Odia News Portal
Browsing Tag

M

ଏଣିକି ମିଠା ଟ୍ରେରେ ଲାଗିବ ଏକ୍ସପାଏରି ଡେଟ୍

ନୂଆଦିଲ୍ଲୀ() ଏଣିକି ବସିମିଠା ବିକ୍ରି କରିବା ଦୋକାନୀଙ୍କୁ ପଡିବ ମହଙ୍ଗା । ଦେଶର ସମସ୍ତ ମିଠା ଦୋକାନୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଏଫଏସଏସଏଆଇ । ଏଣିକି ମିଠା ଟ୍ରେରେ ଲାଗିବ ଏକ୍ସପାଏରି ଡେଟ୍ । ଏହି ନିୟମ ନମାନିଲେ ୨ ଲକ୍ଷ ଟଙ୍କା…

ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ବର()  ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା । ଉପକୂଳ ଜିଲ୍ଲାରେ ମଧ୍ୟ ବନ୍ୟା ଆଶଙ୍କା ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରକୁଦର ୪୪ଟି ଗେଟ୍ ଖୋଲା ରହିଛି । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳୀରେ ପହଞ୍ଚିବ…

ମହାନଦୀରେ ଆସୁଛି ବଡ ବନ୍ୟା

ଭୁବନେଶ୍ୱର()  ମହାନଦୀରେ  ମଧ୍ୟମରୁ ବଡ଼ ଧରଣର  ବନ୍ୟା ଆସୁଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।  ସେ କହିଛନ୍ତି ଯେ, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରେ  ପ୍ରବଳ ବର୍ଷା ହୋଇଛି ।  ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ…

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ରାସ୍ତାର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ମହାନଗର ନିଗମ ଅନ୍ତର୍ଗତ ୮ ନମ୍ବର ୱାର୍ଡର ଡିଷ୍ଟି୍ରକ ସେଣ୍ଟର ଠାରେ ୩୮,୯୦.୦୦୦ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତାର ଶୁଭ ଉଦଘାଟନ ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ହୋଇଛି । ଆଉ ଦୁଇଟି ରାସ୍ତା ଏଲ.ଆଇଜି -୪୩ ଠାରୁ ଉଡବ୍ଲଏସ…

ଓଡ଼ିଶାର ୧୪ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ପଦକ

ଭୁବନେଶ୍ୱର() ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ପଦକ ସମ୍ପର୍କରେ ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୁଲିସ ପଦକ ନେଇ ଘୋଷଣା କରାଯାଇଛି । ତଦନୁଯାୟୀ ଓଡ଼ିଶାର ୧୪ ପୁଲିସଙ୍କୁ ରାଷ୍ଟ୍ରପତି ଓ ପୁଲିସ ପଦକ ପ୍ରଦାନ କରାଯିବ । ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨…

କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା ? ଜାଣନ୍ତୁ

ଭୁବନେଶ୍ବର() ଦୁନିଆ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ମଶାମାନେ ରକ୍ତ ପିଉନଥିଲେ। କିନ୍ତୁ ଧିରେ ଧିରେ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଥିଲା। ମଶାମାନେ ମଣିଷ ଏବଂ ଅନ୍ୟ ଜୀବ ଜନ୍ତୁଙ୍କ ରକ୍ତ ପିଇବା ଏଥିପାଇଁ ଆରମ୍ଭ ହେଲା କାରଣ ମଶା ଶୁଷ୍କା ସ୍ଥାନରେ ରହୁଥିଲେ। ଯେତେବେଳେ…

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର() ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଓଡ଼ିଶା ଛୁଇଁବା ଫଳରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ପୂର୍ବରୁ ୧୧ କି ୧୨ରେ ମୌସୁମୀ ଛୁଇଁବା ନେଇ…