ପାଉଥିବା ନିଶା କାରବାର ଉପରେ ରୋକ ଲାଗିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଟାସ୍କ ଫୋର୍ସର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ…

ଏବେ ଡ୍ରଗ୍ସ ନେଲେ ଯିବେନି ଜେଲ

ଡ୍ରଗ୍ସ କିମ୍ବା କୌଣସି ନିଶାଜାତ ଦ୍ରବ୍ୟ କବଳରେ ଫସିଥିବା ଲୋକଙ୍କୁ ସରକାର ଏବେ କୌଣସି ବି ପ୍ରକାର କଠୋରତା ପରିବର୍ତ୍ତେ ସହାନୁଭୂତି ସପକ୍ଷରେ ଅଛନ୍ତି। କାହିଁକିନା, ସରକାର ଏହା ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ପାଖରେ ଯଦି ନିଜେ ବ୍ୟବହାର ପାଇଁ…

ପୁଅ ଫେରିବା ଖୁସିରେ ଝଲସୁଛି ମନ୍ନତ

ମୁମ୍ବାଇ କୋର୍ଡିଲିଆ ଡ୍ରଗ୍ସ ମାମଲାରେ ବେଲ୍ ପାଇ ଶନିବାର ଘରକୁ ଫେରିଛନ୍ତି ବଲିଉଡ୍ ବାଦ୍‌ଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ପୁଅ ଫେରିବା ଖୁସୀରେ ସେଦିନ କାନ୍ଦି ପକାଇଥିଲେ ଶାହରୁଖ। ଆଉ ଆଜି ଦୀପାବଳି ପୂର୍ବରୁ ବିଭିନ୍ନ ଦାମିକିଆ ଲାଇଟ୍‌ରେ ଜଲସୁଛି ବଲିଉଡ୍ କିଂଙ୍କ ବିଳାସମୟ…

ଜେରା ପାଇଁ ହାଜର ହେଲେନି ଅନନ୍ୟା ପାଣ୍ଡେ

କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତୃତୀୟ ଥର ପଚରା ଉଚରା ପାଇଁ ସୋମବାର ହାଜର ହେବାକୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବି ସମନ ପଠାଇଥିଲା। ହେଲେ ଅନନ୍ୟା ଅସୁସ୍ଥ ଥିବା ଦର୍ଶାଇ ଆଜି ଏନ୍‌ସିବିରେ ହାଜର ହୋଇନାହାନ୍ତି। ପଚରା ଉଚରା ପାଇଁ ସେ ଆଉ ଦୁଇଦିନ ସମୟ ମାଗିଛନ୍ତି। ଏନ୍‌ସିବି ଉପ…

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଆରୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର…

ଆଜିବି ଅନନ୍ୟାଙ୍କୁ ଏନସିବିର ଜେରା

 ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆଜି ପୁଣି ଜେରା କରିବା ପାଇଁ ଅନନ୍ୟା ପାଣ୍ଡେଙ୍କୁ ସମନ୍‌ ଜାରି କରାଯାଇଛି। ଏହାକୁ ଲଗାଇ ‘ଏନ୍‌ସିବି’ ଜେରା ପାଇଁ ଅଭିନେତ୍ରୀ ଅନନ୍ୟାଙ୍କୁ  ତିନି ଥର ସମନ୍‌ ଜାରି କଲାଣି। ପ୍ରଥମେ ଗତ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି…

ପୁରୀରୁ ୫ ଡ୍ରଗ୍ସ ବ୍ୟବସାୟୀ ଗିରଫ

ପୁରୀ: ବ୍ରାଉନସୁଗର ବିକ୍ରି ଅଭିଯୋଗରେ ୫ ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ କରିଛି ପୁରୀ ଏସଟିଏଫ୍ । ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ୨୫୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଘଟଣାରେ ଗୋଟିଏ ବାଇକ, ଗୋଟିଏ କାର, ୧୧ଟି ମୋବାଇଲ ଫୋନ, ଦୁଇଟି ଡେବିଟ…

ପୁଣି ରାଜଧାନୀରୁ ଜବତ ହେଲା ଧଳାଜହର

ଭୁବନେଶ୍ୱର: ଥମୁନି ବ୍ରାଉନସୁଗର ବେପାର। ରାଜଧାନୀରୁ ପୁଣି ଜବତ ହେଲା ଧଳାଜହର। ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଶହୀଦ ନଗର ଥାନା ପୋଲିସ। ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ବ୍ରାଉନସୁଗାର କାରବାର କରୁଥିବା ୨ ବେପାରୀ ଧରିଥିବା ବେଳେ ସେମାନଙ୍କ ନିକଟରୁ…

୨ କିଲୋ ୪ ଶହ ଗ୍ରାମର ଧଳା ଜହର ଜବତ

ବାଲେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଏସଟିଏଫ ଟିମ୍ ଚଢଉ କରିଛି । ୨ କିଲୋ ୪ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏଟିଏଫ ଟିମ୍ । ୨ଟି ବାଇକ ବି ଜବତ ସହ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ତିନି…

ରାଜଧାନୀରେ ବୃଦ୍ଧି ପାଉଛି ଧଳା ଜହର

ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଛି । ଭୁବନେଶ୍ୱରର ୨ଟି ସ୍ଥାନରୁ କମିଶନରେଟ ପୋଲିସ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେବ ଭୁବନେଶ୍ୱରରେ ଧଳା ଜହର କାରବାର ବୃଦ୍ଧି ପାଇବାରେ…