Odia News Portal
Browsing Tag

mayurbhanja

ଘାଟି ତଳକୁ ଖସି ପଡ଼ିଲା ଟ୍ରକ, ୨ମୃତ

ମୟୂରଭଞ୍ଜ: ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ୍। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ନାସିକରୁ ପିଆଜ ଆଣି ପଶ୍ଚିମବଙ୍ଗ ଯାଉଥିବାବେଳେ ଘାଟିରୁ ଭାରସାମ୍ୟ ହରାଇ…

ସନ୍ଦେହ ଘେରରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀ ଗ୍ରାମ ଜଙ୍ଗଲ ନିକଟରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହିଳାଜଣକ ନିକଟ ହାତୀବାରି ଗ୍ରାମର ବାଦଲ ନାଏକଙ୍କ ସ୍ତ୍ରୀ ମାନିନୀ ନାଏକ (୩୪) ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣା…

ତୃତୀୟ ସ୍ତ୍ରୀ ସହ ମିଶି ପ୍ରଥମ ସ୍ତ୍ରୀର ପୁଅକୁ ମାରିଲା ବାପା

ମୟୂରଭଞ୍ଜ: ନୃଂଶସ ବାପାର ଉନ୍ମୁକ୍ତକାଣ୍ଡ । ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ଫେରାର ହୋଇଯାଇଛି । ଏହି ଘଟଣାରେ ସାବତ ମାର ମଧ୍ୟ ସମ୍ପୃକ୍ତି ରହିଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନରଣଖୁଣ୍ଟା ଗାଁରେ ଘଟିଛି ଏଭଳି ହତ୍ୟାକଣ୍ଡ । ମୃତକ ହେଲେ ପ୍ରମୋଦ ସିଂ । ଅଭିଯୁକ୍ତ…

ପାହାଡ଼ରୁ ଉଦ୍ଧାର ହେଲା ହାତଗୋଡ଼ ବନ୍ଧା ମୃତଦେହ

ମୟୂରଭଞ୍ଜ: ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଲାଦୁରାସାହି ଗ୍ରାମ ବାଲୁଗୁଟୁ ପାହାଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ରବିବାର ସକାଳେ କିଛି ବ୍ୟକ୍ତି ଛେଳି ଚରାଇ ଗଲାବେଳେ ପାହାଡ଼ ଖୋଲରେ ମୃତଦେହଟି ପଡିଥିବା ଦେଖିବାକୁ ପାଇଥିଲେ ।ଏନେଇ ସେମାନେ…

ମୁଣ୍ଡ ବିହିନ ଶବ ଉଦ୍ଧାର

ମୟୂରଭଞ୍ଜ: ମୟୁଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଘଟିଯାଇଛି ଏକ ବିଭସ୍ୟ ହତ୍ୟାକାଣ୍ଡ। ବାଲିଭୋଳ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ ଯେ, କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି।…

ବିଧବା ମହିଳାଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ ପଡୋଶୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗାଁରୁ ଆସିଲା ଅଭାବନୀୟ ଖବର । ଜଣେ ବିଧାବା ମହିଳାଙ୍କ ହାତଗୋଡ଼ ବାନ୍ଧି ପିଟିଲେ ପଡୋଶୀ । ତାଙ୍କ ଚରିତ୍ରକୁ ସନ୍ଦେହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁଆମରା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି…

ଆଇରନ୍ ବୋଝେଇ ଟ୍ରକ୍ ଧକ୍କାରେ କକା ପୁତୁରା ମୃତ

ମୟୂରଭଞ୍ଜ: ଆଇରନ ବୋଝେଇ ଟ୍ରକ୍ ଧକ୍କାରେ ଚାଲିଗଲା କକା ପୁତୁରାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବଡ଼ଡାଳିମା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ମାନେ ହେଲେ ବଡଡାଳିମା ଗ୍ରାମର ତାରିଣୀ ବେହେରା ଓ ସିପୁ ବେହେରା । ସୂଚନା ଅନୁଯାୟୀ ଗତକାଲି ରାତିରେ କକା ପୁତୁରା ଖାଇ ବାହାରେ ହାତ ଧୋଇ…