ପାଇଲଟଙ୍କୁ ଛାଡିବାକୁ ବାଧ୍ୟ ହେଲା ପାକିସ୍ତାନ
ଭାରତର ଚାପରେ ଚେପା ପାକିସ୍ତାନ ଶେଷରେ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବାକୁ ରାଜି ହୋଇଛି। ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ ବୋଲି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶର ସଂସଦରେ ଘୋଷଣା କରିଛନ୍ତି।
ସେହିପରି ଅଭିନନ୍ଦନଙ୍କ ଗିରଫଦାରୀ…