Odia News Portal
Browsing Tag

maharastra

ନୱାବ ମଲ୍ଲିକ ଗିରଫ

ମୁମ୍ବାଇ ଅଣ୍ଡରୱର୍ଲ୍ଡ ଲିଙ୍କରେ ମହାରାଷ୍ଟ୍ର ମନ୍ତ୍ରୀ ଗିରଫ । ଅଣ୍ଡରୱର୍ଲ୍ଡ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିଛି । ଏନସିପି ନେତା ନବାବ ମଲିକଙ୍କୁ ବୁଧବାର ସକାଳେ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ…

ଗାନ୍ଧୀ ଧାମ ପୁରୀ ଏକ୍ସପ୍ରେସ ରେ ଭୟଙ୍କର ଅଗ୍ନିକାଣ୍ଡ

ଗାନ୍ଧୀ ଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ନନ୍ଦୁରବାରରେ ଟ୍ରେନ୍ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଟ୍ରେନ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍ରେ ନିଆଁ ଲାଗିବା ପରେ ସମସ୍ତ…

ମହାରାଷ୍ଟ୍ର ମେଣ୍ଟ ସରକାରରେ ପୁଣି ବିବାଦ ଆରମ୍ଭ

ମହାରାଷ୍ଟ୍ର ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ମେଣ୍ଟ ସରକାରରେ ସାମିଲ ଥିବା ଏନ୍ସିପି ଏବଂ କଂଗ୍ରେସ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି । ଏହି କ୍ରମରେ ଗୁରୁବାର ମହାରାଷ୍ଟ୍ର କଂଗ୍ରେସକୁ ବଡ ଝଟ୍କା ଲାଗିଛି । ମାଲେଗାଓଁର ୨୭ ଜଣ କଂଗ୍ରେସ କର୍ପୋରେଟର୍ ଏକାବେଳେ…

ବିଧାନସଭାରେ ପଶିଲା କୋରୋନା

ମହାରଷ୍ଟ୍ର ବିଧାନ ସଭା ଶୀତ ଅଧିବେଶନରେ ପଶିଲା କୋରନା । ଅଧିବେଶନ ଆରମ୍ଭର ମାତ୍ର ୨ ଦିନରେ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ୨ ମନ୍ତ୍ରୀ ଓ ଜଣେ ବିଧାୟକ ଥିବା ମଧ୍ୟ ଜଣାପଡିଛି। ଆରଟିପିସିଆର ପରୀକ୍ଷଣରେ ମନ୍ତ୍ରୀ କେ.ସି.ପାଡଭୀ, ବର୍ଷା ଗାୟକୱାଡ…

ମହାରଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ବଡଦିନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ରାଜ୍ୟରେ ଓମିକ୍ରନ ଭାରିଆଣ୍ଟର ଭୟାବହତା କୁ ଦୃଷ୍ଟିରେ ରଖି ତତ୍କାଳ ନାଇଟ କର୍ଫ୍ୟୁ ଲାଗୁ କଲେ ଉଦ୍ଧବ ସରକାର। ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଲାଗୁ ହେବ କଟକଣା। ଏହି ସମୟ ମଧ୍ୟରେ ୫ଜଣରୁ ଅଧିକ ଏକତ୍ରିତ ହେବା…

ମହାରଷ୍ଟ୍ରରେ ଆଉ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ ଆଉ ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରେ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ ପିମ୍ପିରି ଚିନଚ୍ଵାଦ ମୁନିସିପାଲିଟି ଅଞ୍ଚଳର। ସେମାନଙ୍କ ମଧ୍ୟରେ ଅଛି ଜଣେ ୩ ବର୍ଷର ଶିଶୁ। ୭ ଜଣଙ୍କ ମଧ୍ୟରୁ ୪ଜଣ ଭ୍ୟାକ୍ସିନ ନେଇସାରିଛନ୍ତି। ୪ଜଣଙ୍କ ପାଖରେ କରୋନାର କୌଣସି…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୦ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅହମଦନଗରରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛିି। ଏଠାରେ ଥିବା ସଭିଲ ହସ୍ପିଟାଲରେ ନିଆଁ ଲାଗିବା ହେତୁ ୧୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଆଁ ସିଭିଲ ହସ୍ପିଟାଲର…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୱାଙ୍ଖଡେଙ୍କ ସ୍ତ୍ରୀ

ମୁମ୍ବାଇ: ହାଇଭୋଲଟେଜ୍ କ୍ରୁଜ୍ ଡ୍ରଗ୍ସ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ନେଉଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଏବଂ ଏନସିବି ଅଫିସର ସମୀର ୱାଙ୍ଖଡେଙ୍କୁ ନେଇ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କୁ ଚିଠି…

ଡଙ୍ଗା ଓଲଟି ୧୧ ମୃତ

ମହାରାଷ୍ଟ୍ର: ଭୟଙ୍କର ଦୁର୍ଘଟଣା । ଓଲଟିଲା ଡଙ୍ଗା । ଚାଲିଗଲା ୧୧ ଜଣଙ୍କ ଜୀବନ । ମହାରାଷ୍ଟ୍ରର ଅମରାବତୀ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।…

ମହାରାଷ୍ଟ୍ର ସରକାରଙ୍କୁ ପ୍ରଶ୍ନକଲେ ଆନ୍ନା ହଜାରେ

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ଦିର ନ ଖୋଲିବାକୁ ନେଇ ମୁହଁ ଖୋଲିଛନ୍ତି ଗାନ୍ଧୀବାଦୀ ଆନ୍ନା ହଜାରେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଛନ୍ତି ଆନ୍ନା । ସେ କହିଛନ୍ତି କି, ରାଜ୍ୟରେ ଯଦି ମଦ ଦୋକାନ ଖୋଲା ହେଉଛି ତେବେ ମନ୍ଦର କାହିଁକି ନୁହେଁ । ମଦ ଦୋକାନ ସମ୍ମୁଖରେ ଲୋକେ…