Odia News Portal
Browsing Tag

fire

ସ୍କୁଲ ଭ୍ୟାନରେ ଲାଗିଲା ନିଆଁ, ବର୍ତ୍ତିଗଲେ ଛାତ୍ରଛାତ୍ରୀ

ବିନିକା କଲେଜ ଛକରେ ସ୍କୁଲ ଗାଡ଼ିରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରି ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର କରିଥିଲେ। ଆଜି ସକାଳେ ଉଲୁଣ୍ଡା ପଟରୁ ମହାନଦୀ ପୋଲ ପାର ହୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବିନିକାର ଏକ ଘରୋଇ ସ୍କୁଲକୁ ଯାଉଥିବା ମାରୁତି ଭ୍ୟାନ୍…

ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ

ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ପାଖାପାଖି ୫ କିମି ପର୍ଯ୍ୟନ୍ତ ବ୍ୟାପିଯାଇଛି । ଗୁରୁଗାଓଁରେ ମୋନସେର ସେକ୍ଟର ୬ରେ ଭୟଙ୍କର ନିଆଁ ଲାଗିଛି । ଦୀର୍ଘ ସମୟର କସରତ ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ଏଠାରେ ଥିବା ଏକ କବାଡିଖାନା ଓ…

ଚାହୁଁ ଚାହୁଁ ଜଳିଗଲା ୩ ମହଲା ଦୋକାନ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ କଲମପୁର ଛକ ନିକଟରେ ଥିବା A to Z ସପିଙ୍ଗ ମହଲରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ପୋଡି ଗଲା ତିନି ମହଲା ବିଶିଷ୍ଟ ସପିଙ୍ଗ ମହଲ । ଆନୁମାନିକ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଖାଉଟି ସାମଗ୍ରୀ ଯଥା-ତେଲ , ଡାଲି , ଚାଉଳ , ଫ୍ଯାନ୍ସି ସାମଗ୍ରୀ ଖେଳନା…

ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଜଳି ପୋଡି ପାଉଁଶ

ସମ୍ବଲପୁରରେ ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଇଁଠାପାଲି ମାଝିପାଲି ଠାରେ ଥିବା ଗୁଟଖା କାରଖାନାରେ ସକାଳ ୧୧ଟା ବେଳକୁ ହଠାତ ନିଆଁ ଲାଗି ଯାଇଥିଲା। ଏଥିରେ ୨୩ରୁ ଅଧିକ ଆହତ ହୋଇଛନ୍ତି। ପ୍ରଚଣ୍ଡ ନିଆଁ ହଠାତ ଚାରିଆଡକୁ ମାଡ଼ି ଯାଇଥିଲା। ଲକ୍ଷଲକ୍ଷ ପ୍ୟାକେଟ ଗୁଟଖା ଜଳିଯାଇଥିଲା।…

ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ଅଗ୍ନିକାଣ୍ଡ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ୧୦ ରୁ ଅଧିକ ଦୋକାନ ଘର ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସମ୍ପୁର୍ଣ୍ଣ କାରଣ ଏଯାଏଁ ଜଣା ପଡନି । ବାଣ ଅଥବା ସିଗାରେଟ ଧୁଆଁରୁ ଏପରି…

ବଳଦେବଜୀଉଙ୍କ ମନ୍ଦିର ନିକଟରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ଅଗ୍ନିକାଣ୍ଡରେ ଭୋଗ ଦୋକାନ ଭସ୍ମୀଭୂତ। କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ।  ମନ୍ଦିର ବାହାରେ ଥିବା ଆମଣିଆ ଭୋଗ ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ଦୋକାନଟି ପୋଡି ପାଉଁଶ ହୋଇଯାଇଛି। ଆଜି ସକାଳୁ ସକାଳୁ ଦୋକାନର ମାଲିକ ପ୍ରଦୀପ ସାହୁ…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗରରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛିି। ଏଠାରେ ଥିବା ସଭିଲ ହସ୍ପିଟାଲରେ ନିଆଁ ଲାଗିବା ହେତୁ ୧୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଆଁ ସିଭିଲ ହସ୍ପିଟାଲର…

ମୁମ୍ବାଇରେ ଅଗ୍ନିକାଣ୍ଡ, ଜଣେ ମୃତ

ମୁମ୍ବାଇ: ମୟାନଗରୀରେ ଅଗ୍ନିକାଣ୍ଡ । ଦକ୍ଷିଣ ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଅବିଘ୍ନ ପାଲ ସୋସାଇଟିର ୬୦ ମହଲା ବିଲ୍ଡିରେ ଏହି ଅଗ୍ନିକାଣ୍ଡ ଘଟିଛି । ୧୯ ତାଲାରେ ନିଅାଁ ଲାଗିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଉଦ୍ୟମ ଚଳାଇଛନ୍ତି। ନିଆଁ ଗ୍ରାସ…

ବଡ଼ ଧରଣର ଅଘଟଣ, ବିଲ୍ଡିରେ ନିଆଁ ଲାଗି ୪୬ ମୃତ

ନୂଆଦିଲ୍ଲୀ: ମୃତ୍ୟୁ ଏମିତି ବି ଆସିପାରେ । ତାଇୱାନର ୟାନଚେଙ୍ଗ ଜିଲ୍ଲାରେ ବଡ଼ ଧରଣର ଅଘଟଣ । ୧୩ ମହଲା ବିଶିଷ୍ଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ନିଆଁକୁ ଏବେ ସାମାନ୍ୟ ଆୟତ୍ତ କରାଯାଇଥିବା ବେଳେ ଉଦ୍ଧାର…

ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା ଏଲପିିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌

ସୁନ୍ଦରଗଡ : ରାସ୍ତାରେ ଜଳିଗଲା ଏଲପିିଜି ଗ୍ୟାସ୍‌ ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୁନ୍ଦରଗଡ କରମଡିହି ରାସ୍ତାରେ ନିଆଁ ଲାଗିଛି । ଗାଡିର ଇଞ୍ଜିନଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି । ଏଲପିଜି ବୋଝେଇ ଟ୍ରକଟି ଝାରସୁଗୁଡାରୁ ରାଉରକେଲାକୁ ଯାଉଥିଲା । ଖବର ପାଇ ବଡଗାଁ ଓ…