Odia News Portal
Browsing Tag

Jatani

ପୂର୍ବତଟ ରେଳପଥ ଶ୍ରମିକ ସଙ୍ଗଠନ ପକ୍ଷରୁ ଚେତନା ଦିବସ ପାଳିତ

ଜଟଣୀ: ସର୍ବ ଭାରତୀୟ ରେଳବାଇ ପୁରୁଷ ମହାସଂଘର ଆହ୍ୱାନ କ୍ରମେ ପୂର୍ବତଟ ରେଳପଥ ଶ୍ରମିକ ସଙ୍ଗଠନ ଦ୍ୱାରା ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ସମ୍ମୁଖରେ 'ଚେତନା ଦିବସ' ପାଳିତ ହୋଇଯାଇଛି । ଏହି ଦିବସକୁ ଏକ ବିଶେଷତା ପ୍ରଦାନ ପାଇଁ ରେଳବାଇ ପୁରୁଷ ସଂଘଠନର ସାଧାରଣ ସମ୍ପାଦକ ପି. କେ.…

ବସ୍ତିକୁ ଗଲେ, ଲୋକଙ୍କୁ ବୁଝାଇଲେ

ଜଟଣୀ: କମିଶନରେଟ୍ ପୁଲିସର ‘ବସ୍ତିକୁ ଚାଲ’ ଅଭିଯାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସନ୍ଧ୍ୟାରେ ଏୟାରଫିଲଡ ପୋଲିସ ସ୍ଥାନୀୟ ଖଣ୍ଡୁଆଳ ବସ୍ତିକୁ ଯାଇଥିଲେ।ବସ୍ତିରେ ଛୋଟ ଛୋଟ ପିଲା ମାନଙ୍କୁ ଖାତା,ପେନ ବାଣ୍ଟିବା ସହ ବସ୍ତି ମୁରବୀମାନଙ୍କ ସହ ଥାନା ଅଧିକାରୀ ସିଧାସଳଖ…

ପୁଲିସ ମୁଣ୍ଡରେ ଅଠା ବୋଳିଲେ ଜଟଣୀ ତହସିଲଦାର

ଜଟଣୀ: ପୁଣି ଚର୍ଚ୍ଚାରେ ଜଟଣୀ ତହସିଲଦାର ତପନ ମହାପାତ୍ର । ମୋରମ ଚାଲାଣ ରୋକିବେ କଣ ପୁଲିସ ମୁଣ୍ଡରେ ଅଠା ବୋଳି ଖସି ଯିବାକୁ ଚେଷ୍ଟା କରୁଛନ୍ତି ମହାପାତ୍ର ବାବୁ । ପରକଥାରେ ପାଚେରୀ ଭାଙ୍ଗୁଥିବା ତହସିଲଦାର ସାହେବ, ମୋରମ ଗାଡିରୁ ପୁଲିସ ଟଙ୍କା ଖାଉଛି ବୋଲି କହି ଏବେ ବିବାଦକୁ ଆସିଛନ୍ତି…

ପିତାପଲ୍ଲୀରୁ ପୁଣି ବିପୁଳ ପରିମାଣରେ ଚୋରା କିରୋସିନ ଜବତ, ଅଭିଯୁକ୍ତ ଫେରାର

ଜଟଣୀ: ପୁଣି ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏଥର ଢାବାରୁ ଜବତ ହେଲା କିରୋସିନ । ଚୋରା କିରୋସିନର ହବ ପାଲଟିଥିବା ପିତାପଲ୍ଲୀ ଅଞ୍ଚଳରୁ ଜଟଣୀ ପୋଲିସ ଆଜି ପୁଣି ଥରେ ଜବତ କଲା ଶହ ଶହ ଲିଟର କିରୋସିନ । ପିତାପଲ୍ଲୀ ଜାତୀୟ ରାଜପଥ ନିକଟ ସୁକୁରୀ ଢ଼ାବାରୁ ଜବତ ହୋଇଛି ଏହି…

କିଡନୀ ରୋଗରେ ଛଟପଟ ଲୋପାଙ୍କୁ ସାହାଯ୍ୟ କରିବାକୁ ନିବେଦନ

ଜଟଣୀ: ଯିଏ ସିନ୍ଥିରେ ସିନ୍ଦୁର ଦେଇଥିଲା ସିଏ ପର କରିଦେଲା । ଯାହା ହାତ ଧରି ବାହା ହୋଇଥିଲେ ସିଏ ହାତ ଛାଡିଦେଲା । ରୋଗର ଯନ୍ତ୍ରଣା ସାଙ୍ଗକୁ ମାନସିକ ଯନ୍ତ୍ରଣାରେ ଛଟପଟ । ଇଏ ହେଉଛନ୍ତି ଲୋପାମୁଦ୍ରା ନାୟକ । ଘର ଜଟଣୀ । ୨୦୧୫ ମସିହାରେ ପୁରୀ ଜିଲ୍ଲା ଗୋପ ଥାନା ଗଡନିପାଣିଆର ସୁରେନ୍ଦ୍ର…

୭ ହଜାର ଲିଟର କିରୋସିନ ଜବତ, ଜଣେ ଅଟକ

ଜଟଣୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଗୋଟିଏ ଗ୍ରାମର ଦୁଇଟି ପୃଥକ ପୃଥକ ଜାଗାରୁ ୩୨ଟି ୨୦୦ଲିଟର ଟିଣ ଡ୍ରମ ଏବଂ ୧୬ଟା ୫୦ଲିଟର ପ୍ଲାଷ୍ଟିକ ଡ୍ରମରେ ବେଆଇନ୍ ଭାବେ ସାତ ହଜାର ଲିଟର କିରୋସିନ୍ ପୋଲିସ ହାତରେ ଧରାପଡିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଯାଆଁଳା…

ଗିରଫ ହେଲା ମଦ ବେପାରୀ ଅଖାଡ଼ୁ

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ଲକଡାଉନର ଫାଇଦା ଉଠାଇ ଚୋରା କାରବାର ବୃଦ୍ଧି ପାଇଚି । ମଦ ଚୋରା କାରବାର ଚଳାଇ ଆସୁଥିବା ବେପାରୀକୁ ସାବାଡ କରିବା ପାଇଁ ଏୟାରଫିଲଡ ପୋଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ଅପରାହ୍ନରେ ଜଟଣୀ ବ୍ଲକ ଏୟାରଫିଲଡ ଥାନା…

ଜଟଣୀରେ ଟ୍ରକ ମାଲିକ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ

ଜଟଣୀ : ଜଟଣୀସ୍ଥିତ ଭାରତୀୟ ଖାଦ୍ୟ ନିଗମରୁ ବାହାର ଜିଲ୍ଲାର ଟ୍ରକ ଲଗାଇ ମାଲ ପରିବହନକୁ ବିରୋଧ କରିଛି ସ୍ଥାନୀୟ ମା ଜଟିଆଣି ଟ୍ରକ ମାଲିକ ମହାସଂଘ |ମହାସଂଘର ୨୦୦ ଗାଡି ମାଲିକ ଖାଦ୍ୟ ନିଗମ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି |ବର୍ଷ ବର୍ଷ ଧରି ଟ୍ରକ ମାଲିକ ମହାସଂଘ ମାଲ ପରିବହନ କରି…