Odia News Portal
Browsing Tag

kalinga stadium

ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ ହକିରେ ପଶିଲା କରୋନା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିଲା ପୁରୁଷ ଜୁନିଅର ବିଶ୍ୱକପ ହକିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ସୂଚନା ମିଳିଛି । ପଜିଟିଭ ଚିହିନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମ ମିଡିଆ ସେଣ୍ଟର ବ୍ୟବହାର କରିଥିଲେ ।…

ଭିନ୍ନ ପ୍ରଣାଳୀରେ ହକି ଷ୍ଟିକ୍ ତିଆରି କରି ଖେଳାଳୀଙ୍କୁ ଶୁଭେଚ୍ଛା

ଏଥର ଜୁନିଅର ହକି ବିଶ୍ୱକପ ଓଡିଶାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି । ଆମର ମୁଖ୍ୟମନ୍ତ୍ରୀ ଏହି ଖେଳକୁ ଉତ୍ସାହିତ କରିଥିଲେ । ଓଡିଶା ହକି ଖେଳାଳୀଙ୍କ ହବ୍ ଅଟେ । ସେଥିପାଇଁ ସେ କ୍ରିକେଟ ବଦଳରେ ହକିକୁ ବାଛିଥିଲେ । ପୁରୁଷ ଜୁନିଅର ବିଶ୍ୱକପ ହକି ଖେଳ ଆରମ୍ଭ ହେବାକୁ…

ଆଜିଠୁ ଆରମ୍ଭ ହେବ ହକି ବିଶ୍ୱକପ୍

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଚାଲିବ ହକି ମହାସମର । ଡିସେମ୍ବର ୫ ଯାଏଁ କଳିଙ୍ଗରେ ଖେଳାଯିବ ଜୁନିୟର ହକି ବିଶ୍ୱକପ । କରୋନା ପାଇଁ ଉଦଘାଟନୀ ଉତ୍ସବକୁ ନିରାଡମ୍ବର କରାଯାଉଥିବାବେଳେ ଉଦଘାଟନି ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫଆଇଏଚ୍ ସଭାପତି ନରିନ୍ଦ୍ରର ବାତ୍ରା…

କମ୍ପିବ କଳିଙ୍ଗ ଷ୍ଟିୟିୟମ, ୨୪ ତାରିଖରୁ ଜୁନିୟର ବିଶ୍ୱକପ ହକି

ଭୁବନେଶ୍ୱର: ପୁଣିଥରେ କମ୍ପିବ କଳିଙ୍ଗ ଷ୍ଟାହିୟମ । ଭୁବନେଶ୍ୱରରୁ ବିଶ୍ୱ ଦେଖିବ ଜୁନିୟର ବିଶ୍ୱକପ ହକି । କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ୍ ଆୟୋଜିତ ହେବ ବୋଲି କ୍ରୀଡ଼ାସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଏଥିରେ…