Odia News Portal
Browsing Tag

houcky

ବର୍ଷା ସାଜିଲା ବାଧକ

ଜୁନିୟର ବିଶ୍ୱକପ ହକିରେ ବର୍ଷା ସାଜିଲା ବାଧକ ô ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ ରଖାଯାଇଛି । ସ୍ପେନ-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ…

ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ ହକିରେ ପଶିଲା କରୋନା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିଲା ପୁରୁଷ ଜୁନିଅର ବିଶ୍ୱକପ ହକିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ସୂଚନା ମିଳିଛି । ପଜିଟିଭ ଚିହିନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମ ମିଡିଆ ସେଣ୍ଟର ବ୍ୟବହାର କରିଥିଲେ ।…

କଡା ଟକ୍କର ପରେ ବି ହାରିଲା ଭାରତ

ଭାରତ ଜୁନିଅର ହକି ବିଶ୍ୱକପରେ ଏହାର ପ୍ରଥମ ମ୍ୟାଚରେ ହାରିଲା ଭାରତ । ଫ୍ରାନ୍ସ ବିପକ୍ଷରେ କଡା ଟକ୍କର ଦେଇଥିଲେ ବି ଭାରତୀୟ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଫ୍ରାନ୍ସ ପ୍ରଥମ ୫୦ ସେକେଣ୍ଡରେ ହିଁ ଗୋଲ୍ କରି ଭାରତକୁ ବେକଫୁଟକୁ ଠେଲି ଦେଇଥିଲା । ଫ୍ରାନ୍ସ ତରଫରୁ ଅଧିନାୟକ ଟିମୋଥି…

ଭିନ୍ନ ପ୍ରଣାଳୀରେ ହକି ଷ୍ଟିକ୍ ତିଆରି କରି ଖେଳାଳୀଙ୍କୁ ଶୁଭେଚ୍ଛା

ଏଥର ଜୁନିଅର ହକି ବିଶ୍ୱକପ ଓଡିଶାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି । ଆମର ମୁଖ୍ୟମନ୍ତ୍ରୀ ଏହି ଖେଳକୁ ଉତ୍ସାହିତ କରିଥିଲେ । ଓଡିଶା ହକି ଖେଳାଳୀଙ୍କ ହବ୍ ଅଟେ । ସେଥିପାଇଁ ସେ କ୍ରିକେଟ ବଦଳରେ ହକିକୁ ବାଛିଥିଲେ । ପୁରୁଷ ଜୁନିଅର ବିଶ୍ୱକପ ହକି ଖେଳ ଆରମ୍ଭ ହେବାକୁ…

ଆଜିଠୁ ଆରମ୍ଭ ହେବ ହକି ବିଶ୍ୱକପ୍

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଚାଲିବ ହକି ମହାସମର । ଡିସେମ୍ବର ୫ ଯାଏଁ କଳିଙ୍ଗରେ ଖେଳାଯିବ ଜୁନିୟର ହକି ବିଶ୍ୱକପ । କରୋନା ପାଇଁ ଉଦଘାଟନୀ ଉତ୍ସବକୁ ନିରାଡମ୍ବର କରାଯାଉଥିବାବେଳେ ଉଦଘାଟନି ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫଆଇଏଚ୍ ସଭାପତି ନରିନ୍ଦ୍ରର ବାତ୍ରା…

ସେମିଫାଇନାଲ ପାଇଁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ

ଟୋକିଓ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲରେ ଆଜି ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତୀୟ ହକି ଦଳ  । ୫ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ  । ୪୧ ବର୍ଷ ପରେ ସେମିଫାଇନାଲ ଟିକେଟ୍ ହାସଲ ପାଇଁ ଲଢିବ ଭାରତୀୟ ଦଳ  । ୮ ଥର ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳ ପାଖରେ ୪୧ ବର୍ଷ ପରେ ସେମିଫାଇନାଲ…