Odia News Portal
Browsing Tag

IAFHELICOPTERCRASH

ବିପିନ ରାୱତଙ୍କ ବିୟୋଗ ପରେ ନୂଆ ସିଡିଏସ କିଏ ହେବ? ଏହି ଦୌଡରେ ଆ.ର ହରିକୁମାର ଓ ନରୱାଣେ

(ନୂଆଦିଲ୍ଲୀ): ଦେଶର ପ୍ରଥମ ସିଡିଏମ ବିପିନ ରାୱତଙ୍କ ଅକାଳ ବିୟୋଗ ପରେ କିଏ ହେବ ଦ୍ୱିତୀୟ ସିଡିଏସ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେନେଇ ପ୍ରତିକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ଦୌଡରେ ସେନାର ମୁଖ୍ୟ ମୁକୁନ୍ଦ ନରୱଣେ ଏବଂ ନୌସେନାର ମୁଖ୍ୟ ଆର ହରିକୁମାର ରହିଛନ୍ତି ।…