Odia News Portal
Browsing Tag

fishing

ବାରଣ ସତ୍ତ୍ୱେ ମାଛ ଧରି ଫସିଲେ ୩୦ ଟ୍ରଲର କର୍ମଚାରୀ

ବାରଣ ସତ୍ତେ୍ୱ ମାଛ ଧରି ଫସିଲେ ୩୦ ଟ୍ରଲର କର୍ମଚାରୀ । ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ୪ ଟି ଟ୍ରଲର ଜବତ, ୩୦ କର୍ମଚାରୀ ଅଟକ । ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳେ ଟ୍ରଲର ଜବତ କରାଯାଇଛି । ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ…

କରୋନା କଟକଣାକୁ ଫୁ କରି ମାଛ ଧରିଲେ ଶତାଧିକ ଲୋକ

ବୌଦ୍ଧ: କରୋନା କଟକଣାକୁ ଫୁ । ପୋଖରୀରୁ ମାଛ ଧରିଲେ ଶତାଧିକ ଲୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ମୁଣ୍ଡରେ ରହିଥିବା ପୋଖରୀରେ ଶତାଧିକ ଲୋକ ମାଛ ମାରୁଥିବା ବେଳେ ଖୋଲାଖୋଲି ଭାବେ କଟକଣାକୁ ଫୁ କରିଦେଇଛନ୍ତି । ଯାହାକୁ ନେଇ ଏବେ…