Odia News Portal
Browsing Tag

kalahandi

କଳାହାଣ୍ଡିରେ ମୃଦୁ ଭୂକମ୍ପ

କଳାହାଣ୍ଡିରେ ମୃଦୁ ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୩.୫। ଦିନ ୧୧ଟା ୨୯ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଭୂକମ୍ପରେ କାହାର କୌଣସି କ୍ଷତି ହୋଇନାହିଁ।

ପ୍ରାର୍ଥୀ ନୁହଁନ୍ତି ପୋଲିସ ଦେଖାଉଛନ୍ତି ମହାନତା

କଳାହାଣ୍ଡି: ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲୁଥିବା ବେଳେ କଳାହାଣ୍ଡି ପୋଲିସ ତରଫରୁ ଅସହାୟ ବିକଳାଙ୍ଗ ଓ ବୃଦ୍ଧାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଚଳିତ ପଞ୍ଚାୟତ ନିର୍ବାଚନରେ ନିର୍ବାଚନ କମିଶନ ତରଫରୁ ଦିବ୍ୟାଙ୍ଗ ଓ ବୃଦ୍ଧ ମାନଙ୍କ ପାଇଁ କୋଣସି ପ୍ରକାର ହୁଇଲ…

କରେଣ୍ଟ ଲାଗି ପ୍ରାଣ ହାରିଲେ ଗଜରାଜ

ଅକାଳରେ ଚାଲିଗଲା ଗଜରାଜଙ୍କ ଜୀବନ । ଉତ୍ତର ବନଖଣ୍ଡ ଏମ୍ ରାମପୁରରେ ଘଟିଛି ଏହି ଅଘଟଣ । ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଛି । ନରଲା ରେଞ୍ଜ କମେ ଗାଁରେ ରାସ୍ତା ପାର ହୋଇ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି…

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ

କଳାହାଣ୍ଡି : ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିଷ୍ଫୋରଣରେ ଆଖି ବୁଜି ଦେଇଥିଲେ । ସେହି ଖବର ଜିଲ୍ଲାରେ ବିଜୁଳି ବେଗରେ ପ୍ରଚାର ହେବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା । ବିଶେଷ କରି ସାମ୍ବାଦିକ ମହଲରେ ଗଭୀର ଦୁଃଖ ପ୍ରକାଶ କରିବା…

ଗରିବଙ୍କ ମୁହଁରେ ହସ ଫୁଟାଉଛି ସ୍ମାର୍ଟ ହେଲଥ୍ କାର୍ଡ

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ୍ କାର୍ଡଧାରୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଦୁଇମାସ ତଳେ ସଦର ବ୍ଲକ ଅନ୍ତର୍ଗତ ଗଣନାଥପୁର ଗ୍ରାମ ର ଶ୍ରୀ ଅରକ୍ଷିତ ମହାଖୁଡ଼ ନାମକ ବ୍ୟକ୍ତି ସାଇକେଲ ରେ ଆସୁଥିବା ବେଳେ ପଡ଼ିଯାଇ ତାଙ୍କ ଜଙ୍ଘ ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିଲା କ୍ଷ ତାପରେ ସେ…

ଦୁର୍ଘଟଣାରୁ ରକ୍ଷା କରିବ ‘ରକ୍ଷକ’ ତାଲିମ ପ୍ରଶିକ୍ଷଣ

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଛି ରକ୍ଷକ ତାଲିମ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମଟି କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ତରଫରୁ ଆୟୋଜିତ ହୋଇଛ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର…

କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଭବାନୀପାଟଣାର ଓୟୁଏଟି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ୍ୟ…

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି: ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ସବୁଠି ଦେଖିବାକୁ ମିଳିଛି ଚର୍ଚ୍ଚା । ଏହି ମିଷ୍ଟ୍ରିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ବିରୋଧୀମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଆଜି ବିଜେପି…

ଗୋବିନ୍ଦ ସାହୁକୁ ଧରାଇଲେ ମିଳିବ ୨୦ ହଜାର ଟଙ୍କାର ପୁରସ୍କାର ରାଶି

କଳାହାଣ୍ଡି: ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ଗୋଟିଏ ପରେ ଗୋଟିଏ ଖବର ନଜରକୁ ଆସିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ପୋଲିସକୁ ଚକମା ଦେଇ ଯିବା ପରେ ବଢ଼ିଛି ସନ୍ଦେହ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। ଆଜି…

ମମିତା ନିଖୋଜ ଘଟଣା: ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଆରମ୍ଭ

କଳାହାଣ୍ଡି: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୂରା ଅଞ୍ଚଳକୁ କବଜାକୁ ନେଇଛି । ସ୍କୁଲ ପରିସରରେ ମାଟି ଖୋଳିପାରେ ପୋଲିସ । ଏନେଇ ମାଜିଷ୍ଟ୍ରେଟଙ୍କ…