Odia News Portal
Browsing Tag

health care tips

ବଡ଼ରୁ ବଡ଼ ମାରାତ୍ମକ ରୋଗରୁ ମୁକ୍ତି ଦେବ ଏହି ଫୁଲ

ଭୁବନେଶ୍ବର: ଲାଲ ରଙ୍ଗର ମନ୍ଦାର ଫୁଲ ଅତି ସୁନ୍ଦର ଦେଖାଯିବା ସହ ଘର ବାଡ଼ି ବଗିଚାର ଶୋଭା ବଢ଼ାଇଥାଏ । କିନ୍ତୁ ଏହି ଗଛର ଫୁଲ ଏବଂ ପତ୍ର ମଧ୍ୟ ଉପକାରୀ। ଏହାର ଫୁଲ ଏବଂ ପତ୍ର ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଲିଥାଏ । ଏହାର ଗୁଣ ବିଷୟରେ ଲୋକମାନେ ଅଜ୍ଞ ଅଟନ୍ତି ।…

ଶୋଇବା ଶୈଳୀ ଦୂର କରେ ଅନେକ ରୋଗ

ଭୁବନେଶ୍ବର: ଶୋଇଲେ ଦେହ ସୁସ୍ଥ ରହିଥାଏ । ନିଦ ପାଇଁ ଭଲ ବାତାବରଣ ହେବା ସହିତ ଶୋଇବାର ମୁଦ୍ରା ମଧ୍ୟ ଠିକ୍ ଥିବା ଦରକାର । ଠିକ୍ ମୁଦ୍ରାରେ ଶୋଇବା ଦ୍ୱାରା ଆପଣ କେତେକ ରୋଗରୁ ବଞ୍ଚିପାରିବେ । ଆପଣ ଯଦି ଭୁଲ୍ ମୁଦ୍ରାରେ ଶୋଇବେ ତା'ହେଲେ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟାର ଶିକାର ହେବେ…

କରୋନା ସମୟରେ ଘରୋଇ ଉପଚାରରୁ ପାଆନ୍ତୁ ଥଣ୍ଡା, କାଶରୁ ମୁକ୍ତି

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଏବେ ସାଙ୍ଘାତିକ ଭାବେ ବଢ଼ିବାରେ ଲାଗିଛି । ତେବେ କରୋନା ସମୟରେ ଥଣ୍ଡା, କାଶ ଭଳି ସମସ୍ୟା ମୁଖ୍ୟତଃ ଦେଖାଦେଇ ଥାଏ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରିନଥାନ୍ତି ଏବଂ ନିଜ ଘରେ ରଖାଯାଇଥିବା ପେନ୍ କିଲର ଖାଇ…

ମୋଟାପଣ ସମସ୍ୟାରୁ ମୁକ୍ତି ଦେବ କାକୁଡି ଡାଏଟ୍

ଭୁବନେଶ୍ବର: ଶରୀରର ମୋଟାପଣ କେବଳ ବ୍ୟକ୍ତିର ସୌନ୍ଦର୍ଯ୍ୟ ଖରାପ୍ କରି ନଥାଏ ନାହିଁ ବରଂ ଅନେକ ରୋଗର କାରଣ ମଧ୍ୟ ସାଜିଥାଏ । ତେଣୁ ଓଜନ କମାଇବା ପାଇଁ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦେଇଥାନ୍ତି । ଯେଉଁଥିରେ କାକୁଡି ମଧ୍ୟ ଅନ୍ତର୍ଭୁକ୍ତ । ତେବେ…

ଆପଣ ବି ମୋମୋଜ୍ ଲଭର୍ କି ?ତେବେ ହୁଅନ୍ତୁ ସାବଧାନ !

ଭୁବନେଶ୍ବର: ଆପଣ ବି ମୋମୋଜ୍ ଲଭର୍ କି? ଆପଣଙ୍କୁ ବି ଫାଷ୍ଟଫୁଡ୍ ରେ ମୋମୋଜ୍ ଖାଇବା ପସନ୍ଦ କି?ତେବେ ହୋଇ ଯାଆନ୍ତୁ ସାବଧାନ ।ଆଜିକା ସମୟରେ ମୋମୋଜ୍ ଏକ ଲୋକପ୍ରିୟ ଫାଷ୍ଟଫୁଡ ଭାବରେ ପ୍ରତି ଗଳି କନ୍ଦିରେ ମୋମୋଜ୍ ଠେଲା ବା ଦୋକାନରେ ଉପଲବ୍ଧ। କିନ୍ତୁ ଏହି ଲୋକପ୍ରିୟ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ…

ଜାଣନ୍ତୁ ୪୦ ବର୍ଷ ପରେ କାହିଁକି ବଢ଼ିଥାଏ ମହିଳାଙ୍କ ଓଜନ…

ଭୁବନେଶ୍ବର: ଶରୀରର ଓଜନ ବଢିବା ଏକ ସାମାନ୍ୟ କଥା। ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି। ଜୀବନଶୈଳୀ, ଖାଦ୍ୟାଭ୍ୟାସ ଆଦି ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ବୃଦ୍ଧିର ଅନ୍ୟ କାରଣ ମଧ୍ୟ ରହିଛି। କିଛି ସ୍ୱାସ୍ଥ୍ୟ ସମସ୍ୟା ଏବଂ ବୟସ କାରଣରୁ ମଧ୍ୟ ଓଜନ ବୃଦ୍ଧି…

ମୁଣ୍ଡ ବିନ୍ଧା ଓ ଏହାର ପ୍ରତିକାର

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ । ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ…

ଶୀତ ଦିନେ ନଡ଼ିଆ ତେଲର ଉପକାରିତା

ଶୀତଦିନେ ଆପଣ ରୂପି ଏବଂ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତିତ କି, ତା’ହେଲେ ଆଜି ଆମେ ଆପଣଙ୍କୁ ଏହାର ସରଳ ସମାଧାନ ବିଷୟରେ କହିବୁ। ଏ ସବୁ ସମସ୍ୟାକୁ ଚୁଟକିରେ ଦୂର କରିବ ନଡ଼ିଆ ତେଲ। ଆପଣ ଚାହିଁଲେ ଏହାକୁ ନିଜ ସ୍ୱାସ୍ଥ୍ୟ ଏବଂ ସୁନ୍ଦର ଚେହେରା ପାଇଁ ମଧ୍ୟ ଉପଯୋଗ କରିପାରିବେ।…

ଶରୀରରେ ହେମୋଗ୍ଲୋବିନ୍ ମାତ୍ରା ବଢ଼ାଇବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ବ୍ୟକ୍ତି ସୁସ୍ଥ ରହିବ ପାଇଁ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ। ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ିବସି ଥାଏ। ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ଆପଣଙ୍କୁ ନିୟମିତ ଭାବେ ଥକାପଣ ମଧ୍ୟ ଅନୁଭୂତ ହୋଇଥାଏ। ସେଥିପାଇଁ ରକ୍ତରେ…

ମକା ଖାଇ ପାଣି ପିଉଛନ୍ତି କି? ସାବଧାନ

ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ ପକାଇ ଖାଇବାର ମଜା ଥାଏ ଅଲଗା। ଏହାକୁ ଖାଇବା ପରେ ପ୍ରଚୁର ଶୋଷ ହୋଇଥାଏ। କିଛି ନଜାଣି ନ ଶୁଣି ଲୋକମାନେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି। କିନ୍ତୁ ଏହି ଅଭ୍ୟାସ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ ଅନୁସାରେ, ମକା ଖାଇବା ପରେ…