Odia News Portal
Browsing Tag

election 2019

ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍, ଆଉ ତାପରେ …

ରାଜନୀତିରେ ହାର ଜିତ ଲାଗି ରହିଥାଏ । ହାର ଜିତର ଏହି ଖେଳରେ କିଛି ପ୍ରାର୍ଥୀ ଏମିତି ଅଛନ୍ତି ଯିଏ ନିଜର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ପଂଜାବର । ଏହି ପ୍ରାର୍ଥୀଙ୍କୁ…

ନବୀନଙ୍କ ସହ କଥା ହେଲେ ଏନ୍ସିପି ମୁଖ୍ୟ

ଭୁବନେଶ୍ବର()  ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ଵାର । ଟିଆରଏସ୍ ଚିଫ୍ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଗତ ତିନି ଦିନ ହେବ କଥା ହୋଇଥିବା ଜଣାପଡ଼ିଛି । ଦୁଇ…

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କଲେ ବୈଜୟନ୍ତ

କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି । କେନ୍ଦ୍ରାପଡ଼ାରେ ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ ରହିଛି । ଆଜି ବି ବିଜେପି ପାଇଁ ସୋସିଆଲ ମିଡ଼ିଆରେ ପ୍ରଚାର ଜାରି ରହିଛି । ସାଇଲେନ୍ସ ପିରିୟଡ଼ ଚାଲିଥିବା ବେଳେ ଲୋକଙ୍କ ପାଖକୁ ଏକ…

୨୫ରେ ହେବ ୯ଟି ବୁଥରେ ସାନି ମତଦାନ

ପ୍ରଥମ ଓ ଦ୍ୱିନୀୟ ପର୍ୟ୍ୟାୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ଏହି ୯ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ସୁରେନ୍ଦ୍ର କୁମାର । ବୁଥ ଗୁଡିକ ମଧ୍ୟରେ ସୁନ୍ଦରଗଡର…

ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଯୋଗୀ-ମାୟା, ଜାଣନ୍ତୁ …

ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିସନ। ଆଦିତ୍ୟନାଥ ୭୨ ଘଣ୍ଟା ବା ୩ଦିନ ଓ ମାୟାବତୀ ୪୮ଘଣ୍ଟା କୌଣସି ପ୍ରକାର ନିର୍ବାଚନ…

ଓଡିଶାର ବିକାଶ କେବଳ ବିଜେପି ସରକାର ଆସିଲେ ହୋଇପାରିବ : ଯୋଗୀ

ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ଯୋଗୀ ମଧ୍ୟ…

ଓଡ଼ିଶା ପକ୍ଷ ନେଇ ୨ ଓଡ଼ିଆ କେନ୍ଦ୍ରରେ ମୁହଁ ଖୋଲିଲେ ନାହିଁ: ନବୀନ

ଅତାବିରା ସାଧାରଣ ସଭାରେ ଯୋଗଦେଲେ ବିଜେଡ଼ି ସୁପ୍ରିମୋ । ଜୟ ଜଗନ୍ନାଥ କହି ଅଭିଭାଷଣ କଲେ ମୁଖ୍ୟମନ୍ତ୍ରୀ । ଖରାରେ ସଭାରେ ଯୋଗଦେଇଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ଦେଲେ ମୁଖ୍ୟମନ୍ତ୍ରୀ । ବରଗଡ ଅତାବିରାରେ ସାଧାରଣ ସଭାରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇଙ୍କୁ ନିଯୁକ୍ତ

ପ୍ରଫୁଲ ଘଡାଇଙ୍କୁ ନୂଆ ଦାୟିତ୍ୱ । ବହିଷ୍କୃତ ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋଙ୍କ…

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ?: ନବୀନ

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଦଶପଲ୍ଲା ନିର୍ବାଚନୀ ପ୍ରଚାର ମୈଦାନରେ ବିଜେପିକୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି ବଜେପିକୁ ଶାଣିତ ଆକ୍ରମଣ କରି ନବୀନ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ଓଡ଼ିଶା ଇଞ୍ଜିନ୍ ଆଉ ବିଜେପିର ମୁଖ୍ୟମନ୍ତ୍ରୀ…

ବିଜେପି ସରକାରକୁ ଆସିଲେ ୧ ଟଙ୍କାରେ ମିଳିବ ଡାଲି ଚାଉଳ ଓ ଲୁଣ: ଧର୍ମେନ୍ଦ୍ର

ରାଜ୍ୟରେ ବିଜେପି ସରକାର ଆସିଲେ ୧ ଟଙ୍କାରେ ମିଳିବ ଖାଦ୍ୟ ସାମଗ୍ରୀ । ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ନିର୍ବାଚନ ମାହୋଲ ଉଷ୍ମ ରହିଥିବା ବେଳେ ଧର୍ମେନ୍ଦ୍ରଙ୍କ ଏହି ଘୋଷଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚୌଦାରର ଏକ ନିର୍ବାଚନୀ…