Odia News Portal
Browsing Tag

kendrapada

ଗ୍ୟାଙ୍ଗଷ୍ଟାର ହାଇଦର ପୁଅକୁ ଆଜୀବନ କାରାଦଣ୍ଡ

କଟକ: ଗ୍ୟାଙ୍ଗଷ୍ଟର ହାଇଦର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ୍ । ୨୦୧୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାମାମଲାରେ କାଦିର ଦୋଷୀ ସାବ୍ୟସ୍ତ ହୋଇଛି। ବ୍ୟବସାୟୀ ସାହା…

ମହିଳାଙ୍କ ଚୁଟି କାଟିଲେ, ମୁହଁରେ କଳା ବୋଳିଲେ

କେନ୍ଦ୍ରାପଡ଼ା: ସଭ୍ୟ ସମାଜରେ ଅସଭ୍ୟ କାର୍ଯ୍ୟ । କଙ୍ଗାରୁକୋର୍ଟରେ ବିଚାର । ଲୋନ୍ ଟଙ୍କା ପାଇଁ କଙ୍ଗାରୁ କୋର୍ଟ। ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ। …

ସବୁ ସରିଥିଲା, ଶେଷରେ ଧୋକା ଦେବାରୁ ପ୍ରେମିକର ଆତ୍ମହତ୍ୟା

କେନ୍ଦ୍ରାପଡ଼ା: ପ୍ରେମ କରୁଥିଲେ । ୬ଏପରିକି ୬ ବର୍ଷ ଧରି ସମ୍ପର୍କରେ ଥିଲେ । ଶେଷରେ ପ୍ରେମିକା ଧୋକା ଦେଲା । ଆଉ ପ୍ରତାରିତ ପ୍ରେମିକ ଆତ୍ମହତ୍ୟାକୁ ଶେଷ ବାଟ ବାଛି ନେଇଛି । ଆଳି ଅଞ୍ଚଳର ଦେବରାଜ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସେପଟେ ତାଙ୍କ ପ୍ରେମିକାଙ୍କ ବିରୋଧରେ ଅଭିଯୋଗ…

କାନ୍ଥ ପଡ଼ି ୨ ମୃତ

କେନ୍ଦ୍ରାପଡ଼ା: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡ଼ି ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକ ଦ୍ୱୟ ବୃଦ୍ଧବୃଦ୍ଧା ବୋଲି ଜଣାପଡ଼ିଛି । ପାଟକୁରା ଥାନା ଅନ୍ତର୍ଗତ ବଡ଼ବେତର ଗାଁର ବୃଦ୍ଧ ଅଭୟ…

ଆମ୍ବୁଲାନ୍ସରେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା: ରୋଗୀ ଛାଡ଼ି ଫେରୁଥିଲା ଆମ୍ବୁଲାନ୍ସ । ହଠାତ ରାସ୍ତା ମଝିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ମହିପାଳ ଛକରେ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । ବ୍ୟାଟେରୀ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ…

ରାଜକନିକା ଭଙ୍ଗାରୁଜା ଘଟଣାରେ ୨୪ ଗିରଫ

କେନ୍ଦ୍ରାପଡ଼ା: ଖରସ୍ରୋତା ଜଳ ପ୍ରକଳ୍ପକୁ ନେଇ ରାଜକନିକାରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ । ଗତକାଲି ପୋଲିସ ବନାମ ପବ୍ଲିକ ମୁହାଁମୁହିଁ ହୋଇଥିଲା । ସ୍ଥାନୀୟ ଲୋକେ ପ୍ରକଳ୍ପ ଚାଲିଥିବା ସ୍ଥାନରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ପୋଲିସ ପବ୍ଲିକଙ୍କୁ…

କେନ୍ଦ୍ରାପଡ଼ାରେ ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡ଼ା: ଖରସ୍ରୋତା ମେଗା ଜଳ ପ୍ରକଳ୍ପକୁ ନେଇ ତେଜୁଛି ବିବାଦ। ପୋଲିସର ଦବଙ୍ଗଗିରି ଓ କମ୍ପାନୀ ବିରୋଧରେ ବୁଧବାର ସଂଗ୍ରାମ ସମିତିର ସମନ୍ୱୟ କମିଟି ବୈଠକ ଆୟୋଜିତ ହୋଇଥିଲା । ସଂଗ୍ରାମ ସମିତି ପ୍ରସାସନ ବିରୁଦ୍ଧରେ ଦେଇଛି ରଣ ହୁଙ୍କାର।ସେପଟେ ପୋଲିସ ଟିମ ସହ ଘଟଣା ସ୍ଥଳ ପରି ଭ୍ରମଣ…

ରସାବଳୀ ଓ ରେଳଗାଡିକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ, ଚର୍ଚ୍ଚାରେ ଚାରି ସାଂସଦ

ଭୁବନେଶ୍ୱର : କେନ୍ଦ୍ରାପଡା ରାଜନୀତିରେ ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ରସାବଳି ଓ ରେଳ ଯାତ୍ରା । ଦୁଇଟି ଭିନ୍ନ ପ୍ରସଙ୍ଗ ହୋଇଥିଲେ ମଧ୍ୟ ରାଜ୍ୟର ଚାରି ଚାରି ଜଣ ସାଂସଦ ଏହାକୁ ଉଠାଇ ଥିବାରୁ ଆଗାମୀ ଦିନରେ ଏହା ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି । ନିକଟରେ…

ଦୀର୍ଘ ୩ ମାସ ପରେ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା: କରୋନା କଟକଣା ଲାଗି ଦୀର୍ଘ ୩ ମାସ ହେବ ବନ୍ଦ ରହିଥିବା ଜାତୀୟ ଉଦ୍ୟାନ ଭିତରକନିକା ଆଜି ଖୋଲିଛି । ଅଗଷ୍ଟ ମାସର ନୂଆ ଗାଇଡଲାଇନ ନିୟମକୁ ଆଧାର କରି ଖୋଲଯାଇଛି ଜାତୀୟ ଉଦ୍ୟାନ। ଦିନ ସମୟରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ପାରିବେ । ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଏବେ…

ଗ୍ୟାଙ୍ଗଷ୍ଟାର ହାଇଦର ପୁଅର ଜାମିନ୍ ଖାରଜ

କଟକ: କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟାର ସେକ ହାଇଦର ପୁଅ ସେକ୍ କାଦିରର ଜାମିନ ନାମଞ୍ଜୁର । କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ଜାମିନ ଖାରଜ କରିଛନ୍ତି । ବାବାଙ୍କ ଶୁଦ୍ଧିକ୍ରିୟା ଲାଗି ଜାମିନ ଆବେଦନ କରିଥିଲା ସେକ୍ କାଦିର । ସୂଚନାଯୋଗ୍ୟ , ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍ ନିଆଯାଉଥିବା…