Odia News Portal
Browsing Tag

katrina kaif

ନିଜ ମେହେନ୍ଦୀ ଫଟୋ ସେୟାର କଲେ କ୍ୟାଟ୍ରିନା

ବଲିଉଡର ନବ ବିବାହିତ ଦମ୍ପତ୍ତି କ୍ୟାଟ୍ରିନା କୈଫ୍ ଓ ବିକ୍କି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହେଁ ରାଜସ୍ଥାନରୁ ବିବାହ ସାରି ମୁମ୍ବାଇ ଫେରି ଆସିଛନ୍ତି । ବର୍ତ୍ତମାନ ଦୁହେଁ ତାଙ୍କର ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି । ବିବାହ ପରେ ଦୁହେଁ ବିବାହ ସହ ଜଡିତ ଅନେକ ଫଟୋ…

୨୦ ରେ ରିସେପସନ ପାର୍ଟି ଦଉଛନ୍ତି ଭିକି-କ୍ୟାଟ

ଚଳିତବର୍ଷର ସବୁଠୁ ବଡ଼ ବିବାହ ଥିଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବାହାଘର। ରାଜସ୍ଥାନରେ ଏହି ସେଲିବ୍ରିଟି ଯୋଡ଼ି ପରସ୍ପରର ହାତ ଧରିଛନ୍ତି। ତେବେ ବିବାହ ପରେ ସବୁ ହିନ୍ଦୁ ଘର ଭଳି କ୍ୟାଟ୍ରିନା କୈଫ୍ ନିଜର ପ୍ରଥମ ରୋଷେଇ କରିଛନ୍ତି। କ୍ୟାଟ୍ରିନା ପ୍ରଥମ ରୋଷେଇରେ ମିଠା…

ବିବାହ ପାଇଁ ସଜବାଜ

କେହି ପାଟି ଫିଟାଉ ନ ଥିଲେ ବି ଆରମ୍ଭ ହୋଇଗଲାଣି ସେଲିବ୍ରେସନ। ଜୋରସୋରରେ ଚାଲିଛି ପ୍ରସ୍ତୁତି। ମୁମ୍ବାଇସ୍ଥିତ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେଶନ ରାଜସ୍ଥାନର ମାଧୋପୁରରେ ବି ରିସୋର୍ଟକୁ ଦିଆଯାଉଛି ରୟାଲ ଟଚ୍। କାଲିଠୁ ଆରମ୍ଭ ହୋଇଯିବ ଫଙ୍କସନ୍। ୯…

କ୍ୟାଟ୍ରିନା –ଭିକିଙ୍କ ବିବାହକୁ ପରିହାସ

କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଭିକି କୌଶଲ ଏବଂ କାଟ୍ରିନା କୈଫ । ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭିକି-କାଟ୍ରିନା । ତେବେ ଭିକି-କାଟ୍ରିନାଙ୍କ ବିବାହକୁ ନେଇ ଉପହାସ କରିଛନ୍ତି କମେଡିଆନ ସୁଗନ୍ଧା ମିଶ୍ର ଓ ତାଙ୍କ ସ୍ୱାମୀ ସଙ୍କେତ ଭୋସଲେ । ଉଭୟ ସୁଗନ୍ଧା ଓ ସଙ୍କେତ ସୋସିଆଲ…

୯ରେ ହେବ କ୍ୟାଟ୍ରିନା ବିକିଙ୍କ ରୟାଲ ୱେଡିଂ

ଖୁବଶୀଘ୍ର କନିଆଁ ସାଜିବେ କ୍ର୍ୟାଟ୍ରିନା କୈଫ । ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତକାଲି ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ପ୍ରଶାସନ…

ଡିସେମ୍ବରରେ ପଡିବ ହାତଗଣ୍ଠି

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଯେତିକି ବଢୁଛି ପ୍ରତିଦିନ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ମୁତାବକ ରାଜସ୍ଥାନରେ ଏହି ବିବାହ ହେବ । ତେବେ ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ଯୋଡିଙ୍କ ହାତଗଣ୍ଠି…

ବିବାହ ପାଇଁ ପ୍ରସ୍ତୁତି ଚାଲିଛି

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମୁନାହିଁ। ପ୍ରତିଦିନ ଏହି ଯୋଡ଼ିଙ୍କ ବିବାହକୁ ନେଇ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି। ଯେମିତି ବିବାହ ଠାରୁ ଆରମ୍ଭ କରି ମେହେନ୍ଦୀ, ସଙ୍ଗୀତ ଯାଏଁ ସମସ୍ତ ପ୍ରକାରର ପ୍ରସ୍ତୁତି ନେଇ ଖବର…

ଅତିଥୀଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ବଲିଉଡ ଦମ୍ପତି ସାୱାଇ ମାଧୋପୁରର ସିକ୍ସସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହରେ ସାମିଲ୍ ହୋଇଥିବା ଅତିଥିଙ୍କ ତାଲିକା ମଧ୍ୟ ସାମ୍ନକୁ ଆସିଛି। ଦମ୍ପତିଙ୍କ ବିବାହ…

ସଲମାନ ଖାନଙ୍କ ବିନା ମୁଁ ଅଧୁରା

ମୁମ୍ବାଇ() ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ ବି ଦୁହିଁଙ୍କ ବନ୍ଧୁତା ବେଶ୍ ମଜଭୁତ ଅଛି। ଆଜି ମଧ୍ୟ ଦୁହେଁ ଏକାଠି ଫିଲ୍ମରେ କାମ କରନ୍ତି। ନିକଟରେ ଏକ ଶୋ’ରେ ଭାଗ ନେଇ କ୍ୟାଟ୍ରିନା…