Odia News Portal
Browsing Tag

gujurat

ପୁତୁରା ବାହଘରରେ ଟଙ୍କା ବୃଷ୍ଟି କଲେ ପୂର୍ବତନ ଗୁଜୁରାଟୀ ସରପଞ୍ଚ

ଗୁଜରାଟର ମହେସାଣା ଜିଲ୍ଲାରେ ଆୟୋଜିତ ଗୋଟାଏ ବିବାହ ଅନୁଷ୍ଠାନରେ ଜଣେ ପୂର୍ବତନ ଗାଆଁ ସରପଞ୍ଚ ତାଙ୍କ ଘର ଛାତ ଉପରୁ ଟଙ୍କା ବୃଷ୍ଟି କରୁଥିବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଗୁଜରାଟର କେକ୍‌ରି ତହସିଲ୍‌ ଅନ୍ତର୍ଗତ ସେବାଦା…

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି

ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ଗାନ୍ଧିନଗର…

ଗୁଜରାଟର ଅର୍ଗାନିକ କମ୍ପାନୀରେ ବଡ ଧରଣର ବିସ୍ଫୋରଣ, ୬ ମୃତ

ଗୁଜରାଟର ଭରୁଚରେ ବଡ ଧରଣର ବିସ୍ଫୋରଣ। ଏକ ଅର୍ଗାନିକ କମ୍ପାନୀରେ ନିଆଁ ଲାଗିବା କାରଣରୁ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଅର୍ଗାନିକ କମ୍ପାନୀରେ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା…

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍

ଅହମ୍ମଦାବାଦ: ଗୁଜୁରାଟରେ ନୂଆ ମୁଖ୍ୟମନ୍ତ୍ରୀ । ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗୁଜୁରାଟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର । ଗତ କାଲି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଥିଲେ ଗୁଜରାଟ…

ଆଜି ଶପଥ ନେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ: ଆଜି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ । ସେ ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଭୁପେନ୍ଦ୍ର ଆଜି ଅପରାହ୍ନ ୨.୨୦ ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଗୃହମନ୍ତ୍ରୀ ଅମିତ ଶାହା ଏହି ଶପଥ ସମାରୋହରେ ଅଂଶଗ୍ରହଣ କରିବା ନେଇ ସୂଚନା…

କିଏ ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଚର୍ଚ୍ଚାରେ ଗୁଜୁରାଟ ରାଜୀନତି । ଶନିବାର ବିଜୟ ରୁପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କିଏ ସମ୍ଭାଳିବ ପଦବୀ । ତାକୁ ନେଇ ସବୁଠି ଚର୍ଚ୍ଚା । ନୂଆ ନେତା ଚୟନ ନେଇ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବରେ ଗୁଜରାଟରେ…

ଇସ୍ତଫା ଦେଲେ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ଅହମ୍ମଦାବାଦ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରୁପାଣୀ । ୫ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ କାହିଁକି ଇସ୍ତଫା ଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଇସ୍ତଫା ପରେ ଗଣମାଧ୍ୟମକୁ…

ଗେମ୍ ଖେଳିବାକୁ ମନାକଲେ ବାପା, ରାଗରେ ବାପାଙ୍କ ଗଳା କାଟିଦେଲା ପୁଅ

ଗୁଜୁରାଟ: ମୋବାଇଲ ଆଜିକାଲି ସମସ୍ତଙ୍କ ଲାଗି ଏକ ଦରକାରୀ ବସ୍ତୁ ପାଲଟିଯାଇଛି । ପିଲାଠାରୁ ବୁଢ଼ା ସମସ୍ତେ ମୋବାଇଲ ବିନା ଚଳିବା କଷ୍ଟାସାଧ୍ୟ ହୋଇଯାଇଛି । ତେବେ ଜଣେ ୧୭ ବର୍ଷୀୟ ନାବାଳକ ଦିନରାତି ମୋବାଇଲରେ ଗେମ୍ ଖେଳୁଥିଲେ । ତେବେ ତାଙ୍କ ବାପା ମନା କରିବାରୁ ସେ ବାପାଙ୍କ ଗଳା କାଟି…

୨୦୨୨ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢ଼ିବ ଆପ୍‌

ଅହମ୍ମଦାବାଦ: ଦିଲ୍ଲୀରେ ବହୁମତ ପାଇ ସରକାରରେ ଥିବା ଆମଆଦମୀ ପାର୍ଟି ୨୦୨୨ରେ ଗୁଜୁରାଟ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟରେ ପାର୍ଟି ଅଫିସ ଉଦଘାଟନ କରିବା ଅବସରରେ ଏଭଳି ଘୋଷଣା…

୧୫ରୁ ଗୁଜୁରାଟରେ ଲାଗୁହେବ ଲଭ୍‌ଜିହାଦ ଆଇନ୍‌

ଅହମଦାବାଦ: ଆସନ୍ତା ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବାକୁ ଯାଉଛି ଲଭହିହାଦ୍ ଆଇନ୍ । ଏନେଇ ଆଜି ସୂଚନା ଦେଇଛନ୍ତି ଆଚାର୍ଯ୍ୟ ଦେବବ୍ରତ । ଲଭ୍ ଜିହାଦ୍ ଆଇନ୍ ଆସନ୍ତା ଜୁନ୍ ୧୫ ତାରିଖ ଠାରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଆଇନକୁ ରାଜ୍ୟରେ ଲାଗୁ ହେବାକୁ ଯାଉଥିବା ଏହି ଆଇନ୍ ବଳରେ…