Odia News Portal
Browsing Tag

odia film real love story

ଆସିଲା ନବାଗତ ନାୟକ ନାୟିକାଙ୍କ “ରିଅଲ ଲଭ ଷ୍ଟୋରୀ”

ଭୁବନେଶ୍ୱର: ଟଙ୍କପାଣି ରୋଡ଼ ସ୍ଥିତ ସାଇ ମନ୍ଦିରଠାରେ ଓଡ଼ିଆ ଚଳଚ୍ଚିତ୍ର ରିୟଲ ଲଭ ଷ୍ଟୋରୀର ଶୁଭାରମ୍ଭ ହୋଇଛି । ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିଜୟ ଦ୍ବୀବେଦି, ବିନି ପଟ୍ଟନାୟକ, ସମାଜସେବୀ ଗଣେଶରାମ ଅଗ୍ରୱାଲ ପ୍ରମୁଖ ଏହି ଚଳଚ୍ଚିତ୍ର ର ଶୁଭାରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରର କାହାଣୀ…