ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ,ବଦଳିଲେ ୧୩ ଜିଲ୍ଲାର ଏସ୍ପି
ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ । ୨୨ ଆଇପିଏସ୍ ଅଧିକାରୀଙ୍କ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ପରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ରହିଥିବା ନୟାଗଡ଼ ଏସପି ପ୍ରତ୍ୟୁଷ ଦିବକାରଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ପୋଲିିସ ମୁଖ୍ୟାଳୟରେ ଏଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।…