Odia News Portal
Browsing Tag

manoj kumar sahoo

ଅକାଳରେ ଚାଲିଗଲେ ଡାଭିଡ଼ଙ୍କ ବ୍ୟକ୍ତିଗତ ଡ୍ରାଇଭର

ଢେଙ୍କାନାଳ : ଆରପାରିରେ ବଲିଉଡ ର ପ୍ରଖ୍ୟାତ ନିର୍ଦେଶକ ଡାଭିଡ ଧାବନଙ୍କ ବ୍ୟକ୍ତିଗତ ଡ୍ରାଇଭର ମନୋଜ କୁମାର ସାହୁ । ମନୋଜ କୁମାର ସାହୁଙ୍କ ର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର କାରନ୍ଦା ଗ୍ରାମରେ। ସୂଚନାଅନୁସାରେ ଡାଭିଡ ଧାବନଙ୍କ ପୁତ୍ର…