ଜୟାଙ୍କୁ ଏମିତି ଜବାବ ଦେଲେ କଙ୍ଗନା
ନୂଆଦିଲ୍ଲୀ () ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ କିଛି ଦିନ ହେବ ଚର୍ଚାରେ ଅଛନ୍ତି। ସେ କେବଳ ମୁମ୍ବାଇ ପୋଲିସ୍ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ନାହାନ୍ତି ବରଂ ବଲିଉଡରେ ନେପୋଟିଜମ୍, ଗ୍ୟାଙ୍ଗଜମ ଓ ଡ୍ରଗ୍ଦକୁ ନେଇ ମଧ୍ୟ ଖୁଲାସା କରିଛନ୍ତି। ଯାହାକୁ ବହୁ ବଲିଉଡ୍…