Odia News Portal
Browsing Tag

News

ଟିକାକରଣ ଆଉ ଏକ ରେକର୍ଡ କଲା ଓଡିଶା

ଭୁବନେଶ୍ୱର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ଆଉ ଏକ ରେକର୍ଡ ସୃଷ୍ଟି କରିଛି । ଟିକାକରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଓଡିଶା । ବୁଧବାର ପୁଣି ଥରେ ରାଜ୍ୟରେ ଟିକାକରଣ ସଂଖ୍ୟା ୪ଲକ୍ଷ ଅତିକ୍ରମ କରିଛି । ଗୋଟିଏ ଦିନରେ ୪ଲକ୍ଷ ୫ହଜାର ୪୫୩ ହିତାଧିକାରୀ ଟିକା…

ଆଜି ବଲାଙ୍ଗୀରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ସ୍ୱାସ୍ଥ୍ୟକ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ବିକାଶ ନକ୍ସାରେ ଯୋଡ଼ି ହେବ ବଲାଙ୍ଗୀର ଜିଲ୍ଲା । ଜିଲ୍ଲାର ୪ଲକ୍ଷ,୫୨ହଜାର ପରିବାର ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ । ସକାଳ ୧୦ଟା ୧୫ମିନିଟ ସମୟରେ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର…

ସାମ୍ଭବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ଏନଡିଆରଏଫ ଟିମ୍ ନିୟୋଜିତ

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳର୍ବତ୍ତୀ ଜିଲ୍ଲା ଗୁଡିକୁ ଏନଡ଼ିଆରଏଫ ଟିମର ମୁତୟନ କାର୍ୟ୍ୟ ଆରମ୍ଭ ହୋଇଛି । ମୋଟ ୬ ଟିମ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଟିମ ମୁତୟନ ହୋଇଛନ୍ତି । ଆଉ ଦୁଇଟି ଟିମ୍ ମଧ୍ୟ ମୁତୟନ…

ଆମେରିକା ଯିବେ ମୋଦୀ

ନୂଆଦିଲ୍ଲୀ; ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୱାଶିଂଟନରେ ଅନୁÂିତ ହେଉଥିବା ଏକ ଶିଖ୍ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ଭାବରେ ପଦଭାର…

ମରୁଡ଼ି ମୁକାବିଲା ନେଇ ଏମିତି କହିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ବିଧାନସଭା ମୌସୁମୀ ଅଧିବେଶନ । ମରୁଡ଼ି ପରିସ୍ଥିତି ନେଇ ବିରୋଧୀମାନେ ହୋହାଲ୍ଲା କରିଥିଲେ । କିଛ ସମୟ ଲାଗି ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି…

ଗୋଟିଏ କ୍ଲିକରେ ପଢନ୍ତୁ ୧୭ଟି ବଡ଼ ଖବର

୧-ଅଗଷ୍ଟରେ ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା; ଚାଷ ପାଇଁ ବିପଦଘଣ୍ଟି, ମରୁଡ଼ି ଜଳଜଳ ୨-ଗାନ୍ଧୀନଗର *ଡିଏସପି ପୁଅକୁ ସାଲ୍ୟୁଟ କଲା ଏଏସଆଇ ମାଆ, ସୋସିଆଲ ମିଡିଆରେ ଛୁଟୁଛି ଅଭିନନ୍ଦନ । ୩-ଓଡି଼ଶାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାୱାର-ସୋ । ଜନ ଆର୍ଶୀବାଦ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର…

ଶିକ୍ଷକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

ନୟାଗଡ଼: ଶିକ୍ଷାକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ । ଦୀର୍ଘ ସମୟ ବନ୍ଦ କରି ରଖିବା ପରେ ଶେଷରେ ଖୋଲିଛନ୍ତି । ନୟାଗଡ଼ ଜିଲ୍ଲା ବରପଲ୍ଲୀ ଉନ୍ନିତ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା । ତେବେ ଛାତ୍ର ଛାତ୍ରୀଙ୍କ ପୋଷାକ ଦିଆ ହୋଇନଥିବାକୁ…

ସ୍ୱାଧିନତା ଦିବସରେ ମାସ୍କ ବଣ୍ଟନ କଲା ଓଡ଼ିଶା ସ୍କାଉଟ୍ ଆଣ୍ଡ ଗାଇଡସ୍

ଭୁବନେଶ୍ୱର: ଓଡ଼ିଶା ଭାରତ ସ୍କାଉଟ୍ ଆଣ୍ଡ ଗାଇଡସ୍ ସଂସ୍ଥା ତରଫରୁ ସ୍ୱାଧିନତା ଦିବସ ଅବସରରେ ପ୍ରାତଃରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ କାର୍ଯ୍ୟାଳୟ ପରିବସରରେ ପାତାକା ଉତ୍ତୋଳନ କରାଯାଇଥିଲା । ରାଜ୍ୟ ମୁଖ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି ଜାତୀୟ ସଂଗୀତ ଗାନ…

ରାଜ୍ୟରେ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଜଣାପଡ଼ିଛି ଯେ, ପୂର୍ବରୁ ବନ୍ଦ ରହିଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲାଯିବ । ତେବେ କୋଭିଡ୍ ଗାଇଡଲାଇନ୍ ସହ ଏହା କେବଳ ଶେଷ…

ବଲାଙ୍ଗୀର ଗସ୍ତରେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ବଲାଙ୍ଗୀର: ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ୍ ବଲାଙ୍ଗୀର ଗସ୍ତ କରିଛି । ଗସ୍ତ ସମୟରେ 5T ସଚିବଙ୍କ ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗୀର…