Odia News Portal
Browsing Tag

nayagarh

ନୟାଗଡ ହସ୍ପିଟାଲରେ ନବଜାତକ ଶିଶୁ ନିଖୋଜ ଘଟଣା

ନୟାଗଡ ମେଡିକାଲରେ ନବଜାତକ ଶିଶୁ ନିଖୋଜ ଘଟଣାରେ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶାକର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁଙ୍କ ସ୍ତ୍ରୀ ଜଲି ଗତ ୨୮ତାରିଖ ଦିନ ପ୍ରସବ ପାଇଁ ଆଶାକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି…

ହସ୍ପିଟାଲରୁ ନବଜାତ ଶିଶୁ ନିଖୋଜ

ନୟଗଡ: ନୟାଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ନବଜାତ ଶିଶୁ ପୁତ୍ର ନିଖୋଜ ଅଭିଯୋଗ। ନିଖୋଜ ଶିଶୁ ପୁତ୍ରକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉଭୟ ବାପା ଓ ମାଆ। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁ ଏବଂ ତାଙ୍କ ପତ୍ନୀ ଜଲି ସ୍ୱାଇଁ ନୟାଗଡ ଜିଲା ହସ୍ପିଟାଲକୁ ଆସିଥିଲେ । ତାଙ୍କର ଏକ ଶିଶୁ…

ଭୁବନେଶ୍ୱର ଏବଂ ନୟାଗଡ଼ ମଧ୍ୟରେ ଗଡିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭାରତୀୟ ରେଳ ଆଜି ନଭେମ୍ବର ୧୫, ୨୦୨୧ ରୁ ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ରେଳବାଇର ସରକାରୀ ସୂତ୍ରରୁ ପ୍ରକାଶ ଯେ ଗଋଗଟ ଟ୍ରେନ୍ ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇବ। ଭୁବନେଶ୍ୱରରୁ ଭୁବନେଶ୍ୱର-ନୟାଗଡ଼…

ବିଜେଡ଼ିର ଗଡ଼ ନୟାଗଡ଼, ଜାଣନ୍ତୁ ରାଜନୀତିର ଭିତିରି କଥା

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେଡ଼ି ନିଜର ଦବଦବା ଜାରି ରଖିଛି । ନବୀନଙ୍କ ଗୁଗଲୀ ଆଗରେ ବୋଲ୍ଡ ହେଉଛନ୍ତି ବିରୋଧୀ । ତେବେ ନୟାଗଡ଼ ଜିଲ୍ଲାରେ ବିଜେଡ଼ି ବାରମ୍ବାର ବିଜୟ ହୋଇ ଆସୁଛି । ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜୟ ବାନା ଉଡ଼ାଇ ଆସୁଛି ବିଜେଡ଼ି । ନେତା ପରିବର୍ତ୍ତନ…

ମର୍ଣ୍ଣିଂ ୱାକରେ ଯାଇଥିଲେ, ଚାପିଦେଲା ଗାଡ଼ି, ୨ ମହିଳା ମୃତ

ନୟାଗଡ଼: ସକାଳୁ ସକାଳୁ ଅଘଟଣ । ପ୍ରାତଃ ଭ୍ରମଣରେ ଯାଇଥିଲେ । ଅଜଣା ଗାଡ଼ି ଚାପିଦେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଂପଡ଼ା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ଅଘଟଣ ଘଟିଯାଇଛି । ସ୍ଥାନୀୟ ସମ୍ପଡ଼ା…

ପରୀ ମାମଲା: ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୟାଗଡ଼ର କୁନି ଝିଅ ପରୀ ମାମଲାକୁ ନେଇ ଏଯାବତ କୌଣସି ନିଷ୍କର୍ସ ବାହାରିନାହିଁ । ଏହି ପରୀ ହତ୍ୟା ମାମଲାରେ ସରୋଜ ସେଠୀ ଜେଲ ଯାଇଛି ତେବେ ଏଯାବତ ଘଟଣାକୁ ନେଇ ମାମଲା ଲାଗି ରହିଛି । ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ…

ଶିକ୍ଷକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

ନୟାଗଡ଼: ଶିକ୍ଷାକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ । ଦୀର୍ଘ ସମୟ ବନ୍ଦ କରି ରଖିବା ପରେ ଶେଷରେ ଖୋଲିଛନ୍ତି । ନୟାଗଡ଼ ଜିଲ୍ଲା ବରପଲ୍ଲୀ ଉନ୍ନିତ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା । ତେବେ ଛାତ୍ର ଛାତ୍ରୀଙ୍କ ପୋଷାକ ଦିଆ ହୋଇନଥିବାକୁ…

ଘର ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତଦେହ

ନୟାଗଡ଼: ସନ୍ଦେହ ଘେରରେ ମହିଳା ଏବଂ ତାଙ୍କ ପୁଅଙ୍କ ମୃତ୍ୟୁ । ଘର ଭିତରୁ ମା’ ପୁଅଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁରେ ଘଟିଛି ଅଭାବନୀୟ ଘଟଣା। ପୁଅକୁ ମାରିବା ପରେ ମାଆ ମିଲିରାଣୀ ସାହୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେପଟେ ଘରେ କେହି ସଦସ୍ୟ…

ନୟାଗଡ଼ରେ ୧୦୦ ଛୁଇଁଲା ପେଟ୍ରୋଲ ଦର

ନୟାଗଡ଼: ରାଜ୍ୟରେ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ଅନେକ ରାଜ୍ୟରେ ୧୧୦ ପାର କଲାଣି ପେଟ୍ରୋଲ ଦର । ତେବେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଦର ୧୦୦ ଉପରେ ଅତିକ୍ରମ କରିସାରିଲାଣି । ଆଜି ନୟାଗଡ଼ରେ ୧୦୦ ଛୁଇଁଛି ପେଟ୍ରୋଲ ଦର । ସେପଟେ ଡିଜେଲ ଦର ୯୭ ଟଙ୍କା ୫୮ ପଇସା ରହିଛି । ବାଲେଶ୍ୱର…

ପୋଲିସ ବାବୁଙ୍କ ଦବଙ୍ଗଗିରି, ଅଭିଯୋଗ ରଖିବା ପରିବର୍ତ୍ତେ ବାଡ଼େଇଲେ

ନୟାଗଡ଼: ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଦେଖାଇଛନ୍ତି ଖାକି ବର୍ଦ୍ଦିର ଗରମ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ରଖିବା ପରିବେର୍ତ୍ତ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଅଞ୍ଚଳର ଦାଶରଥୀ…