Odia News Portal
Browsing Tag

Odisha High Court

ଓଡିଶା ହାଇକୋର୍ଟରେ ନୂଆ ବିଚାରପତିଙ୍କ ଶପଥ ପାଠ

ଓଡିଶା ଉଚ୍ଚ ନ୍ୟାୟାଳୟରେ ଶପଥ ଗ୍ରହଣ କରିଛନ୍ତି ତିନି ନୂଆ ବିଚାରପତି । ଆଇନଜୀବୀ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଡକ୍ଟର ଜଷ୍ଟିସ ଏସ…

ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ବୃଦ୍ଧି

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି। ପୂର୍ବରୁ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା। ତେବେ ଆଉ ୬ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିକଟରୁ ରାଜ୍ୟ ଆଇନ ବିଭାଗ ଓ ଉଚ୍ଚ ନ୍ୟାୟାଳୟକୁ ଚିଠି ଆସିଛି। ବିଚାରପତିଙ୍କ…

ଓଡିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି । ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିସ କଲେ ସୁପ୍ରମିକୋର୍ଟଙ୍କ କଲେଜିୟମ । ଗତ ୨୯ ତାରିଖ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ…

ନ୍ୟାୟ ଦାବିରେ ଓଡିଶା ହାଇକୋର୍ଟରେ ପହଁଞ୍ଚିଲେ ମମିତାଙ୍କ ପରିବାର

ଭୁବନେଶ୍ୱର: ନ୍ୟାୟ ଦାବିରେ ଓଡିଶା ହାଇକୋର୍ଟରେ ପହଁଞ୍ଚିଛନ୍ତି ମମିତାଙ୍କ ପିତା ମାତା । କାଲାହାଣ୍ଡି ମହଲିଙ୍ଗ ସନସାଇନ୍ ବିଦ୍ୟାଳୟର ଶିକ୍ଷକ ମମିତା ମେହେରଙ୍କୁ ନ୍ୟାୟ ପାଇଁ ଏହି ନିଷ୍ପତି ନେଇଛନ୍ତି ମମିତାଙ୍କ ପରିବାର । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଙ୍କ ସମ୍ବେଦନଶୀଳ ହତ୍ୟା…

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ବର: ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହିତ ମିଶ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏନେଇ ଆପତ୍ତି କରିଥିଲେ ଅଭିଭାବକ । ସୂଚନା ଅନୁସାରେ ୨୦ରୁ କମ୍ ପିଲା ଥିବା ସ୍କୁଲ ନିକଟ ବିଦ୍ୟାଳୟ ସହ…

ପାଠକ ବାପ ପୁଅଙ୍କୁ ଜାମିନ୍

ଭୁବନେଶ୍ୱର: ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ | ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ୍ ମିଳିଛି। ପାଠକ ବାପ ଓ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ…

ନେତାଜୀ ଟର୍ମିନାଲ ପାଇଁ ପଥ ପରିଷ୍କାର

କଟକ: କଟକ ଅତ୍ୟାଧୁନିକ ବସ ଟର୍ମିନାଲ ମାମଲାକୁ ଖାରଜ କଲେ ହାଇକୋର୍ଟ । ଖାନନଗରରେ ବସ୍ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ ।…

କ୍ରାଇମବ୍ରାଞ୍ଚ ଉପରେ ବିରକ୍ତ ହେଲେ ହାଇକୋର୍ଟ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ । ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ମାନ୍ୟବର କୋର୍ଟ ବିରକ୍ତ ହେବାର କାରଣ ଏହିକି…

୭ଟି ସ୍ଲାବରେ ସ୍କୁଲ୍ ଫି କୋହଳ

ଭୁବନେଶ୍ବର: କୋହଳ ହେବ ସ୍କୁଲ୍ ଫି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଫି କୋହଳ ହେବ। ଅନୁଦାନ ପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ଫି ଛାଡ଼ କରିବେ। ୭ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ କରାଯିବ…

ପରୀ ମୃତ୍ୟୁ ତଦନ୍ତ ପାଇଁ ଏସ୍‌ଆଇଟିକୁ ମହଲତ

ନୟାଗଡ଼: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇନି ଷ୍ଟାଟସ ରିପୋର୍ଟ। ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟ ଏସଆଇଟିକୁ ଆଜି…