Odia News Portal
Browsing Tag

MLA

ନୀଳଗିରି ବିଧାୟକ ଗୁରୁତର, ଏମ୍‌ସରେ ଭର୍ତ୍ତି

ନୀଳଗିରି() ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଗୁରୁତର ଥାଇ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ୱର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସୁସ୍ଥ ହୋଇ ଫେରିଥିଲେ । ପୁଣି ଗତ ୨୭ ତାରିଖରେ ସେ ଭୁବନେଶ୍ୱର ଯାଇ ବିଧାନସଭା ପାଇଁ କୋଭିଡ…

ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟର ଆଉ ଜଣେ ବିଧାୟକ ମହାମାରୀ କବଜାକୁ ଆସିଛନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଟେଷ୍ଟ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ…

ବିଧାୟକ ପ୍ରୀତମ ପାଢୀଙ୍କୁ କରୋନା

ପଟାଙ୍ଗୀ() କରୋନା ମହାମାରୀର ପ୍ରଭାବ ବଢି ବଢି ଚାଲିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ବିଧାୟକ ଏହାର କବଜାକୁ ଆସିଛନ୍ତି । କୋରାପୁଟ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ନେଇ ବିଧାୟକ ଫେସବୁକ୍ ଜରିଆରେ ସୂଚନା ଦେଇଛନ୍ତି । ଆଣ୍ଟିଜେନ୍…

ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର ()  ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ଓଡ଼ିଶାର ଦୁଇ  ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ  ଜୟପୁର ବିଧାୟକ ତାରା ବାହିନୀପତି । ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା, ଲୋକ ସମ୍ପର୍କ, ବିଧାନସଭାରେ ବିତର୍କ ଆଦି ଅନେକ ମାନଦଣ୍ଡକୁ ଭିତ୍ତି କରି ଏହି…

କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ

ଭୁବନେଶ୍ବର () କ୍ବାରେଣ୍ଟାଇନ୍‌ରେ ବଡଚଣା ବିଧାୟକ । ବିଜେଡି ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିବା ନେଇ…

ସାମ୍ବାଦିକଙ୍କୁ ବିଧାନସଭା ମନା

ଭୁବନେଶ୍ୱର() ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ । ଏନେଇ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା କରି ବିଚାର ବିମର୍ଷ କରିଛନ୍ତି ବାଚସ୍ପତି । ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ଆସିବେ ହେଲେ ପ୍ରତ୍ୟେକ ବିଧାୟକଙ୍କ ମଧ୍ୟରେ ୪ ଗଜ ଦୂରତା ବା ୧୨ ମିଟର ଦୂରତା ରହିବ ।…

କ୍ବାରେଣ୍ଟାଇନରେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର()  ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀ କ୍ବାରେଣ୍ଟାଇନରେ। ସେ ଓ ତାଙ୍କ ପରିବାର ଆଜି ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି । ଏ ନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ବିଜେଡିର ଜଣେ ଯୁବ ନେତା ତାଙ୍କ ଘରକୁ ତିନି ଦିନ ତଳେ…

ନୀଳଗିରି ବିଧାୟକ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାବ ଟେଷ୍ଟିଂରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି । ଶ୍ରୀ ନାୟକ ନିକଟ ଅତୀତରେ କେଉଁ କେଉଁମାନଙ୍କ ସହ ମିଶିଥିଲେ, କାହା ସହ ବୈଠକ କରିଥିଲେ, କେଉଁ ସ୍ଥାନ…

ବାଲେଶ୍ୱର ବିଧାୟକ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() କରୋନାରେ ଆକ୍ରାନ୍ତ ହେଲେ ବିଧାୟକ । ରାଜ୍ୟରେ ପ୍ରଥମଥର ପାଇଁ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି । ସେପଟେ କରୋନା ପାଇଁ ବିଧାନସଭାର ସବୁ କମିଟି…

କରୋନା ମୁକାବିଲା ସହ ଯାଜପୁର ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା

ଯାଜପୁର() ସାରା ବିଶ୍ବର କରୋନା ତାର କାୟ ବିସ୍ତାର କରିବାରେ ଲାଗିଛି । ସରକାରଙ୍କ ଅନେକ ପଦକ୍ଷେପ ପରେ ବି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଏହାରି ମଧ୍ୟରେ ସାମାଜିକ ଦୂରତାକୁ ସମ୍ମାନ ଦେଇ ଯାଜପୁର ଜିଲ୍ଲାର ୬ ବିଜେଡି ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଭିଡିଓ କନଫରେନ୍ସି ଜରିଆରେ…