ଓଡିଆ ପୁଅ କାଶ୍ମୀର ମୁଖିଆ
ନୂଆଦିଲ୍ଲୀ () ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ମୁର୍ମୁ । ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି । ମୋଦିଙ୍କ ଗୁଡ ବୁକରେ ଥିବା ଓଡିଆ ପୁଅ ଗିରୀଶଙ୍କୁ ବଡ ଦାୟିତ୍ୱ ଦିଆଯାଇଥିଲା । ତେବେ ଜାମ୍ମୁ-କାଶ୍ମୀରକୁ…