Odia News Portal
Browsing Tag

odia film

ଜୀ ସାର୍ଥକର ନୂଆ ଓଡିଆ ସିନେମା “ଡିଟେକ୍ଟିଭ୍ କରନ୍- ଅର୍ଜୁନ “

ଭୁବନେଶ୍ୱର : ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଥିବା ନୂଆ ସିନେମା " ଡିଟେକ୍ଟିଭ୍ କରନ୍ - ଅର୍ଜୁନ" ମେ ୧୫ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟମ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ ଦେଖିବାକୁ ମିଳିବେ ଓଡିଆ ସିନେ…

ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭାରମ୍ଭ

ଭୁବନେଶ୍ୱର : ଅଭିନୟରେ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ ଝିଲିକ୍। ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ କରିଛନ୍ତି ବ୍ୟାକ୍ । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ…

ରିଲିଜ ହେଲା “ମନମୋର କାଗଜ ଗୁଡି”ର ମ୍ୟୁଜିକ

ଭୁନନେଶ୍ୱର : ଆଜି ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା "ମନ ମୋର କାଗଜ ଗୁଡି" ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାସ (ସ୍କୁଲ ଆଣ୍ଡ ମାସ ଏଜୁକେଶନ)ଯୋଗ ଦେଇଥିଲେ।ଆଜି ଏହି…

ନୂଆ ବର୍ଷରେ ଶୁଭାରମ୍ଭ “ମୁଁ ତ ନଥିଲେ କିଛି ହେବନି”

ଭୁବନେଶ୍ୱର: ମନୋରଞ୍ଜନ ଦୁନିଆରେ ଯୋଡି ହେଲା ଆଉ ଏକ ଫର୍ଦ । ବଡଦିନରେ ଏକ ଶୁଭ କାର୍ୟ୍ୟରୁ ଆରମ୍ଭ ହୋଇଛି ବ୍ଲିସ ଏଣ୍ଟର୍ଟେନମେଣ୍ଟ । ଓଲିଉଡ଼ରେ ଆଜି ଏଣ୍ଟ୍ରି ମାରିଛି ଏହି ପ୍ରଯୋଜନା ସଂସ୍ଥା । ଏହି ସଂସ୍ଥା ଭୁବନେଶ୍ୱରର ସତ୍ୟବିହାର ଠାରେ ଆୟୋଜିତ ହୋଇଥିଲା । ଏସମ୍ପର୍କରେ ଯୁବ…

ଭିନ୍ନ ଏକ କାହାଣୀକୁ ନେଇ ଆସିବ ‘ଓମ୍ ସ୍ୱାହା’

ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଓମ ସ୍ୱାହା'। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି । ଅଭିନେତା ଜ୍ୟୋତି, ଅଭିନେତ୍ରୀ ଦିବ୍ୟା…

ରିଲଜ ହେଲା ଚଳଚ୍ଚିତ୍ର “ଲାଗେ ପ୍ରେମ ନଜର” ର ମ୍ୟୁଜିକ

ଆଜି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର’ର ମ୍ୟୁଜିକ୍ ରିଲିଜ ହୋଇଛି । ଉକ୍ତ ସିନେମାର ଲୋକାର୍ପଶ ଭୁବନେଶ୍ୱରର ଏକ ତାରକା ହୋଟେଲ ମଧ୍ୟରେ ହୋଇଛି । ସେହି ଲୋକାର୍ପଣ ଉତ୍ସବରେ ଓଲିଉଡର କେତେକ ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟ ଚଳଚ୍ଚିତ୍ର ନିଗମର…