Odia News Portal
Browsing Tag

maobadi-new-idea

ପୋଲିସକୁ ଚକ୍ମା ଦେବା ପାଇଁ ମାଓବାଦୀଙ୍କ ନୂଆ ଚାଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୋଲିସକୁ ଟାର୍ଗେଟ୍ କରିବା ପାଇଁ ମାଓବାଦୀଙ୍କ ନୂଆ ଚାଲ୍। ମାଓବାଦୀ ଗରିଲା ଯୁଦ୍ଧ ନାଁରେ ଚାଲିଛି ଚକ୍ରାନ୍ତ। ସୁକ୍ମା, ଦାନ୍ତେୱାଡ଼ା , ବିଜାପୁର ଏଭଳି ମାଓ ପ୍ରବଣ ଅଂଚଳରେ ମାଓବାଦୀଙ୍କ ଗିରାଲ ଯୁଦ୍ଧର ନୂଆଚାଲ ପଦାକୁ ଆସିଛି। ମାଓ ଦମନ ପାଇଁ…