Odia News Portal
Browsing Tag

Olympic

ଜିତିଲା ଭାରତ କାନ୍ଦିଲେ କମେଣ୍ଟେଟର

ଟିମ ଇଣ୍ଡିଆର ବିଜୟ ପରେ ଇତିହାସରେ ଯୋଡିହୋଇଥିଲା ଆଉ ଏକ ଅଧ୍ୟାୟ । ସାରା ଦେଶବାସୀ ଗର୍ବରେ ଫାଟିପଡୁଥିଲେ । ଆଉ କ୍ରୀଡାପ୍ରେମୀଙ୍କ ମହଲରେ କମ ନଥିଲା ଉତ୍ସାହ । ହେଲେ କମେଣ୍ଟ୍ରେି ରୁମର ଦୃଶ୍ୟ ଥିଲା କିଛି ଅଲଗା । ଆଉ ଏହି ଦୃଶ୍ୟକୁ ଯିଏବି ଦେଖିବ ସେ ବି ତାଜୁବ ହୋଇଯିବ । କାରଣ…

ସିନ୍ଧୁଙ୍କ ରଙ୍ଗରେ ରଙ୍ଗୀନ ହେଲା ଟୁିଟର

 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦେଶର ସୁନାମ ଅର୍ଜନ କରିଛନ୍ତି। ଏହି ବିଜୟ ସହିତ ଭାରତରକୁ ୩ ଟି ପଦକ ମିଳିଛି । ପିଭି ସିନ୍ଧୁଙ୍କ ବିଜୟକୁ ନେଇ ସାରା ଦେଶରେ ଖୁସିର ବାତାବରଣ ରହିଛି ଏବଂ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏଥି…

ଚତୁର୍ଥ ସ୍ଥାନରେ ଭାରତୀୟ ମହିଳା ହକି ଟିମ

ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ମହିଳା ହକି ଦଳ । ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ପ୍ରଥମ ଥର ଲାଗି ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଗ୍ରୁପ୍-ବିର ଶୀର୍ଷ ଦଳ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଭାରତର…

ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ

ଭାରତକୁ ଆଉ ଏକ ମେଡାଲ । ଟୋକିଓ ଅଲିମ୍ପିକରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ପିଭି ସିନ୍ଧୁ । ଚାଇନାର ହେ ବିଙ୍ଗ୍‌ ଜିଆଓଙ୍କୁ ହରାଇ ଭାରତ ପାଇଁ ଆଉ ଏକ ମେଡାଲ ଆଣିଛନ୍ତି ପିଭି ସିନ୍ଧୁ । ଚାଇନାର ବିଙ୍ଗ୍‌ ଜିଆଓଙ୍କୁ ସିଧାସଳଖ ୨-୦ ରେ ହରାଇଲେ…

କ୍ୱାଟର ଫାଇନାଲରେ ହାରିଗଲେ ସତୀଶ

ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ…

ଆଜି ବ୍ରୋଂଜ ପାଇଁ ଖେଳିବେ ସିନ୍ଧୁ

ଆଜି ବ୍ରୋଂଜ ପଦକ ପାଇଁ ଖେଳିବେ ପି.ଭି ସିନ୍ଧୁ । ଆଜି ସିନ୍ଧୁ ଚୀନର ବିଙ୍ଗ ଜିଆଓଙ୍କୁ ଭେଟିବେ । ଏହି ମ୍ୟାଚ୍ ଜିତିଲେ ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିବେ ।ଗତକାଲି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ସିନ୍ଧୁ ଜାଇନିଜ୍ ତାଇପେଇ ତାଇ ଜୁ ୟୁଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ । ଗତ ରିଓ…

ସେମିଫାଇନାଲ ପାଇଁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ

ଟୋକିଓ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲରେ ଆଜି ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତୀୟ ହକି ଦଳ  । ୫ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ  । ୪୧ ବର୍ଷ ପରେ ସେମିଫାଇନାଲ ଟିକେଟ୍ ହାସଲ ପାଇଁ ଲଢିବ ଭାରତୀୟ ଦଳ  । ୮ ଥର ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳ ପାଖରେ ୪୧ ବର୍ଷ ପରେ ସେମିଫାଇନାଲ…

ସେମିଫାଇନାଲରେ ହାରିଗଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ନିରାଶାର ଖବର । ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ । ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ଆଜି ଖେଳାଯାଇଥିବା…

କ୍ୱାଟର ଫାଇନାଲରେ ହାରିଲେ ପୂଜା ରାଣୀ

ଭାରତ ପାଇଁ ପ୍ରଥମ ପଦକ ମୀରାବାଈ ଚାନୁ ଜିତିଥିଲେ। ଏହା ପରଠୁ ଭାରତ ଗୋଟିଏ ହେଲେ ପଦକ ଜିତି ପାରିନାହିଁ। ଗତକାଲି ପଦକର ସବୁଠୁ ବଡ ଆଶା ଦୀପିକା କୁମାରୀ ହାରିଥିଲେ। ଶନିବାର ଭାରତର ପଦକ ଆଶାରେ ଆଉ ଏକ ଝଟକା ଲାଗିଛି। କ୍ଵାର୍ଟର ଫାଇନାଲରେ ବକ୍ସର ପୂଜା ରାଣୀ ପରାଜିତ …

ବନ୍ଦନା କଟାରିୟାଙ୍କ ହାଟ୍ରିକ ଗୋଲ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ…