Odia News Portal
Browsing Tag

jagannath-darshan

ବିନା ସାର୍ଟିଫିକେଟରେ ଜଗା ଦର୍ଶନ

ଆଜିଠାରୁ ବିନା କୋଭିଡ ଟିକା ଓ କୋଭିଡ ପ୍ରମାଣପତ୍ରରେ ଚାଲିଛି ଜଗା ଦର୍ଶନ । ଲାଗୁ ହୋଇଥିବା ନୂଆ ଝଙଚ କାର୍ୟ୍ୟକାରୀ ହୋଇଛି । କୋଭିଡ଼ ନିୟମ ମାନି ମାସ୍କ ପରିଧାନ ଓ ସାନିଟାଇଜ ହୋଇ ଦର୍ଶନ ପାଇଁ ଭକ୍ତ ମନ୍ଦିର ପ୍ରବେଶ କରୁଛନ୍ତି। ପୂର୍ବଭଳି କିନ୍ତୁ ସକାଳ ୬ ଟାରୁ ରାତି ୯ଟା ପର୍ୟ୍ୟନ୍ତ…

ନିର୍ବିଘ୍ନରେ ଚାଲିଛି କାଳିଆ ଦର୍ଶନ

ପୁରୀ: ଆଜିଠୁ ନିର୍ବିଘ୍ନରେ କାଳିଆ ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ ।ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।…

ବିନା କୋଭିଡ୍ ବାଧାରେ କାଳିଆ ଦର୍ଶନ

ପୁରୀ: ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ବିନା କୋଭିଡ କଟକଣାରେ ଦର୍ଶନ ବ୍ୟବସ୍ଥା । ବିନା କରୋନା ରିପୋର୍ଟରେ ଭକ୍ତମାନ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ…

ଜଗା ଦର୍ଶନ ପାଇଁ କାନ୍ଦିଲେ ଲକ୍ଷ୍ମୀ

ପୁରୀ: ଜଗନ୍ନାଥଙ୍କୁ ଟିକେ ଆଖିଭରି ଦେଖିବା ପାଇଁ କାନ୍ଦିଲେ ଲକ୍ଷ୍ମୀ| ଆଜି ଶ୍ରୀମନ୍ଦିର ସମ୍ମୁଖରେ କିଛି ଏପରି କହି କାନ୍ଦୁଥିଲେ ଲକ୍ଷ୍ମୀ | ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ଆସି ପହଞ୍ଚିଲିଣି…

ଶ୍ରୀ ମନ୍ଦିରକୁ ୨୧ କିଗ୍ରା ରୂପା ଦାନ କଲେ ପଣ୍ଡା ପରିବାର

ପୁରୀ: ଜନୈକ ଦାତା ଶ୍ରୀ ମନ୍ଦିରକୁ ଦାନ କରିଛନ୍ତି ୨୧ କିଲୋଗ୍ରାମ ଓଜନର ରୂପା । କିନ୍ତୁ ତାହା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଲାଗି ହେବ ନାହିଁ । ଆଜି ଶ୍ରୀମନ୍ଦିରର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ଏବଂ ତାଙ୍କ ପରିବାରର ସଦସ୍ୟ…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର |ସେଭଳି ରାଜଧାନୀର ଲିଙ୍ଗରାଜ ମନ୍ଦିର ସମେତ ପ୍ରମୁଖ ମନ୍ଦିର ଓ ପୀଠ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଛି । ପୁରୀ ଜିଲ୍ଲା ସହ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ଆଜିଠୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ହେଲେ…

ରାଜ୍ୟପାଳଙ୍କ ପତିତପାବନ ଦର୍ଶନ

ପୁରୀ: ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଏହାସହ ଜଗା ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ତେବେ  ଆଜି ସର୍ବସାଧାରଣଙ୍କ ସହ ଜଗନ୍ନାଥ ଦର୍ଶନରେ ସାମିଲ ହୋଇଥିଲେ ରାଜ୍ୟପାଳ ଗଣେଶୀ ଲାଲ…

ଆଜି ଭଡ଼ାଟିଆ ଓ କର୍ମଜୀବୀଙ୍କ ଜଗା ଦର୍ଶନ

ପୁରୀ: ଆଜିଠାରୁ ଭଡ଼ାଟିଆଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି ଜଗା ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି…