Odia News Portal
Browsing Tag

Gas Tanker Overturns

ଗୋଟିଏ ସ୍ଥାନରେ ତିନି ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମପୁର: ଗଞ୍ଜାମ ଛତ୍ରପୁରରେ ସକାଳୁ ୨ ଟି ଦୁର୍ଘଟଣା ଘଟି ସାରିଥିବା ବେଳେ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । ଛତ୍ରପୁରର ତାମ୍ପରା ଠାରେ ଆଜି ଯେଉଁଠି ଗ୍ୟାସ ଟ୍ୟାଙ୍କର ଓଲଟିଥିଲା ସେହି ସ୍ଥାନରେ ତିନି ତିନିଟି ଦୁର୍ଘଟଣା ଘଟିଛି । ସକାଳୁ ଏକ ଗ୍ୟାସ୍ କଣ୍ଟେନ୍‌ର ଓଲଟି ପଡ଼ିଥିବା ବେଳେ…

ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ବ୍ରହ୍ମପୁର: ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ୧୬ ନମ୍ୱର ଜାତୀୟ ରାଜପଥ ତାମ୍ପରା ନିକଟରେ ଘଟିଛି ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି |ସେହିଭଳି ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥର ଦୁଇ ପାର୍ଶ୍ୱକୁ ସିଲ୍…