Odia News Portal
Browsing Tag

hariyana

ବର୍ଷ ଆରମ୍ଭରୁ ଘଟିଲା ଅଘଟଣ

ଚଣ୍ଡିଗଡ଼: ହରିୟାଣାର ଭବାନୀ ଜିଲ୍ଲାରେ ବର୍ଷର ପ୍ରଥମ ଦିନରେ ଘଟିଛି ବଡ଼ ଅଘଟଣ । ପାହାଡ଼ ଧସି ୮ରୁ ୧୦ଟି ଗାଡ଼ି ସହ ପ୍ରାୟ ୨୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପାହାଡ଼ ତଳେ ଫସିଥିବା ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଅନୁଯାୟୀ, ଡାଡମ…

ଦିଲ୍ଲୀ ପରେ ହରିୟାଣାରେ ସ୍କୁଲ ଛୁଟି

ହରିୟାଣା: ଦିଲ୍ଲୀରେ ବାୟୁ ପ୍ରଦୁଷଣ ଓ ଏହାର ସମାଧାନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍ ପରେ ଏବେ ହରିୟାଣାରେ ଏହାକୁ ନେଇ ଏକ ବଡ଼ ନିଷ୍ପତି ଘୋଷଣା କରାଯାଇଛି । ଯାହାଫଳରେ ଆସନ୍ତା ୧୭ ନଭେମ୍ବର ପର୍ଯ୍ୟନ୍ତ ୪ଟି ଜିଲ୍ଲାରେ ସ୍କୁଲ୍ ବନ୍ଦ ନେଇ ନିଷ୍ପତି ନିଆଯାଇଛି…

ହରିୟାଣାରେ ବାଣ ବ୍ୟାନ୍

ନୂଆଦିଲ୍ଲୀ: ଆସୁଛି ଦୀପାବଳି । ତେବେ ଏହାପୂର୍ବରୁ କରୋନା କଟକଣାକୁ ମାନି ଗୋଟିଏ ପରେ ଗୋଟିଏ ରାଜ୍ୟରେ ବାଣ ବ୍ୟାନ କରାଯାଉଛି । ଦିଲ୍ଲୀ ପରେ ଏବେ ହରିୟାଣାରେ ବ୍ୟାନ୍ ହୋଇଛି ବାଣ । ରାଜ୍ୟର କେବଳ ୮ଟି ଜିଲ୍ଲାରେ ଦୀପାବଳି, ଗୁରୁଦିବସ, କ୍ରିସମାସ ଓ ନବବର୍ଷରେ ୨ ଘଣ୍ଟା ଯାଏ ବାଣ ଫୁଟାଇବା…

ଅଶ୍ଳୀଳ ଭିଡ଼ିଓ ଦେଖି ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କଲେ ୭ ନାବାଳକ

ଚଣ୍ଡିଗଡ଼: ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ୭ଜଣ ମିଶି ଦୁଷ୍କର୍ମ କରିଛନ୍ତି । ତେବେ ଏଭଳି ଜଘନ୍ୟକାଣ୍ଡ ଘଟାଇଛନ୍ତି ନାବାଳକ । ୭ଜଣ ନାବାଳକ ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ସେମାନେ ଅଶ୍ଳିଳ ଭିଡିଓ ଦେଖିବାର ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା…