Odia News Portal
Browsing Tag

kendujhar

କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ମୁଖ୍ୟ ଚିକିତ୍ସାଳୟର ସିଟି ସ୍କାନ ଓ ଡାୟଲିସିସ୍ ସେଣ୍ଟରରେ ଏସିରେ ଲାଗିଲା ନିଆଁ । ସିଟି ସ୍କାନ ଓ ଡାୟଲିସିସ ସେଣ୍ଟରରେ ଚିକିତ୍ସାଧିନ ୧୧ ଜଣ ରୋଗୀ ଏବେ ସୁରକ୍ଷିତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ…

ନଦୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହତ୍ୟା ସନ୍ଦେହ

ଯୋଡ଼ା : ନଦୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା ଅନ୍ତର୍ଗତ ବାସୁଦେବପୁର, ବୈତରଣୀ ନଦୀରୁ ଏକ ଅଖାରେ ଭର୍ତ୍ତି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି, ଚମ୍ପୁଆ ଥାନା ଧୋବାକୁଚୁଡା ଗାଁର ୭୨ ବର୍ଷୀୟା ବୃଦ୍ଧା ମଲ୍ଲୀ ନାଏକ । ମୃତକଙ୍କ…

ପୁଅର ଶିଳୁପୁଆ ମାଡରେ ବାପା ମୃତ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ସଦାନନ୍ଦପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କର ନାହାକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,…

ବାଇକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

କେନ୍ଦୁଝର: ଏମିତି ବି ଆସିପାରେ ମୃତ୍ୟୁ । ଅପେରା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଚାଲିଗଲା ୩ଜଣ ଯୁବକଙ୍କ ଜୀବନ । କେଉଁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ତିନିଟି ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ…

ଗାଧୋଇବାକୁ ଯାଇ ଭାସିଗଲେ ଦୁଇ ଛାତ୍ର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହିରେ କେନାଲରେ ଗାଧୋଇବା ବେଳେ ଭାସି ଗଲେ ଦୁଇ ଛାତ୍ର । ଘଟଣାରେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର ମୁଖ୍ୟ କେନାଲରେ ୪ ଜଣ ଛାତ୍ର ଗାଧୋଉଥିବା ବେଳେ ଦୁଇ ଜଣ ଭାସି ଯାଇଥିଲେ ।…

କେନ୍ଦୁଝର ବନଖଣ୍ଡ ଓ ବନ୍ୟପ୍ରାଣୀ ଆନୁକୂଲ୍ୟରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

କେନ୍ଦୁଝର: ବନ୍ୟପ୍ରାଣୀର ସୁରକ୍ଷା ପାଇଁ ସମସ୍ତେ ତତ୍ଵାବଧାରକ ସାଜିବାକୁ ଆହ୍ବାନ ଦେଇଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ଵାବଧାରକ ଧନରାଜ ଏଚ୍.ଡି. । କେନ୍ଦୁଝର ବନଖଣ୍ଡ ଓ ବନ୍ୟପ୍ରାଣୀ ଜିଭିଜନ ଆନୁକୂଲ୍ୟରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟସ୍ଥ ଦରବାର…

ଗୋରୁପଲ ବିରି ଖାଇବାରୁ ଯୁବକଙ୍କୁ ତୀର ମାରି ହତ୍ୟା

କେନ୍ଦୁଝର: ବାଂଶପାଳ ବ୍ଲକ ନୟାକୋଟ ଥାନା କୋଡାକଳା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି.ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ କୋଡାକଳା ଗ୍ରାମର ନୀଳ ଗିରି (୨୮) । ସୂଚନା ନୁ ସାରେ ଗତକାଲି ଅପରାହ୍ନରେ ଗ୍ରାମର ଜଗଦୀଶ…

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର, ଜଣେ ମୃତ

କେନ୍ଦୁଝର: ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର । ତେବେ କାରର ପଛ ସିଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ଏଯାବତ ମୃତକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ପଠାଯାଇଛି ।…

ଝିଆରୀକୁ ଦୁଷ୍କର୍ମ କରି ବନ୍ଧାହେଲା ଦାଦା

କେନ୍ଦୁଝର: ଲଜ୍ଜା । ପୁଣି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଇଛି ପଶୁ । କିଛି କ୍ଷଣର ସୁଖ ଲାଗି ସମ୍ପର୍କକୁ ଭୁଲିଯାଇଛି ନରରାକ୍ଷସ । ଝିଆରୀକୁ ଦୁଷ୍କର୍ମ କରି ବନ୍ଧା ହୋଇଛି ଅଭିଯୁକ୍ତ ଦାଦା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର…

କାଠ ଲୋଭରେ ଭାସିଗଲେ ତିନିଜଣ

କେନ୍ଦୁଝର: ବନ୍ୟାପାଣିରୁ କାଠ ଆଣିବାକୁ ଯାଇ ଭାସିଗଲେ ତିନିଜଣ । ଆନନ୍ଦପୁର ବୈତରଣୀ ବ୍ୟାରେଜ ନିକଟରୁ ବନ୍ୟାପାଣିରୁ କାଠ ଆଣୁଥିବାବେଳେ ୩ଜଣ ଭାସିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେବାପରେ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୨ଜଣ ନିଖୋଜ ଅଛନ୍ତି ।