Odia News Portal
Browsing Tag

ganja

ଅପରେସନ ନୀଳ ଜହର

କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ପୁଣି ଅପରେସନ ନୀଳ ଜହର । ଶୁକ୍ରବାର କ. ନୂଆଗାଁ ଥାନା ଅନ୍ତର୍ଗତ ସାଇନପଡା ଗ୍ରାମ ପଞ୍ଚାୟତର ନଦୀ ତଟବର୍ତ୍ତୀ ଅଞ୍ଚଳର ଉପାନ୍ତ ନନ୍ଦମାହା ଓ କିରାକେତା ଗାଁରେ ନଷ୍ଟ କରାଗଲା ଗଞ୍ଜେଇ ଚାଷ । ସରକାରୀ ଜମି ଓ ଜଙ୍ଗଲ…

କୋରାପୁଟରୁ ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ

କୋରାପୁଟ ଲମତାପୁଟ ଅଂଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଲମତାପୁଟ ସଗର…

ଆମ୍ବୁଲାନ୍ସ ଗଞ୍ଜେଇ ଚୋରା ଚାଲାଣ

ଭଦ୍ରକ: ମାତିଛନ୍ତି ଗଞ୍ଜେଇ ମାଫିଆ । ଚୋରାଚାଲାଣ ବେଳେ ମାଡିବସିଲା ପୋଲ୍‌ିସ । ଚୋରାରେ ବେଆଇନ ସାମଗ୍ରୀ ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଛି ଭଦ୍ରକ ପୋଲିସ ।  ସୂଚନା ଅନୁସାରେ, ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ…

ବନ୍ଧାହେଲା କୋଟିପତି ଗଞ୍ଜେଇ ବେପାରୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକ ନାମକ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ଜବତ ହୋଇଛି ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ। ତେବେ ଉକ୍ତ ଘରୁ ପୋଲିସ ନଗଦ ୭୫ ଲକ୍ଷ ୯ ହଜାର…

ପୁଣି ଜବତ ହେଲା ୮ ଲକ୍ଷ ଟଙ୍କାର ଗଞ୍ଜେଇ

ରାୟଗଡ଼ା: ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ। ବିପୁଳ ପରିମାଣରେ ଗଞ୍ଜେଇ ଜବତ। ପ୍ରାୟ ୧୫୦ କେଜିର ଗଞ୍ଜେଇ ଜବତ କରିଛି ଗୁଣପୁର ଅବକାରୀ ବିଭାଗ। ଏହା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ସୂଚନାନୁଯାୟୀ, ଗୁଣପୁର ଅଞ୍ଚଳରୁ ୧୫୦ କେଜିର ଗଞ୍ଜେଇ ଜବତ…

ପୁଣି ଜବତ ହେଲା ୫୦୦ କେଜି ଗଞ୍ଜେଇ

ବ୍ରହ୍ମପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ଉପାନ୍ତରୁ ଉପକୂଳ ସବୁଠି ଲମ୍ବିଛି ଚେର । ତେବେ ଆଜି ପୁଣିଥରେ ଜବତ ହୋଇଛି ୫୦୦ ଶହ କେଜି ଗଞ୍ଜେଇ । ଆଳୁ ବୋଝେଇ ଟ୍ରକ୍ (ଏମ୍ଏଚ୍୧୮ବିଜି-୨୩୪୨)ର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଗଞ୍ଜେଇ ଚାଲାଣ ବେଳେ ଧରାପଡିଛି। ଆଜି ବ୍ରହ୍ମପୁର…

କୋଟିଏ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଆଜି କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ଚଢାଉ କରି ୧୦୦୮ କେଜି ଗଞ୍ଜେଇ ସହ ଟ୍ରକକୁ…

କୋଇଲା ଟ୍ରକରୁ ଗଞ୍ଜେଇ ଜବତ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରୁ ନୂଆ ଫଣ୍ଡା । ମାଲକାନଗିରି ଓର୍କେଲ ପୋଲିସକୁ ମିଳିଛି ସଫଳତା । ଓର୍କେଲ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଛତିଶଗଡ଼ ନମ୍ବର ଥିବା ୧୬ ଚକିଆ କୋଇଲା ବୋଝେଇ ଟ୍ରକରୁ ୯୪ ପକେଟ ଗଂଜେଇ ବସ୍ତାକୁ ଜବତ କରିବା ସହ ଟ୍ରକରେ ଥିବା ୩ ଜଣକୁ ଗିରଫ କରିଛି…

କୋରିୟରରେ ଗଞ୍ଜେଇ ଚାଲାଣ କରୁଥିଲେ, ବନ୍ଧାହେଲେ ୨ ମାଫିଆ

ଭୁବନେଶ୍ୱର: ନିଶା କାରବାରର ନୂଆ ତରିକା । ଅଭିନବ ଉପାୟରେ କୋରିୟରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବନ୍ଧା ହେଲେ ୨ ମାଫିଆ । ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଏହି ୨ ଗଞ୍ଜେଇ ଚାଲାଣକାରୀ । ସେମାନଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ…

୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା: ସ୍ଥାନୀୟ ପ୍ରେମନଗର ଅଞ୍ଚଳରୁ ଜଣଙ୍କ ଘରୁ ୩୨ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷେ ୬୦ ହଜାର ହେବ । ରାୟଗଡ଼ା ଅବକାରୀ ବିଭାଗ ଚଢ଼ାଉ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ନୀଳାଚଳ ସୁନାମୁଦି । ଅଭିଯୁକ୍ତ ଗଞ୍ଜେଇ ସିଗାରେଟ କରି ସ୍ଥାନୀୟ ଅଞ୍ଚଳରେ…