Odia News Portal
Browsing Tag

Malkangiri

ମାଛ ଜାଲରେ ପଡିଲା କୁମ୍ଭୀର

ମାଲକାନଗିରି: ମାଛ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । । ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛ ଜାଲରେ ମାଛ ବଦଳରେ ପଡ଼ିଥିଲା ବିରାଟ କାୟ କୁମ୍ଭୀର । ମାଛ ଧରାଳି ବିରାଟକାୟ ମାଛ ଭାବି…

୧୦୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ସଫଳତା । ୧୦୦ କୋଟି ଟଙ୍କାର ସବୁଜ ଜହର ଗଛ କାଟି ସଫା କଲେ ମାଲକାନଗିରି ପୋଲିସ। ସ୍ୱାଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ଟଙ୍କାର ବେଆଇନ ଗଞ୍ଚେଇ ଗଛକୁ ନଷ୍ଟ କରିଛି ପୋଲିସ । ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି…

କୁଖ୍ୟାତ ମାଓନେତା ରାମକ୍ରିଷ୍ଣାର ମୃତ୍ୟୁ

ମାଲକାନଗିରି: ୫ଟି ରାଜ୍ୟର ପୁଲିସ ପାଇଁ ଚିନ୍ତା ର କାରଣ ଥିବା ମାଓ ନେତା ଆରକେଙ୍କ ମୃତ୍ୟୁ । ଏକଦା ଆନ୍ଧ୍ର-ଓଡ଼ିଶା-ଝାଡ଼ଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟଡ ମାଓ ନେତା ତଥା ସଂଗଠନ କେନ୍ଦ୍ରୀୟ କମିଟିର ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍ସିରାଜୁ ହରିଗୋପାଳଙ୍କ ଅସୁସ୍ଥତା…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ପଂଚାୟତରେ ଦୁଇ ଭଉଣୀଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ବାପାମା' କାମକୁ ଯାଇଥିବା ବେଳେ ପୋଖରୀରେ ଦୁଇ ଭଉଣୀ ବୁଡ଼ି ଯାଇଥିବା ନେଇ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ ଏମିତି ଏକ…

ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସକୁ ବଡ଼ ସଫଳତା । ମାଲକାନଗିରିରେ ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି।ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହଡ ଉପରେ ଥିବା…

ଗିରଫ ହେଲେ ଥାନାବାବୁ

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗୁରୁବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଗତକାଲି ସୁଶାନ୍ତଙ୍କଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…

ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: ର୍ବଳ ହେଉଛି ମାଓ ସଙ୍ଗଠନ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଜିଲ୍ଲା ପୋଲିସ କାର୍ୟ୍ୟାଳୟରେ ଏସ୍ପି ସୁନୀଲ ଶର୍ମାଙ୍କ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା…

କୋଇଲା ଟ୍ରକରୁ ଗଞ୍ଜେଇ ଜବତ

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣରୁ ନୂଆ ଫଣ୍ଡା । ମାଲକାନଗିରି ଓର୍କେଲ ପୋଲିସକୁ ମିଳିଛି ସଫଳତା । ଓର୍କେଲ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଛତିଶଗଡ଼ ନମ୍ବର ଥିବା ୧୬ ଚକିଆ କୋଇଲା ବୋଝେଇ ଟ୍ରକରୁ ୯୪ ପକେଟ ଗଂଜେଇ ବସ୍ତାକୁ ଜବତ କରିବା ସହ ଟ୍ରକରେ ଥିବା ୩ ଜଣକୁ ଗିରଫ କରିଛି…

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ବବଳିପାହାଡ଼ ଏବଂ କୁଂଖରୀ ଜଙ୍ଗଲରେ ମାଓ ପୋଲିସ ମୁହାଁମୁହିଁ। ମାଓ କ୍ୟାମ୍ପ ଥିବା ଖବର ପାଇ ଚଢ଼ାଉ ବେଳେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଟପ ମାଓ ନେତା ସୁରେଶ ଓ ଅନ୍ୟ ସଦସ୍ୟମାନେ ଛତ୍ରଭଙ୍ଗ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରୁ ବିପୁଳ…

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ, ୩ ମୃତ

ମାଲକାନଗିରି: ରକ୍ଷା ବନ୍ଧନରେ ଅଘଟଣ । ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ । ୩ ମୃତ, ୩ ଗୁରୁତର । ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମ ନିକଟରେ ଠିଆ ହୋଇଥିବା ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଥାନା…