Odia News Portal
Browsing Tag

odisha government

ଟିକା ପାଇଁ ବିଶ୍ୱସ୍ତରୀୟ ଇ-ଟେଣ୍ଡର ଜାରି

ଭୁବନେଶ୍ବର: ରାଜ୍ୟ ଔଷଧ ନିଗମ କରୋନା ଟିକା ଯୋଗାଣ ପାଇଁ ଯୋଗ୍ୟ ବିଡରଙ୍କ ଠାରୁ ଇ-ଟେଣ୍ଡର ପୋର୍ଟାଲ୍ (https://tendersodisha.gov.in) ମାଧ୍ୟମରେ ୩ କୋଟି ୮୦ ଲକ୍ଷ ଡୋଜ୍‌ ଟିକା କିଣିବା ଲାଗି ଅନଲାଇନ୍ ଗ୍ଲୋବାଲ୍ ବିଡ୍ ଘୋଷଣା କରିଛି । ବିଡିଂ ପ୍ରକ୍ରିୟା ସହିତ ଜଡିତ ସମସ୍ତ ସୂଚନା…

ପର୍ବପର୍ବାଣୀ ପାଳନ ଉପରେ ଜାରି ହେଲା କଟକଣା

ଭୁବନେଶ୍ୱର: ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଖାସକରି ଗୁଡ଼୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମ ନବମୀ ଆଦି ଉପରେ କଟକଣା ଜାରି କରାଯାଇଛି…

କୋଟିଆ: ସରକାର ଲୋଡିଲେ ଆଇନଗତ ସହାୟତା

ଭୁବନେଶ୍ୱର: କୋଟିଆ ବିବାଦର ସମାଧାନ ପାଇଁ ସହାୟତା ଲୋଡିଲେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ସରକାର । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ ସହାୟତା…

ଭାରତ ବନ୍ଦ: କେବଳ ହାଟ ବଜାର ବନ୍ଦ…

ଭୁବନେଶ୍ୱର: ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି | ତେବେ ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି । ତେବେ ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ…

ଉଦ୍‌ଘାଟନ ହେବ ହିଞ୍ଜିଳିକାଟୁର ବହୁ ପ୍ରକଳ୍ପ

ହିଞ୍ଜିଳିକାଟୁ: ଗଞ୍ଜାମର ହିଞ୍ଜିଳିକାଟୁରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରକଳ୍ପର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା…

ବିଧାନସଭାରେ ଓଡିଶା-ଆନ୍ଧ୍ର ଆଲୋଚନା

ଭୁବନେଶ୍ୱର: ବିଧାନସଭାରେ ଓଡିଶା-ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା | ଓଡିଶାରେ ଆନ୍ଧ୍ରର ଦୁଇ ଜଣ ବିଧାୟକଙ୍କ ସହ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆସି ପହଞ୍ଚିଛନ୍ତି । ବିଧାନସଭାରେ ଆନ୍ଧ୍ରର ଏହି ପ୍ରତିନିଧି ମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । ଓଡିଶା ପକ୍ଷରୁ ବିଦ୍ୟାଳୟ ଓ…

ଜିଲ୍ଲାସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା

ରାୟଗଡ଼ା: ଜିଲ୍ଲା ସ୍ତରୀୟ ବୃହତ, ମଧ୍ୟମ ଓ ଲଘୁ ଶିଳ୍ପ କର୍ମଶାଳା। ଆଦ୍ୟ ଜିଲ୍ଲା ଦକ୍ଷତା ବିକାଶ କମିଟି ତଥା ଜିଲ୍ଲା ପ୍ରଶାସନ ତରଫରୁ ବୃହତ, ମଧ୍ୟମ ଓ ଲଘୁ କର୍ମଶାଳା ଜୈନ ପ୍ରେକ୍ଷାଳୟ, ଜେ.କେ. ପେପର ମିଲ ଠାରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା…

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍

ଭୁବନେଶ୍ୱର: ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା | କିଛିଦିନ ତଳେ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ମେଡିକାଲ କଲେଜର ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଇଥିଲେ | ଏହାପରେ ଚେତିଛନ୍ତି ରାଜ୍ୟ ସରକାର। ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି…

ରେଳ ବଜେଟ: ଓଡ଼ିଶାର ଦାବି ୭୨୦୦ କୋଟି

ଭୁବନେଶ୍ୱର: ଚଳିତ ରେଳ ବଜେଟରେ ଓଡ଼ିଶାର ଦାବି ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ରେଳ ବଜେଟ ପାଇଁ ଦାବି ଉପସ୍ଥାପନା କରିଛନ୍ତି ।ତେବେ ଓଡ଼ିଶା ଚଳିତ ବର୍ଷ ରେଳ ବଜେଟ ନିମନ୍ତେ ୭ ହଜାର ୨ ଶହ କୋଟି ଦେବାକୁ ଦାବି କରିଛି ।…