Odia News Portal
Browsing Tag

pakistan

ଭାରତଠୁ ପ୍ରଥମ ଥର ପାଇଁ ଜିତିଲା ପାକିସ୍ତାନ  

ଦୁଇବାରେ ଟ୍ୱି-୨୦ ଦଙ୍ଗଲ । ଭାରତଠୁ ପ୍ରଥମ ଥର ପାଇଁ ଜିତିଲା ପାକିସ୍ତାନ୍, ବିନା କୌଣସି ୱିକେଟ ହରାଇ ହେଲା ବିଜୟ । ପାକିସ୍ତାନ ଦଳର କ୍ୟାପଟେନ୍ ବାବର ଆଜମ ଓ ମହମ୍ମଦ ରିଜୁଆନଙ୍କ ଶତକୀୟ ପାର୍ଟନରସିପ ବଳରେ ଜିତିଲା ପାକ୍ । ତେବେ ପାକିସ୍ତାନ ସାମ୍ନାରେ ୧୫୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ…

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେବଳ ଭାରତ-ପାକିସ୍ତାନ ନୁହେଁ । କ୍ରିକେଟ୍ ପ୍ରଶଂସକମାନେ ଆଜିର ମହାମୁକାବିଲା ନେଇ ଉତ୍ସାହିତ ଅଛନ୍ତି । ସମସ୍ତଙ୍କ ଅପେକ୍ଷା ସେହି ସ୍ୱର୍ଣ୍ଣିମ ମୂହୂର୍ତ୍ତକୁ । ଆଜି ଆଇସିସି ଟି-20 ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହେବିଓ୍ୱଟ୍ । ୨୦୧୯ ବିଶ୍ୱକପ…

ଆଜି ଦୁଲୁକିବ ଦୁବାଇ

ଦୁବାଇ: ଟି-୨୦ ବିଶ୍ୱକପରେ ଆଜି ସୁପରସଣ୍ଡେରେ ସୁପର ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟକ୍କର ହେବାକୁ ଯାଉଛି । ବିଶ୍ବ କ୍ରିକେଟ୍ର ଏହି ଦୁଇ ଲୋକପ୍ରିୟ ଦଳ ବି ରବିବାର ନିଜ ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଅତୀତ ପରିସଂଖ୍ୟାନ ସହ ଦଳର…

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଦଳ ଘୋଷଣା କଲା ପାକିସ୍ତାନ, ଏହି ଅନୁଭବି ଖେଳାଳୀଙ୍କୁ ମିଳିଲାନି ସ୍ଥାନ

ଦୁବାଇ: ଟି-୨୦ ବିଶ୍ୱକପରେ ମହାମୁକାବିଲା ପୂର୍ବରୁ ଦଳ ଘୋଷଣା କରିଛି ପାକିସ୍ତାନ । ପାରିବାରିକ ପ୍ରତିଦ୍ୱନ୍ଦୀ ଭାରତ ସହ ମ୍ୟାଚ ଖେଳିବା ଲାଗି ଜୋରଦାର ଅଭ୍ୟାସ କରିବା ସହ ମ୍ୟାଚ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଦଳ ସାମ୍ଭବ୍ୟ ୧୨ ଜଣିଅୃଁା ଟିମ୍ ଘୋଷଣା କରିଛି ପାକିସ୍ତାନ । ତେବେ ଏହି ୧୨…

ପାକିସ୍ତାନ ଯିବନି ନ୍ୟୁଜିଲାଣ୍ଡ ଟିମ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା…

ଟି-୨୦ ବିଶ୍ୱକପ ଲାଗି ପାକିସ୍ତାନର କୋଚ ହେଲେ ମ୍ୟାଥୁ ହେଡେନ

ଇସଲାମବାଦ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ଟାଇଟଲ ହାସଲ କରିବା ଲାଗି ସବୁ ଦଳ ନିଜ ନିଜର କ୍ଷେତ୍ର ରକ୍ଷଣ ପ୍୍ରସ୍ତୁତ କଲେଣି । ଏହାରି ଭିତରେ ପାକିସ୍ତାନ ଦୁଇଜଣଙ୍କୁ କୋଚ ଦାୟିତ୍ୱ ଦେଇଛି । ପାକିସ୍ତାନ ଟିମ୍ର କୋଚ୍ ନିଯୁକ୍ତ ହେଲେ ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନ୍ ଓ ଭେରନନ୍…

ପାକିସ୍ଥାନୀ ନେତାଙ୍କ ବିସ୍ପୋରକ ବୟାନ

ତାଲିବାନ୍ ନିଜ ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଟା କରୁଥିବାବେଳେ ପାକିସ୍ତାନ ନେତାଙ୍କ ବିସ୍ଫୋରକ ବୟାନ ସମସ୍ତଙ୍କୁ ଚକିତ କରିଛି । ତାଲିବାନ ଦିନେ କାଶ୍ମୀରକୁ ବିଜୟ କରି ପାକିସ୍ତାନକୁ ଉପହାର ଭାବେ ଦେବ ବୋଲି ପାକିୀସ୍ତାନର ଇମ୍ରାନ ସରକାରଙ୍କ ନିଲମ୍ ଇର୍ସାଦ୍ ଶେଖ୍ ପାକିସ୍ତାନୀ…

ପାକିସ୍ତାନୀ ଟିଭି ଅଭିନେତ୍ରୀ ନୈଲା ଜାଫ୍ରିଙ୍କ ପରଲୋକ

ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ନୈଲା ଜାଫ୍ରିଙ୍କ ଦେହାନ୍ତ ହୋଇଛି। ଏହି ଭେଟେରାନ୍ ଅଭିନେତ୍ରୀ ବିଗତ ୬ବର୍ଷ ଧରି କ୍ୟାନ୍ସର ରୋଗ ସହ ସଂଘର୍ଷ କରୁଥିଲେ। ଟିଭି ସିରିଏଲ୍ ‘ଆ ମୁଝ କୋ ସତନା’, ‘ଦେଶୀ ଗର୍ଲ’ ଏବଂ ‘ଥୋଡି ସି ଖୁସିୟାଁ’ରେ ତାଙ୍କର ଭୂମିକା…

ଗୋଟିଏ ଗ୍ରୃପରେ ଭାରତ- ପାକିସ୍ତାନ

ନୂଆଦିଲ୍ଲୀ: ଆସିଲା ଟି-୨୦ ବିଶ୍ୱକପ ତାଲିକା । ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ଭାରତ ଏବଂ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଗୋଟିଏ ଗ୍ରୃପରେ ରହିଛନ୍ତି । ସୁପର ୧୨ ଗ୍ରୃପରେ ରହିଛନ୍ତି ଏହି ୨ ଟିମ୍ । ତେବେ ଲିଗ ମ୍ୟାଚରୁ ହିଁ ରୋମାଞ୍ଚକ ହେବ ବୋଲି କ୍ରିକେଟ…

ପାକିସ୍ତାନରେ ଆତଙ୍କୀ ହମଲା, ୧୦ ମୃତ

ଲାହୋର: ଉତ୍ତର ପାକିସ୍ତାନରେ ଏକ ବସ୍ରେ ବୋମା ବିସ୍ଫୋରଣ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚୀନ୍ର ୬ ଜଣ ନାଗରିକ ମଧ୍ୟ ଅଛନ୍ତି। ଏହାଛଡ଼ା ଜଣେ ପାକିସ୍ତାନୀ ସୈନିକ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବୁଧବାର ଆତଙ୍କବାଦୀମାନେ ଏକ ବସ୍କୁ ଟାର୍ଗେଟ…