Odia News Portal
Browsing Tag

NEVY

ନୌସେନାରେ ଏଣ୍ଟ୍ରି କଲା ସାଇଲେଣ୍ଟ କିଲର ଭେଲା

ଏବେ ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ସାମିଲ ହେଲା ସମୁଦ୍ରର ସାଇଲେଣ୍ଟ କିଲର। ଗୁରୁବାର  ଭାରତୀୟ ନୌସେନାରେ INS ଭେଲା ସାମିଲ ହୋଇଛି।  ମୁମ୍ବାଇର ମାଜଗା ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଫ୍ରାନ୍ସ ନାଭାଲ୍ ଗ୍ରୁପର ଟେକ୍ନୋଲୋଜି ସହାୟତାରେ ନିର୍ମାଣ କରାଯାଇଛି। MDL…