Odia News Portal
Browsing Tag

election

ଉତ୍ତରପ୍ରଦେଶ ପାଇଁ ପାର୍ଥୀ ଘୋଷଣା

ୟୁପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗୋରଖପୁରରୁ ପ୍ରାର୍ଥୀ ହୋଇ ଲଢିବେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଥମ ପର୍ୟ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ୩୮ ଜଣଙ୍କର ନାଁ ପ୍ରକାଶ କରାଯାଇଛି । ସିରାଥୁରୁ ଲଢିବେ ଉପମୁଖ୍ୟମନ୍ତ୍ରୀ କେଶବ…

ବିହାରରେ ପଞ୍ଚୟତ ନିର୍ବାଚନ

ବିହାରର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ପ୍ରାୟ ୯୦% ବିଜେତା ନୂଆ ମୁହଁ। ନୂଆ କରି ରାଜନୀତିରେ ପ୍ରବେଶ କରି ବିଜୟୀ ହୋଇଥିବା ଏହି ପ୍ରତିନିଧିଙ୍କ ବୟସ ୨୧-୩୦ ବର୍ଷ ମଧ୍ୟରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିସନର ଦୀପକ ପ୍ରସାଦ। ଏମ୍ବିଏ ଡିଗ୍ରିଧାରୀ, ଶ୍ରମିକ,…

୫ ରାଜ୍ୟରେ ବିଧାନସଭା ନିର୍ବାଚନ

ଆଗାମୀ ବର୍ଷ ୨୦୨୨ ରେ ହେବାକୁ ଯାଉଛି ନିର୍ବାଚନ । ୟୁପି,ପଞ୍ଜାବ,ଉତ୍ତରାଖଣ୍ଡ,ମଣିପୁର ଓ ଗୋଆରେ ହେବ ନିର୍ବାଚନ । ସୂଚନାନୁଯାୟୀ ଶାସକ ଦଳ ପୁଣି କ୍ଷମତାକୁ ଫେରିବା କଷ୍ଟ କରହୋଇପାରେ ବୋଲି ଅନୁମାନ କରାଯାଉଛି । ଆଗକୁ ଆସୁଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ଭେ ହୋଇଥିଲା…

ପୌର ନିର୍ବାଚନ ପାଇଁ ଜିଲ୍ଳା କୁ ପଠାଗଲା EVM

ପଞ୍ଚାୟତ ପରେ ପରେ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ଆଉ ପାଦ ଆଗେଇଲେ ନିର୍ବାଚନ କମିଶନ । ଜିଲ୍ଲାକୁ ପଠାଗଲା ଋଠଗ । ପ୍ରଥମ ପର୍ୟ୍ୟାୟରେ ୧୫ ଜିଲ୍ଲାକୁ ପଠାଗଲା EVM । ଗତକାଲି ୫ ଜିଲ୍ଲାକୁ ପଠାଯାଇଥିବା ବେଳେ ଆଜି ୧୦ ଜିଲ୍ଲାକୁ ପଠାଗଲା EVM । ରାଜ୍ୟର ୧୦୫ ପୌରାଞ୍ଚଳରେ ହେବ…

ଡିସେମ୍ବର ଶେଷ ସୁଦ୍ଧା ଘୋଷଣା କରାଯିବ ପଞ୍ଚୟତ ନିର୍ବାଚନର ତାରିଖ ।

ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଏଇ ତିନି ଦିନ ଭିତରେ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆବଶ୍ୟକ ବାଲାଟ ବାକ୍ସ ସଂଗ୍ରହ କରାଯାଉଛି ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ତାରିଖ ଘୋଷଣା ହେବାର…

ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆସନ ପାଇଁ ସଂରକ୍ଷଣ ପ୍ରକିୟା

ଭୁବନେଶ୍ବର: ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ସଂକେତ ମିଳୁଛି। ଆଗାମୀ ୮ ତାରିଖରେ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଅଧ୍ୟକ୍ଷ…

ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି…

ଭବାନୀପୁର ଆସନରୁ ଲଢ଼ିବେ ମମତା

କୋଲକାତା: ଚଳିତ ମାସ ୩୦ରେ ହେବ ଉପନିର୍ବାଚନ । ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ଲଢ଼ିବେ । ଆଜି ଟିଏମସି ପକ୍ଷରୁ ଘୋଷଣା କରାଯାଇଛି । ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ…

ମାର୍ଚ୍ଚରେ ପଞ୍ଚାୟତ, ଜୁଲାଇରେ ପୌର ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ୨୦୨୨ ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନ ହେବା ପ୍ରାୟତଃ ନିଶ୍ଚିତ ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ…

ଗାଁ ଭୋଟର କାହାର?

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଲାଗିଲାଣି ଛକାପଞ୍ଝା । ଏବେଠାରୁ ପଞ୍ଚାୟତ ଜଗିଲେଣି ବଡ଼ ବିଧାୟକ ଓ ମନ୍ତ୍ରୀ । ତୃଣମୂଳ ସ୍ତରକୁ ଯାଇ ଘନ ଘନ ବୈଠକ କରିବା ସହ ବୁଥସ୍ତରରୁ ସୁଦୃଢ଼ କରିବା ଲାଗି ଲାଗି ପଡିଛନ୍ତି ରାଜନେତା । ରାଜ୍ୟର…