Odia News Portal
Browsing Tag

health problem

ଶୋଇବା ଶୈଳୀ ଦୂର କରେ ଅନେକ ରୋଗ

ଭୁବନେଶ୍ବର: ଶୋଇଲେ ଦେହ ସୁସ୍ଥ ରହିଥାଏ । ନିଦ ପାଇଁ ଭଲ ବାତାବରଣ ହେବା ସହିତ ଶୋଇବାର ମୁଦ୍ରା ମଧ୍ୟ ଠିକ୍ ଥିବା ଦରକାର । ଠିକ୍ ମୁଦ୍ରାରେ ଶୋଇବା ଦ୍ୱାରା ଆପଣ କେତେକ ରୋଗରୁ ବଞ୍ଚିପାରିବେ । ଆପଣ ଯଦି ଭୁଲ୍ ମୁଦ୍ରାରେ ଶୋଇବେ ତା'ହେଲେ କୌଣସି ରୋଗ କିମ୍ବା ଶାରୀରିକ ସମସ୍ୟାର ଶିକାର ହେବେ…

କରୋନା ସମୟରେ ଘରୋଇ ଉପଚାରରୁ ପାଆନ୍ତୁ ଥଣ୍ଡା, କାଶରୁ ମୁକ୍ତି

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଏବେ ସାଙ୍ଘାତିକ ଭାବେ ବଢ଼ିବାରେ ଲାଗିଛି । ତେବେ କରୋନା ସମୟରେ ଥଣ୍ଡା, କାଶ ଭଳି ସମସ୍ୟା ମୁଖ୍ୟତଃ ଦେଖାଦେଇ ଥାଏ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରିନଥାନ୍ତି ଏବଂ ନିଜ ଘରେ ରଖାଯାଇଥିବା ପେନ୍ କିଲର ଖାଇ…

ଜାଣନ୍ତୁ ୪୦ ବର୍ଷ ପରେ କାହିଁକି ବଢ଼ିଥାଏ ମହିଳାଙ୍କ ଓଜନ…

ଭୁବନେଶ୍ବର: ଶରୀରର ଓଜନ ବଢିବା ଏକ ସାମାନ୍ୟ କଥା। ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି। ଜୀବନଶୈଳୀ, ଖାଦ୍ୟାଭ୍ୟାସ ଆଦି ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ବୃଦ୍ଧିର ଅନ୍ୟ କାରଣ ମଧ୍ୟ ରହିଛି। କିଛି ସ୍ୱାସ୍ଥ୍ୟ ସମସ୍ୟା ଏବଂ ବୟସ କାରଣରୁ ମଧ୍ୟ ଓଜନ ବୃଦ୍ଧି…

ମୁଣ୍ଡ ବିନ୍ଧା ଓ ଏହାର ପ୍ରତିକାର

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ । ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ…

ଆପଣ ଡାଇବେଟିସ୍ ରେ ପୀଡିତ କି? ଜାଣନ୍ତୁ ଏହାର ପ୍ରତିକାର…

ଆଜିର ସମୟରେ ଡାଇବେଟିସ୍‌(ମଧୁମେହ) ଏକ ସାଧାରଣ କଥା ହୋଇଗଲାଣି । ଯେତେବେଳେ ବ୍ଲଡ୍ ରେ ସୁଗାର ର ସ୍ତର ଅଧିକ ହୋଇଯାଏ ସେତେବେଳେ ଏହି ରୋଗ ହୋଇଥାଏ । ଏହି ସମୟରେ ବାରମ୍ବାର ଶୋଷ ଲାଗିବା, ପରିସ୍ରା ଲାଗିବା ଏବଂ ଅଧିକ ଭୋକ ଲାଗିବା ଆଦି ସମସ୍ୟା ଆରମ୍ଭ ହୋଇଥାଏ । ଏହି ରୋଗ ଦ୍ୱାରା…

ଶୀତ ଋତୁରେ ମେଥି ଶାଗର ଉପକାରିତା

ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ ।ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭାରି ରହିଥାଏ ।ମେଥି ଶାଗ ଶୀତରେ…

ପୁରୁଷଙ୍କ ତୁଳନାରେ କାହିଁକି ମହିଳାଙ୍କୁ ହୁଏ ଅଧିକ ମୁଣ୍ଡବିନ୍ଧା ? ଜାଣନ୍ତୁ …

ବ୍ୟସ୍ତବହୁଳ ଜୀବନରେ ପ୍ରାୟ ସମସ୍ତଙ୍କର ମୁଣ୍ଡବିନ୍ଧା ହେବା ଏକ ସାଧାରଣ କଥା। କିନ୍ତୁ ଆପଣ ଜାଣିଛନ୍ତି କି, ପୁରୁଷଙ୍କ ତୁଳନାରେ ମହିଳାଙ୍କର ଅଧିକ ମୁଣ୍ଡବିନ୍ଧା ହୋଇଥାଏ। କାରଣ ମହିଳାଙ୍କ ଜୀବନ ଅଧିକ ବ୍ୟସ୍ତତା ମଧ୍ୟରେ ବିତିଥିବା ସହ ହର୍ମୋନାଲ ପରିବର୍ତ୍ତନ ହୋଇଥାଏ। ଏହାଛଡ଼ା…

କାଶ ହେଉଛି କି ? ଖାଆନ୍ତୁ ଚକୋଲେଟ୍ …

ଶୀତ ଦିନେ ଅଧିକାଶଂ ଲୋକଙ୍କ ପାଖରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍। କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ…

କଅଁଳ ବୟସରେ ମାଡି ବସିଛି କିଡନୀ ରୋଗ

କପ୍ତିପଦା: ଆଖିରେ ଆଖିଏ ସ୍ବପ୍ନ । ପାଠ ପଢିବି ବଡ ଲୋକ ହେବି । ହେଲେ ସ୍ବପ୍ନ ପୂରଣ କରିବାକୁ ଯୁ ନାହିଁ । କଅଁଳ ବୟସରେ ମାଡି ବସିଛି କିଡନୀ  ରୋଗ । ଆଖିକୁ ଭଲଭାବେ ଦେଖାଯାଉନି । ହସି ଖେଳିବା ବୟସରେ  ଜୀବନ ସହ ସଂଗ୍ରାମ କରୁଛନ୍ତି  ୧୧ ବର୍ଷର ନାବାଳକ  । ଅର୍ଥ ଅଭାବରୁ ହୋଇପାରୁନି…

ବିନା ପରିଶ୍ରମରେ ନିଶ୍ବାସ ନେବାରେ କଷ୍ଟ ହେଉଛି କି? ତେବେ ସାବଧାନ୍ …

ଶରୀରରେ କୋଷିକା ଏବଂ ହରମୋନ୍ ତିଆରି ପାଇଁ ଜରୁରୀ ହୋଇଥାଏ କୋଲେଷ୍ଟ୍ରଲ୍ । ସୁସ୍ଥ ରହିବା ପାଇଁ ଏକ ନିଶ୍ଚିତ ସ୍ତରର କୋଲେଷ୍ଟ୍ରଲ ଶରୀରରେ ରହିବା ଆବଶ୍ୟକ । ୨୦ ବର୍ଷ ବୟସ ପରେ କୋଲେଷ୍ଟ୍ରଲର ସ୍ତର ବଢିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କୋଲେଷ୍ଟ୍ରଲ୍ ସ୍ତର ଅଧିକ ରହିଥାଏ । କିନ୍ତୁ…